@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Researcher_Archivist

Aug 9, 2020, 19 tweets

ସୁରମଣି ରଘୁନାଥ ପାଣିଗ୍ରାହୀ।
Suramani Raghunath Panighrahi
#birthanniversary #Jayanti
(10 August 1932) pandit Raghunath Panighrahi , popularly known as GitaGovinda panigrahi, was an great Indian classical singer and music director from Odisha. 
#Gunupur
#Rayagada
1/n

He made a lifetime contribution of promoting, propagating and popularizing the life and works of Jayadeva and the cult of Lord Jagannatha with Odissi vocal.

*Not only odissi , but also was an expert of Carnatic and Hindustani music.
2/n

ପିଲାଟି ଦିନରୁ ସଙ୍ଗୀତ ଶିକ୍ଷାପ୍ରତି ଆଗ୍ରହ ନିଜସ୍ୱ ଗୃହ ରୁ ପ୍ରାପ୍ତ ହୋଇଥିଲା।ସେ ୨୯୩୨ସନ ଆଜିର ଦିନରେ ଜନ୍ମହୋଇଥିଲେ ଗଞ୍ଜାମ ଲିହୁରୀ ଗ୍ରାମରେ (ମାତୁଳାଳୟ).ରାୟଗଡା ଜିଲ୍ଲା ଗୁଣପୁର ରେ ପ୍ରାଥମିକ ଶିକ୍ଷା ଲାଭ କରିବା ସଙ୍ଗେ ସଙ୍ଗେ ପିତା ନୀଳମଣି ପାଣିଗ୍ରାହୀ ଠାରୁସେ ଶିକ୍ଷା କରିଥିଲେ ଗୀତଗୋବିନ୍ଦ ଓ ଗୋପାଳକୃଷ୍ଣ ସଙ୍ଗୀତ
3/n

ପ୍ରଥମ ଚରଣରୁ ହିଁ ସେ ଓଡିଶୀ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ।ଆକାଶବାଣୀ ରେ ସ୍ୱଳ୍ପ ବୟସ ରେ ରେକର୍ଡ଼ ଦେଇଥିବା କବିଗୌରହରି ପରିଛା ବିରଚିତ ପଦ୍ୟ ଗାୟନରୁ ଏହା ସ୍ପଷ୍ଟ ବାରି ହୋଇପଡେ

ତେବେ ସେ ରୀତିମତ ଓଡିଶୀଗାୟନ ଶିକ୍ଷାଗ୍ରହଣ କରିଥିଲେ ନରସିଂହ ନନ୍ଦ ଏବଂ ବିଶ୍ଵନାଥ ଦାସଙ୍କ ଠାରୁ
#Odissi #Suramani
4/n

ନନ୍ଦ ଙ୍କ ଠାରୁ ସେ ଚମ୍ପୁ , ଛାନ୍ଦ ସମେତ ଶିକ୍ଷା କରିଥିଲେ ଅନେକ ଓଡିଶୀ ସଙ୍ଗୀତ।
ଡିଭି ପାଲୁସ୍କର ଙ୍କ ଠାରୁ ହିନ୍ଦୁସ୍ତାନୀ ଏବଂ ପାରଳା ମୁଦୁପପ୍ପା ରାଓ ଙ୍କ ଠାରୁ କର୍ଣ୍ଣାଟକୀ ଶିକ୍ଷା କରିଥିଲେ,ପରବର୍ତ୍ତୀ ସମୟ ରେ।
ସୁରମଣି ଙ୍କ ସୁମଧୁର କଣ୍ଠ ରୁ...
#odissi


5/n

1952 ମସିହାରେ ମାଡ୍ରାସ୍ ସଙ୍ଗୀତ ସଭା ରେ ଅପୂର୍ବ ସଫଳତା ମିଳିଥିଲା ପାଣିଗ୍ରାହୀ ଙ୍କୁ।ଏଥିପୂର୍ବରୁ ୧୯୪୮,୧୯୫୦ ରେ କଲିକତା ଓ କଟକ @airnewsalerts ରେ ସଙ୍ଗୀତ ଗାନ ପ୍ରସାରିତ ହୋଇସାରିଥିଲା।
ଏହା ପରେ ଅନେକଦକ୍ଷିଣ ଭାରତୀୟ ଚଳଚିତ୍ର ରେ ଗାଇବାକୁ ସୁଯୋଗ ମିଳିଥିଲା
#GitaGovinda


6/n



ଖାଲି ଗୀତଗୋବିନ୍ଦ ନୁହଁ ଏମିତି ସହସ୍ର ଗୀତ ଗାଇସେ ଉତ୍କଳୀୟ ସଙ୍ଗୀତ ଧାରା ଓ ଓଡିଶୀ ଓ ଓଡ଼ିଆ ସଙ୍ଗୀତ ଗାୟନ ପଦ୍ଧତି କୁ ଋଦ୍ଧିମନ୍ତ କରିଛନ୍ତି।
ଶ୍ରୀ ମତି ଶ୍ରୀ ପତି ବୃନ୍ଦାବନେ

ଆଗୋ ଚନ୍ଦ୍ରିକା

7/n

କେବଳ ଶାସ୍ତ୍ରୀୟ ନୁହଁ। ଓଡ଼ିଆ ଚଳଚ୍ଚିତ୍ର ରେ ମଧ୍ୟ ଅନେକ ଗୀତ ଗାଇଛନ୍ତି ପାଣିଗ୍ରାହୀ ମହୋଦୟ।

8/n

ମଣି କାଞ୍ଚନ ର ଯୋଗ ଭଳି ସେ ପ୍ରାପ୍ତ ହୋଇଥିଲେ ଅପୂର୍ବ ଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଙ୍କ ହସ୍ତ କୁ। ସଙ୍ଗୀତ ସହ ନୃତ୍ୟ ର ଅପୁର୍ବ ମିଳନ ଦେଇଥିଲା ଉଭୟଙ୍କୁ ଅପୂର୍ବ ସଫଳତା।
ଜୀବନ ରେ ଜଗନ୍ନାଥ ଙ୍କ ଶ୍ରୀ ଚରଣ ରେ ଉତ୍ସର୍ଗ କରିବାକୁ ଭାବି ନେଇଥିଲେ ଉଭୟେ।

9/n

శే పద్మశ్రీ శ్రీ రఘునాథ్ పాణిగ్రాహి ప్రఖ్యాత భారతీయ శాస్త్రీయ సంగీత విద్వాంసుడు మరియు సంగీత దర్శకుడు
*********************
*ఇతడు ఆలపించిన జయదేవుని గీతాగోవిందం ఇతనికి ఎంతో పేరు తెచ్చిపెట్టింది.విశేషాలు ఇతడు 1932 , ఆగస్టు 10 న ఒరిస్సాలోని రాయగడ జిల్లా గునుపూర్‌లో జన్మించారు .
10/n

ఇతడు తన తండ్రి నుండి సంగీతం నేర్చుకున్నారు.గీతా గోవిందం ఆలాపనా విధానాన్ని కూడా తండ్రి నుండే పుణికిపుచ్చుకున్నారు.ఫ్రెంచి ప్రభుత్వ సత్కారం పొందిన తొలి ఒడియా గాయకుడు ఇతడే.2010 లో ఇతడిని భారత ప్రభుత్వం పద్మశ్రీ పురస్కారంతో సత్కరించింది.
11/n

ఇతడి భార్య ప్రముఖ ఒడిస్సీ నృత్య కళాకారిణి సంయుక్త పాణిగ్రాహి . ఈమె 1997 లో మరణించింది . ఇతడు తన భార్య పేరుతో సంయుక్త పాణిగ్రాహి ట్రస్టును ప్రారంభించి ఒడిస్సి నృత్య కారులకు ఎంతో చేయూతనిచ్చారు . వారి ద్వారా ఒడిస్సీ నాట్యానికి ప్రపంచ గుర్తింపు తీసుకువచ్చారు .
12/n

సినిమా రంగం ఇతడు 1950 వ దశకం నుండి తెలుగు,కన్నడ,ఒరియా సినిమాలకు నేపథ్య సంగీతాన్ని అందించారు .మరణం ఇతడు తన 80 వ యేట 2013 ,ఆగస్టు 13వ తేదిన గుండెపోటుతో భువనేశ్వర్ లోని స్వగృహంలో మరణించారు ఇతడు పనిచేసిన తెలుగు సినిమాల వివరాలు 1 అమర సందేశం మానస లాలస సంగీతం మధుమయ జీవన ఎ.ఎం.రాజా
13/n

ప్రసాదరావు , కేల్కర్ 1954
.2 సంఘం ఆడదంటే అలుసు కాదోయి అవనిలో దేవతోయ్ ఆర్.గోవర్ధనం తోలేటి 1954
.3 సంతోషం నిలుపరా మదిలోన హరిని నిరామయుని దయాకరుని ఎమ్మెస్ విశ్వనాథన్ , వి.రామ్మూర్తి సముద్రాల సీనియర్ 1955
.4 సంతోషం యువతి మోహన మూర్తి నీ ప్రియసఖి చెరగ రారా జిక్కి ఎమ్మెస్ విశ్వనాథన్

.5 ఇలవేల్పు ఏనాడు కనలేదు ఈ వింత సుందరిని సుసర్ల దక్షిణామూర్తి 1956
.6 ఇలవేల్పు చల్లని రాజా ఓ చందమామ పి.సుశీల , పి.లీల సుసర్ల దక్షిణామూర్తి శ్రీశ్రీ 1956
.7 సంకల్పం తప్పుడుపనులెప్పుడు మనకోద్దుర బాబు పిఠాపురం బృందం సుసర్ల దక్షిణామూర్తి 1957


14/n

8 సంకల్పం వెన్నెల తెలికాంతులలో చల్లగాలి దారులలో సుసర్ల దక్షిణామూర్తి 1957
.9 గంగా గౌరీ సంవాదం భలే భలే పెళ్ళి జరుగదిల మళ్ళి ఎస్.జానకి , ఎం.ఎస్.రామారావు బృందం పెండ్యాల పరశురామ్ 1958
.10 జయభేరి మది శారదాదేవి మందిరమే ఘంటసాల , పి.బి.శ్రీనివాస్ పెండ్యాల మల్లాది రామకృష్ణశాస్త్రి
15/n

#Jayanti
#SuramaniRaghunathPanigrahi
ಪಂಡಿತ್ ರಘುನಾಥ್ ಪಾನಿಗ್ರಾಹಿ ಅವರು ಕರ್ನಾಟಕ ಶಾಸ್ತ್ರೀಯ ಹಾಡಿನ ಮಾಸ್ಟರ್ ಆಗಿದ್ದರು. ಇಲ್ಲಿ ಅವರ ಸುಂದರವಾದ ಹಾಡು.

16/n

He also sang for few Hondi ,Tamil and Kannada movies. he was associated with the Nrityagram (an organization) and gave music for many of their productions.
Tamil movie
Aval Yaar
அவள் யார்

16/n

ଓଡ଼ିଆ ସଂସ୍କୃତି ସହ ସଦା ନିମଗ୍ନ ରହିଥିବା ଶ୍ରୀ ରଘୁନାଥ ପାଣିଗ୍ରାହୀ ଆମ ହୃଦୟ ରେ ସର୍ବଦା ରହି ଅଛନ୍ତି ଏବଂ କାଳ କାଳ କୁ ରହିଥିବେ ମଧ୍ୟ।
#ଜୟନ୍ତୀ ଉପଲକ୍ଷେ ଭକ୍ତି ସୁମନ
ଚିତ୍ର ସୌଜନ୍ୟ : @theUnfading @odiamelody @pattaprateek @VAdkri
#End_of_thread

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling