Asutosh Mohanty (मोदी का परिवार) 🇮🇳🇮🇳🇮🇳🇮🇳 Profile picture
Proud Indian, Carry Sanatana Dharmic Principles in heart, Supporter of a visionary #NaMo, Jai Maa Bharati...Jai Shri Ram 🙏

Sep 2, 2020, 8 tweets

ଶ୍ରୀଶ୍ରୀଭାଗବତ ଜନ୍ମ, ଇଦ୍ରୋଉତ୍ସବ ପୂର୍ଣ୍ଣିମା ଏବଂ ଭାଦ୍ର ପୂର୍ଣ୍ଣିମା ର ପବିତ୍ର ପର୍ବ ରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା।।

श्रीश्रीभागवत जन्म, इंद्रोउत्सव पूर्णिमा और भाद्र पूर्णिमा के पावन उत्सव पे आप सभी को अभिनंदन।।

ॐ नमो भगवते वासुदेवाय नमः।।

ॐ नमो नमः।।

🙏🙏🙏🙏🙏🙏🙏🙏🙏🙏

@narendramodi

🙏🙏🙏🙏🙏🙏🙏🙏🙏🙏

ଭାଦ୍ରବମାସ ପୂର୍ଣ୍ଣିମା ତିଥିରେ ଇନ୍ଦୁ ପୂର୍ଣ୍ଣିମା ବା ଭାଗବତ ଜନ୍ମ ପାଳନ କରାଯାଏ । ଏହି ପୂର୍ଣ୍ଣିମା ତିଥିରୁ ଅତିବଡୀ ଜଗନ୍ନାଥ ଦାସ ଓଡ଼ିଆରେ ଭାଗବତ ରଚନା ଆରମ୍ଭ କରିଥିଲେ । ତେଣୁ ଏହି ଦିବସଟିକୁ ପ୍ରତ୍ୟେକ ଓଡ଼ିଆ ଭାଗବତ ଜନ୍ମ ରୂପେ ପାଳନ କରିଥାନ୍ତି।

@narendramodi

🙏🙏🙏🙏🙏🙏🙏🙏🙏🙏

ପ୍ରତି ଘରେ ଘରେ, ଗାଁର ଭାଗବତ ଟୁଙ୍ଗୀ, ଆଧ୍ୟାତ୍ମିକ ଅନୁଷ୍ଠାନ ଓ ମଠ-ଆଶ୍ରମ ଆଦିମାନଙ୍କରେ ଏହି ଭାଗବତ ଜନ୍ମ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ସହକାରେ ପାଳନ କରାଯାଏ ।

ସେହି ଦିନଠାରୁ ଭାଗବତ ପୂଜା କରାଯଇ ବର୍ଷାବଧି ପାରାୟଣ ଆରମ୍ଭ କରାଯାଏ ।

@narendramodi

🙏🙏🙏🙏🙏🙏🙏🙏🙏🙏

ଭକ୍ତିରସାସ୍ୱଦନ ତଥା ଭାଗବତ ପାଠର ମହନୀୟତାକୁ ଉପଲବ୍ଧି କରି ପ୍ରାୟ ପ୍ରତ୍ୟେକେ ଭାଗବତ ପାଠ ପୂର୍ବକ ଶ୍ରୀହରିକଥା ଶ୍ରବଣ ମନନରେ ଲଗାଇ ରଖିଲେ ଜୀବନର ସାର୍ଥକତା ପ୍ରାପ୍ତି ହେବ ।

(aumkar.co.inଶ୍ରୀଶ୍ରୀଭାଗବତ-ଜନ୍ମ/)

@narendramodi

🙏🙏🙏🙏🙏🙏🙏🙏🙏🙏

The recitation of Bhagabata starts on Bhagabata Janma Day ( full moon day of Bhadrab) and ends a day before the next Bhagabata Janma, making it a year-long cycle

@narendramodi

🙏🙏🙏🙏🙏🙏🙏🙏🙏🙏

In almost every village of Odisha, Bhagabata parayana and prabachana are organised on special religious occasion to familiarise the common people with the teaching of the Bhagwan...

@narendramodi

🙏🙏🙏🙏🙏🙏🙏🙏🙏🙏

Recitation of Bhagabat is a regular occurrence during times of natural calamities like foods, droughts and cyclones in Odisha...

@narendramodi

🙏🙏🙏🙏🙏🙏🙏🙏🙏🙏

Bhagabata recitation in Odisha is that it never ‘ends’, it only increases. It signifies the eternal nature of the ancient religious text and emphasises it continuing relevance in day-to-day life....

(puriwaves.nirmalya.in/feature-articl…)

@narendramodi

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling