@Gajapati (ଗଜପତି) Profile picture
ଅନାଲୋଚିତ ଓଡିଶାର ପ୍ରଚାର ଓ ପ୍ରସାର #polyglot_Techie_Researcher_Odisha_Bharata handle by: BM Adhikari

Jun 3, 2021, 7 tweets

ସେଦିନର କଥା କିଛି ଅବିକଳ ଛାପୁଛି
ଆଶା,ଆଜି ଦିନର ଅବସ୍ଥାକୁ ଚିନ୍ତାକରିବେ ଥରେ

*୧୯୩୭ ମସିହାରେ ମୁଁ ମହାରାଜାଙ୍କ ସଂସ୍କୃତ କଲେଜରୁ ଉଚ୍ଚଇଂରେଜୀ ବିଦ୍ୟାଳୟକୁ ଉନ୍ନୀତ ହେଲି।

କେତେଦିନ ଅନୁଭୂତିରୁ ବୋଧହେଲାଯେ ପିଲାଙ୍କର ଆଙ୍ଗଲୋ ଭାଷା ଦୃଷ୍ଟିରେ ମାତୃଭାଷାଅନଭିଜ୍ଞ।ଅଳ୍ପ ଅର୍ଥାତ Parsing,Gender,Case Ending,Prose order

1/n

ଯେତେଶୀଘ୍ର ନିପୁଣଭାବେ ବୁଝୁଛନ୍ତି,ଅବ୍ୟୟ ,ଲିଙ୍ଗ କାରକ ବିଭକ୍ତି କହିଲେ ସହଜେ ବୁଝିପାରୁନାହାନ୍ତି।

କେତେଠି ବିଶେଷ,ବିଶେଷଣକୁ Noun, adjective ବୋଲି ବୁଝାଇବାକୁ ହୁଏ।କାରଣ ଆଂଗ୍ଲୋ ଭାଷା ଭାରତର ରାଜଭାଷା ଥିଲା।ସେହି ଭାଷାରେ ଯେ ଯେତେ ବ୍ୟୁତ୍ପତ୍ତି ଲାଭକରିଥାଏ ତାହାର ସ୍ଥାନ ଏବେବି ଉଚ୍ଚରେହେବା ପ୍ରଥା ଏବେ ପର୍ଯ୍ୟନ୍ତ ରହିଛି
2/n

ଅଦ୍ୟାପି ମାତୃଭାଷା ଠାରୁ ବୈଦେଶିକ ଭାଷା ର ସ୍ଥାନ ଦୁଇ ଗୁଣରୁ ଅଧିକ।"

ଏହା କୁହନ୍ତି
ଓଡ଼ିଆ ଭାଷା ର ପ୍ରସିଦ୍ଧ " ବ୍ୟାକରଣ ଦର୍ପଣ ର ରଚୟିତା " ଗୋପୀନାଥ ରଥଶର୍ମା" ମହୋଦୟ

୩/n
ଚାଲନ୍ତୁ ଜାଣିବା ସେ ମହାନ ବ୍ୟକ୍ତିତ୍ୱ ଙ୍କ ବିଷୟରେ

କିଛି ଲୋକ ଗୋପୀନାଥ ନନ୍ଦଶର୍ମା ଙ୍କୁ ଗୋପିନାଥ ରଥଶର୍ମା ଭାବନ୍ତି।
କାରଣ ଉଭୟ ଏକ ନାମଧାରୀ ଆଉ ଏକ ସ୍ଥାନ ପ୍ରାଚୀନ ବିଦ୍ୟାନଗରୀ ପାରଳା ରୁ।
ଏ ଶର୍ମା ଏକ ଉପାଧି ଯାହା ଶାସ୍ତ୍ରଜ୍ଞ ଦ୍ଵିଜ ଙ୍କୁ ଦରବାର ରୁ ସମ୍ମାନ ଅର୍ଥେ ପ୍ରାପ୍ତ ହୋଇଥାଏ।

ଓଡ଼ିଆ ସାହିତ୍ୟର ଏ ହେଲା ପ୍ରଥମ ଏଲିମେଣ୍ଟାରୀ ବ୍ୟାକରଣ ପୁସ୍ତକ।
୪/n

ଗଜପତିଙ୍କ ଜଗନ୍ନାଥନାରାୟଣପୁର ଶାସନରେ ଜନ୍ମ ଶ୍ରୀ ରଥଶର୍ମାଙ୍କର

ସଂସ୍କୃତ ଓ ତତ୍ ଅନୁରାଗୀ ଓଡ଼ିଆରେ ସନ୍ଧି, ସମାସ,ତଦ୍ଧିତ ଓ କୃଦନ୍ତ ପ୍ରକରଣ ବିଦ୍ୟାଳୟର ପିଲାଙ୍କ ନିମନ୍ତେ ସହଜ ସାଧିତ ହେବା ପାଇଁ
ରଥଶର୍ମା ଏକ ବୈଜ୍ଞାନିକ ପ୍ରଣାଳୀରେ ଏହା ଉପସ୍ଥାପନ କରିଛନ୍ତି
ଏହା ବୟାକରଣିକ ୬୫ଟି ପାଠରେ ସୁନ୍ଦରଭାବେ
ବର୍ଣ୍ଣନା କରିଛନ୍ତି
୫/n

Looking to this Sri Godavarish Mishra Says,
"Pandit Gopinath RathSharma of Paralakhemundi High School has attempted to write an Oriva Grammar on new line. He has intelligently treated •a subject cnsideration.
6/n

I am extremely pleased to go through certain sections of it which, struck me as original. The book deserves to be published,so that it may find its way in-to the common readers' hands. which is deserving .

ଉପସ୍ଥାପନା © @VAdkri

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling