ବଳରାମପୁର ଗଡ଼ , ଧର୍ମଶାଳା , ଯାଜପୁର
ଗଡ଼ଜାତ ପ୍ରଥା ଆଜି ନାହିଁ ସତ ହେଲେ ଲୋକ ମାନସରେ ଆଜି ବି ରଜା ସର୍ବମାନ୍ୟ ପୂଜ୍ୟ ଥାଇ ମାଟି ମା'ର ଅସରନ୍ତି କୃପା ସାଙ୍ଗକୁ ପ୍ରାକୃତିକ ଶୋଭା ବିରାଜିତ ଏକ ପୁରାତନ ତଥା ଆଦର୍ଶ ଗ୍ରାମ ସହିତ ଏକ ଅପୂର୍ବ ସନାତନି ସଂସ୍କୃତି ଓ ପରମ୍ପରା ର ସ୍ଥିତି ବଜାୟ ରଖିଥିବା ସଭିଙ୍କ ଆଦର୍ଶ
ସମ୍ପୂର୍ଣ୍ଣ ଏକ ପାରିବାରିକ ମତେ ଭ୍ରମଣ ଉପଯୋଗୀ ସହିତ ଝରଣା ପାହାଡ଼ ଚଢେଇ ର ରାବ ଓ ଉଚ୍ଚ ପଥରରୁ ନୀଚ କୁ ଖସି ଆସୁ ଝରଣା ପାଣିର ଉନ୍ମାଦନା କୁ ସାଉଁଟି ପାରିବାର ଅନେକ ସୁଯୋଗ ଅଛି ଏହି ଆମ ଐତିହାସିକ ଗ୍ରାମ #ବଲରାମପୁର ଗଡ଼ ରେ ....
ଏହି ସ୍ଥାନଟି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତରେ ଅବସ୍ଥିତ, ଯାହାକି ଚଣ୍ଡିଖୋଲ ଛକ ଠାରୁ ୨୫ କି. ମି ଦୂରରେ ଅବସ୍ଥିତ ଓ ଡୁବୁରି ଠାରୁ ୧୪ କି.ମି ଦୂରରେ ଅବସ୍ଥିତ । କନ୍ତପଡ଼ା ଛକ ନିକଟରୁ ମାତ୍ର ୨ କି.ମି ଦୂରରେ ଏ ଐତିହାସିକ ବଳରାମପୁର ଗଡ ଗ୍ରାମଟି ଅବସ୍ଥିତ ।
#ବଳରାମପୁର ଗଡ,ପାହାଡ ଉପରେ ଅବସ୍ଥିତ ଗ୍ରାମଟି ଥିବାରୁ ଆଞ୍ଚଳିକ ଭାଷାରେ (ଉପର ଗଡ) ବୋଲି କୁହାଯାଏ ।
Share this Scrolly Tale with your friends.
A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.