In a time of crisis, men of goodwill and generosity should be able to unite regardless of party or politics.
- John F. Kennedy
ସଙ୍କଟ ସମୟରେ ସଦିଛାପୂର୍ଣ୍ଣ ଓ ବଦାନ୍ୟ ବ୍ୟକ୍ତିମାନେ ରାଜନୀତି ଓ ଦଳ ପାର୍ଥକ୍ୟ ସତ୍ତ୍ଵେ ଏକଜୁଟ ହେଇ ପାରିବେ
- ଜନ ଏଫ କେନେଡି
#ଶୁଆନୁବାଦ
#କରୋନାବିଶେଷ
@mte2o
In a day, when you don't come across any problems - you can be sure that you are travelling in a wrong path.
- Swami Vivekananda
ଯେତେବେଳେ ତୁମେ କୌଣସି ସମସ୍ୟାର ସମ୍ମୁଖୀନ ହେବନି - ତୁମେ ନିଶ୍ଚିତ ହେଇଯିବ ଯେ ତୁମେ ଭୁଲ ରାସ୍ତାରେ ଯାଉଛ
- ସ୍ଵାମୀ ବିବେକାନନ୍ଦ
#ଶୁଆନୁବାଦ
#କରୋନାବିଶେଷ
@mte2o
@mte2o I'm not a very good American because I like to form my own opinions.
- George Carlin
ମୁଁ ଜଣେ ଭଲ ଆମେରିକୀୟ ନୁହେଁ କାରଣ ମୁଁ ମୋର ନିଜସ୍ଵ ମତ ପୋଷଣ କରିବାକୁ ପସନ୍ଦ କରେ
- ଜର୍ଜ କାର୍ଲିନ
#ଶୁଆନୁବାଦ
#କରୋନାବିଶେଷ
@mte2o
To ease another’s heartache is to forget one’s own.
- Abraham Lincoln
ଅନ୍ୟର ମାନସିକ ଯନ୍ତ୍ରଣାକୁ ଲାଘବ କରିବା ଅର୍ଥ ନିଜର ଯନ୍ତ୍ରଣାକୁ ଭୁଲିଯିବା ।
- ଆବ୍ରାହାମ୍ ଲିଙ୍କନ୍
#ଶୁଆନୁବାଦ
#କରୋନାବିଶେଷ
@mte2o
War is peace. Freedom is slavery. Ignorance is strength.
― George Orwell, 1984
ଯୁଦ୍ଧ ହିଁ ଶାନ୍ତି। ମୁକ୍ତି ହେଉଛି ଦାସତ୍ଵ। ଅଜ୍ଞାନତା ହେଉଛି ଶକ୍ତି ।
ଜର୍ଜ ଅରୱେଲ, ୧୯୮୪
#ଶୁଆନୁବାଦ
#କରୋନାବିଶେଷ
@mte2o
When a man is denied the right to live the life he believes in, he has no choice but to become an outlaw.
- Nelson Mandela
ଯେତେବେଳେ ମଣିଷଠୁଁ ତା ଇଛା ମୁତାବକ ଜୀବନଯାପନ କରିବାର ଅଧିକାର ଛଡାଇ ନିଆଯାଏ, ତା ପାଖରେ ଅପରାଧୀ ବନିବା ଛଡା ଅନ୍ୟ କିଛି ପନ୍ଥା ନ ଥାଏ ।
-ନେଲସନ ମାଣ୍ଡେଲା
#ଶୁଆନୁବାଦ @mte2o
Share this Scrolly Tale with your friends.
A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.
