Odisha Stories Profile picture
Jun 22, 2019 3 tweets 5 min read Read on X
Dear @CCTPolice_Alert @chennaipolice_ I went to drop my friend Central railway station 22nd jun 19 @ 2045 hrs. While I entered into MTC Bus Bay one police officer stopped me nd took my bike key.A group of police officers asked my documents & after knowing I am non #Tamil 1/3 ImageImage
they asked me to pay 1100 for fine. For your information the board is not clear and u better know how bad the traffic is. There were many autos and other motorcycles were also going inside the MTC Bus Bay.When I was ready to pay 1100 they asked to pay 500 without a receipt. 2/3

• • •

Missing some Tweet in this thread? You can try to force a refresh
 

Keep Current with Odisha Stories

Odisha Stories Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @Odisha_Stories

Sep 29, 2020
୧୮୯୦ ମସିହାର ଆଠମଲ୍ଲିକ ରାଜ୍ୟ ।
ଏକ ସ୍ବତନ୍ତ୍ର ରାଜ୍ୟ ର ପରିଚୟ ଲାଭ କରିବା ପୂର୍ବରୁ ଆଠମଲ୍ଲିକ ଥିଲା ଏକ ଜମିଦାରୀ । ୧୮୭୪ ମସିହା ବେଳକୁ ଜମିଦାରୀ ଯାଗିରି ଉଠି ବନିଯାଇଥିଲା ଏକ ସ୍ବତନ୍ତ୍ର ରାଜ୍ୟ । କିମ୍ବଦନ୍ତୀ ଅନୁସାରେ କଦମ୍ବ ବଂଶଜ ରାଜା ପ୍ରତାପ ଦେଓ ଏଗାର ଶହ ଶତାବ୍ଦୀ ରେ ଏହି ଅଞ୍ଚଳରେ ପାଇଥିଲେ ଏକ ହଣ୍ଡା । ତେଣୁ ଏହି
ଅଞ୍ଚଳକୁ ହଣ୍ଡପା ବୋଲି ମଧ୍ୟ କୁହାଯାଏ । ପରେ ରାଜା ଏହି ଅଞ୍ଚଳକୁ ଆଠ ଭାଗରେ ବିଭକ୍ତ କରି ଆଠ ଜଣ ମଲ୍ଲିକ ଙ୍କୁ ରାଜ୍ୟର ଶାସନ ଭାର ଅର୍ପଣ କରିଥିଲେ । ଏହି କାରଣ ପାଇଁ ଏହାର ନାମକରଣ ହଣ୍ଡପା ରୁ ଆଠମଲ୍ଲିକ ହୋଇଥିଲା ।
ଏହି ରାଜ୍ୟର ରାଜଧାନୀ କଇଁତରାଗଡ଼ ଥିଲା । କଦମ୍ବ ଫୁଲ ଥିଲା ରାଜ୍ୟର ରାଜକୀୟ ଚିହ୍ନ ।ଭାରତ ସ୍ବାଧୀନତା ଲାଭ କଲାପରେ
୧୯୪୮ ମସିହାରେ ରାଜ୍ୟର ଶେଷ ରାଜା କିଶୋର ଚନ୍ଦ୍ର ଦେଓ ସାମନ୍ତ ଢ଼େଙ୍କାନାଳ ଠାରେ ରାଜ୍ୟର ମିଶ୍ରଣ ଓଡ଼ିଶା ସହିତ କରିଥିଲେ । ସେ ସମୟରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏହା ଢ଼େଙ୍କାନାଳ ରାଜ୍ୟର ଏକ ଅଂଶ ହୋଇ ରହିଥିଲା । ୧୯୯୩ ମାର୍ଚ୍ଚ ମାସ ୩୧ ତାରିଖରେ ଅନୁଗୋଳ ଜିଲ୍ଲା ସୃଷ୍ଟି ହୋଇଥିଲା ଏବଂ ଆଠମଲ୍ଲିକ ଏହାର ଏକ ସବଡିଭିଜନ୍ ଭାବରେ ରହିଛି ।
Read 4 tweets
Sep 28, 2020
ସୋନପୁର ର ଚେପଟା ଢ଼ୋଲର କଥା -
ଲୋକ କଥା ଅନୁସାରେ ଯେତିକି ପୁରୁଣା ସୋନପୁର ସହରର ବଳୀ ଯାତ୍ରା ସେତିକି ପୁରଣା ଏହି ଢ଼ୋଲ । କିମ୍ବଦନ୍ତୀ କହେ ଖେମୁଣ୍ଡି ରାଜ୍ୟର ରାଜକୁମାରୀ ସୋନପୁର ରାଜାଙ୍କୁ ବାହା ହୋଇ ସୋନପୁର ରାଜ୍ୟର ପାଟ ରାଣୀ ହେଲେ । ଖେମୁଣ୍ଡି ରାଜା ରାଜକୁମାରୀ ଙ୍କ ସହିତ ଏକ ନବଧାତୁ ନିର୍ମିତ ଢ଼ୋଲ ସହିତି କିଛି ଢ଼ୁଲିଆଙ୍କୁ
ପଠାଇଥିଲେ । ଅନେକ ଦିନ ଧରି ଏହି ଢ଼ୋଲ ବଳୀଯାତ୍ରାରେ ପାଟ ଢ଼ୋଲ ଭାବରେ କାମ କରିଆସୁଥିଲା । ଅନେକ ବର୍ଷ ପରେ ଅତି ପୁରୁଣା ହୋଇଯିବାରୁ ମହାରାଜା ବିରମିତ୍ରୋଦୟ ସିଂଦେଓ ଏହି ଢୋଲକୁ ମରାମତି ନ କରି ପାଣିରେ ଭସାଇ ଦେବା ପାଇଁ ଆଦେଶ ଦେଲେ । ପାଣିରେ ଭସାଇ ଦେଲା ପରେ ମଧ୍ୟ ମହାନଦୀର ସ୍ରୋତରେ ଭାସି ନଯାଇ ରାଜ ଘାଟରେ ଲାଗି ରହିଥିଲା ।
ରାଜାଙ୍କୁ ସ୍ୱପ୍ନାଦେଶ ହେଲା ପରେ ପାଣିରୁ ଉଦ୍ଧାର କରି ପୂଜା କରାଯାଉଥିଲା ।

ପରେ ମହାରାଜା ସୁଧାଂଶୁ ଶେଖର ଙ୍କ ସମୟରେ ଏଥିରେ ଲାଗିହୋଇଥିବା ନବରତ୍ନର ମରାମତି କରାଯାଇଥିଲା । ମରାମତି ସମୟରେ ଦେବୀ ସ୍ବୟଂ ଆବିର୍ଭାବ ହୋଇ କାର୍ଯ୍ୟ ନିରୀକ୍ଷଣ କରୁଥିଲେ । କାରୀଗରକୁ କାହାର ମୁଖ ଭଳିଆ ଦେଖା ଯିବାରୁ ସେ ଛାନିଆରେ ଦଉଡ଼ି ପଳାଇଥିଲା
Read 6 tweets
Aug 18, 2020
ଭାଦ୍ରବ ମାସର ଅମାବାସ୍ୟା କୁ "ସପ୍ତପୁରୀ ଅମାବାସ୍ୟା, "କୁଶୋତ୍ପାଟିନୀ ଅମାବାସ୍ୟା" ବା "କୁଶଗ୍ରହଣୀ ଅମାବାସ୍ୟା" ଭାବରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ 1/n Image
ବଡ଼ "ସପ୍ତପୁରୀ" (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ "ସପ୍ତପୁରୀ ତାଡ଼" ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ । କିନ୍ତୁ ଐତିହାସିକ ସହର ସୁବର୍ଣ୍ଣପୁର ବା ସୋନପୁର ରେ ଏହି ସପ୍ତପୁରୀ ଅମାବାସ୍ୟା ପାଳନ କରାଯାଏ ଏକ ଭିନ୍ନ ଢ଼ଙ୍ଗରେ 2/n Image
। କିମ୍ବଦନ୍ତୀ ଅନୁସାରେ ଏହି ପ୍ରାଚୀନ ସହରକୁ "ପଶ୍ଚିମ ଲଙ୍କା" ବୋଲି ଅବିହିତ କରିଥାନ୍ତି ଏବଂ ଏହି କ୍ଷେତ୍ରର ପ୍ରାଚୀନତମ ଦେବୀ ହେଉଛନ୍ତି "ମା ଲଙ୍କେଶ୍ବରୀ" । କାହିଁ କେଉଁ ଆବହମାନ କାଳରୁ ଏହି ଅଞ୍ଚଳରେ "ସପ୍ତପୁରୀ ଅମାବାସ୍ୟା" ପାଳିତ ହୋଇଥାଏ "ଲଙ୍କା ପୋଡ଼ି" ଭାବରେ । ମାଟି ଏବଂ କାଠ ତିଆରି ହାତୀ,ଘୋଡ଼ା ତଥା ମାଙ୍କଡ଼ ମାନଙ୍କର 3/n Image
Read 6 tweets
Aug 10, 2020
ଭାରତୀୟ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଏବଂ ତାହାର ଖାସି ହକି --

ଭାରତୀୟ ହକି ଦଳର ବହୁ ବିଶିଷ୍ଟ ଖେଳାଳୀ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରୁ ହିଁ ସୃଷ୍ଟି । ତାଙ୍କ ପାଇଁ ସାରା ଓଡିଶା ଆଜି ବିଶ୍ବ ଦରବାରରେ ପରିଚିତ ତଥା ଗର୍ବିତ । ପାହାଡ଼ ଜଙ୍ଗଲ ଘେରା ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପ୍ରସ୍ତୁତ କରିଛି ପ୍ରାୟ ୭୫ ଜଣ ଆନ୍ତର୍ଜାତୀୟ 1/n Image
ଖେଳାଳି । ଗାଁ ମାନଙ୍କରେ ସମସ୍ତଙ୍କ ଘରେ ଦେଖିବାକୁ ମିଳେ ନିଜେ ତିଆରି କରିଥିବା ହକି ଷ୍ଟିକ୍ । ଜାନୁଆରୀ ମାସ ବର୍ଷ ଆରମ୍ଭରୁ ଖେଳ ଆରମ୍ଭ ହୁଏ । ସବୁ ଗାଁ ପାଖ ପଡ଼ିଆରେ ସକାଳ ଏବଂ ସନ୍ଧ୍ୟା ସମୟରେ ଭିଡ଼ ଲାଗି ରହେ ହକି ଖେଳ ପାଇଁ । କେବଳ ଯେ ଯୁବକ ନୁହଁ ବାପା, କାକା ଏବଂ ମାମୁଁ ମଧ୍ୟ ଯୋଗ ଦିଅନ୍ତି ଏହି ହକିର ଆସରରେ । ବର୍ଷ ତମାମ 2/n Image
ଗାଁ ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ହକି ପ୍ରତିଯୋଗୀତା ସବୁ । ବିଭିନ୍ନ ଗାଁ ସବୁ ଭାଗ ନିଅନ୍ତି । ଏହି ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ହେଉଛି ଏହାର ପୁରସ୍କାର । ପୁରସ୍କାର ସ୍ବରୂପ ବିଜେତାଙ୍କୁ ପ୍ରଦାନ‌ କରାଯାଇଥାଏ ଖାସି (ବୋଦା / ଛେଳି) । ବିଜୟୀ ଦଳ ଏହାକୁ ନେଇ ଗାଁ କୁ ଫେରନ୍ତି । ଗାଁ ରେ ସ୍ବାଗତ ସମ୍ବର୍ଦ୍ଧନା ପରେ ହୋଇଥାଏ 3/n Image
Read 4 tweets
Aug 6, 2020
ପ୍ରଥମେ ମଣିଷ ରହୁଥିଲା ଜଙ୍ଗଲରେ । ପରେ ଧିରେ ଧିରେ ସୃଷ୍ଟି କଲା ଜନବସତି । ଏହା ଦ୍ବାରା ସେ ରହିବାକୁ ଲାଗିଲା ସାଙ୍ଗ ହୋଇ । ସମୟ ଆଗକୁ ବଢ଼ିଲା ଏବଂ ତା ସହିତ ତାଳ ଦେଇ ବଢ଼ିଲା ମଣିଷ । ସୃଷ୍ଟି କରିବାକୁ ଲାଗିଲି ନୃତ୍ୟ, ସଙ୍ଗୀତ ତଥା ବିବାହ ଭଳି ଅନେକ ନିୟମ ଏବଂ ଚିତ୍ତବିନୋଦନ ର ଭିନ୍ନ ଭିନ୍ନ ଉପାୟ । ପରେ ଯେତେବେଳେ ଏ ସବୁ ପାଇଁ 1/n Image
ଦରକାର ପଡ଼ିଲା ଏକ ନିର୍ଦ୍ଦିଷ୍ଟ ସ୍ଥାନ, ସେତେବେଳେ ଗାଁ ମାନଙ୍କରେ ତିଆରି ହେଲା ଗାଁ ମଣ୍ଡପ ସବୁ । ସବୁ ଦିନ ସଂଧ୍ୟା ସମୟରେ ଏହି ସ୍ଥାନ ମାନଙ୍କରେ ଅନୁଷ୍ଠିତ ହେଉଥିଲା ଗୀତା, ଭାଗବତ ପାଠ ତଥା ସଂକୀର୍ତ୍ତନ, ଦାସକାଠିଆ ର ପରିବେଷଣ । ଅନେକ ଭୁଲ ଭଟକା ଦେଖିଛି ଏବଂ ସୁଧାରିବା ପାଇଁ ସାହାଯ୍ୟ କରିଛି ଏହି ପିଠ । ମାଲି ମୋକଦ୍ଦମା ଠାରୁ 2/n
ବିଚାର ସବୁକିଛି ହେଉଥିଲା ଏହି ଛୋଟିଆ ଘରେ । ସମାଜକୁ ସୁଧାରିବା ସହିତ ନୂଆ ଦିଗଦର୍ଶନ ଦେଉଥିଲା ଏହି ଗୃହ । ଦିନ ଯାକର ସବୁ କଷ୍ଟକୁ ଲାଘବ କରିବା ସତେ ଯେମିତି ଏହାର କାମ ଥିଲା । ଆଜି ଅନେକ ଗାଁ ମାନଙ୍କରେ ନାହିଁ ସେହି ଗ୍ରାମ୍ୟ ମାହୋଲ ତଥାପି ଅନେକ ଗାଁ ବଞ୍ଚାଇ ରଖିଛନ୍ତି ନିଜ ଗାଁ ର ଏହି ସ୍ମୃତି ଐତିହ୍ୟ କୁ ।ଆଜିବି ଏହି ସ୍ଥାନ ରେ 3/n
Read 4 tweets
Jul 30, 2017
@HFWOdisha @jenapratap66 @dpradhanbjp @CMO_Odisha @Naveen_Odisha
Need ur hlp,lady fighting with life bcz gas explosion,lost father, plz. Image
@HFWOdisha @jenapratap66 @dpradhanbjp @CMO_Odisha @Naveen_Odisha Girl is in sum hospital, Bhubaneswar sir
@HFWOdisha @jenapratap66 @dpradhanbjp @CMO_Odisha @Naveen_Odisha Deepika Dash bdd no-5 3rd floor Fire and Burning Dept.,sum Hospital
Read 4 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Don't want to be a Premium member but still want to support us?

Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us!

:(