ଓଳାଶୁଣି ଗୁମ୍ଫା ଓ ବାବା ଅରକ୍ଷିତ ଦାସ
(ଓଳାଶୁଣୀ,ଯାଜପୁର)

କେନ୍ଦ୍ରପଡା, କଟକ, ଯାଜପୁର ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡ଼ରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ଵରରୁ ୮୦ କିଲୋମିଟର ଦୁରରେ ରହିଛି ଏହି ପାହାଡ଼ । Image
ଦୈତାରିରୁ ପାରାଦିପ ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ଵୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ଼ | ଏହି ଓଳାଶୁଣି ପାହାଡ଼ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ହୋଇଥିଲେ ବି ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ।
(ସନ୍ଥ_ଅରକ୍ଷିତ_ଦାସ)
ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା ବଡଖେମଣ୍ଡାର ବିଜୟନଗର ଗଡରେ ଆନୁମାନିକ ୧୭୮୦ରୁ ୧୭୮୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ । ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା, ପଦ୍ମନାଭ ଦେବ, Image
ପାଠ ପରୀକ୍ଷା କରିବା ସମୟରେ ସେ ପିତାଙ୍କୁ କହିଲେ, "ହେ ପିତା ! ମୁଁ ତ ପରମ ପାଠ ପଡୁଛି, ଅନ୍ୟପାଠ ପଡିବାର ପ୍ରୟଜନ କ'ଣ ?"

ବିଦ୍ୟାଟି ବେଦ ଯେ ବୋଲଇ । ତହିଁଁରେ ମୋର କାର୍ଯ୍ୟ ନାହିଁ ।।
ଭାବେ ଅବିଦ୍ୟା ପରମକୁ । ଭାବେ ଭରସା ମୋର ତାଙ୍କୁ ।।
#KnowOdisha
#jajpur #Olasuni
ଏହିପରି ଚିନ୍ତାରୁ ନିବୃତ କରିବାପାଇଁ ତାଙ୍କପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ଵ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତାଙ୍କରି ପ୍ରତିମାକୁ ବିଭା ହେଲେ ଧର୍ମଟି ସହିବକି ଭଲେ,
କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ, ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ, ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- Image
" କିଏ ଗୋଟେ ଅରକ୍ଷିତ ମୋ ବାଡ଼ିରୁ ପତ୍ର କାଟୁଛି " କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ, ଏଥିରେ ରାଜପୁତ୍ର ବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ " ମା' ଆଜି ପର୍ଯ୍ୟନ୍ତ ମୋ ନା' ପାଉନଥିଲି,କିନ୍ତୁ ଆଜି ତୁମ ଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି "
ଓଳାଶୁଣୀ ମେଳା
***************
ଓଳାଶୁଣୀ ମେଳା ମାଘ କୃଷ୍ଣପକ୍ଷ ଏକାଦଶୀରେ ହୋଇଥାଏ । ଏହା ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ । ସନ୍ଥ ଅରକ୍ଷିତ ଦାସଙ୍କ ଶ୍ରାଦ୍ଧ ଦିବସ ଦୁଇ ଦିନ ଧରି ପଳନ କରଯାଇଥାଏ । ଏହି ମେଳାରେ ଓଡ଼ିଶା ବାହାରୁ ମଧ୍ୟ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।
ପ୍ରଥମ ଶ୍ରାଦ୍ଧ ଦିବସରୁ ଏହା ବାର ଦିନ ପର୍ଯନ୍ତ ଲୋକଙ୍କର ସମାବେଶ ଦେଖିବାକୁ ମିଳେ ।

ପ୍ରସିଦ୍ଧ ଭୋଗ
*************
ସନ୍ଥ ଅରକ୍ଷିତ ଦାସଙ୍କର ପୋଡ଼ପିଠା ହେଉଛି ଅତି ପ୍ରିୟ । ଏହା ଛଡ଼ା ସୁଖୁଆ (ମଲାମାଛ) ଏଠାରେ ଭୋଗ କରାଯାଏ । ଅରକ୍ଷିତ ତାଙ୍କ ପୁସ୍ତକରେ ସମଗ୍ର ଜଗତକୁ ଆମିଷ ବୋଲି କହିଛନ୍ତି,
ଆମିଷକୁ ଛାଡ଼ି ଜଗତ ତିଷ୍ଠି ପାରିବ ନାହିଁ ବୋଲି ସେ ଲେଖିଛନ୍ତି-

ହେ ମନ କହୁଅଛି ମୁହିଁ । ଶରୀର‌ ଆମିଷ ଅଟଇ ।।
ରଜ ବୀର୍ଯ୍ୟ ଆମିଷ ଜାଣ । ତହିଁରୁ ସକଳ ଭିଆଣ‌ ।।
ଛପନ କୋଟି ଜୀବ ଯେତେ । ଆମିଷରୁ ଜାତ ସମସ୍ତେ ।।
ଆମିଷକୁ ଆମିଷ ଖାଇ । ଆମିଷ ଆମିଷେ ସାରଇ ।।

#KnowOdisha #jajpur #Olasuni #ଓଡିଶାକୁଜାଣନ୍ତୁ #ଓଳାଶୁଣୀ #ଯାଜପୁର

• • •

Missing some Tweet in this thread? You can try to force a refresh
 

Keep Current with 𝕾𝖚𝖇𝖍𝖆𝖐𝖆𝖓𝖙𝖆🇮🇳

𝕾𝖚𝖇𝖍𝖆𝖐𝖆𝖓𝖙𝖆🇮🇳 Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @Subha_Odisha

Dec 4
ବିରଜା ଦେବୀ ଯେତେବେଳେ ଜ୍ୟୋତିର୍ମୟୀ ମୂର୍ତ୍ତି ପରିଗ୍ରହି କରି ଯଜ୍ଞକୁଣ୍ଡରୁ ଆବିର୍ଭୂତା ହେଲେ, ତାହାଙ୍କ ମାନସରୁ ନବ ଦୁର୍ଗା, ଅଷ୍ଟ ଚଣ୍ଡୀ ଓ ଚତୁଃଷଷ୍ଟି ଯୋଗିନୀ ପ୍ରାଦୁର୍ଭୁତା ହୋଇ ଏହି କ୍ଷେତ୍ରର ସ୍ଥାନେ ସ୍ଥାନେ ବିରାଜିତା ହୋଇ ଅଛନ୍ତି ଶ୍ରୀ ସଦାଶିବଙ୍କର ଶରୀରରୁ ମଧ୍ୟ ଭୈରବ ଚତୁଷ୍ଟୟ ଜାତ ହୋଇ ଏଠାରେ କ୍ଷେତ୍ରପାଳ Image
ସ୍ୱରୂପ ବିଦ୍ୟମାନ ଅଛନ୍ତି ଭଗବାନ୍ ବିଷ୍ଣୁଙ୍କ ଶରୀରରୁ ଦ୍ୱାଦଶ ମାଧବ ଉଦ୍ଭୂତ ହୋଇ ଭିନ୍ନ ଭିନ୍ନ ଆଖ୍ୟାରେ ଏହି କ୍ଷେତ୍ରରତ୍ନକୁ ପୂତ କରି ସ୍ଥାନେ ସ୍ଥାନେ ବିରାଜମାନ ଅଛନ୍ତି ଗୋନାସିକାସମ୍ଭୁତା ବୈତରଣୀ ନଦୀ ବିରଜଃ କ୍ଷେତ୍ରର ପ୍ରଧାନ ତୀର୍ଥ ଏଠାରେ ସ୍ନାନ, ତର୍ପଣ, ଗୋଦାନାଦି କଲେ ଅଶେଷ ପୁଣ୍ୟ ହୁଏ ।
"ପ୍ରୟାଗାତ୍ ପୁଷ୍କରାତ୍ କାଶ୍ୟାଃ ସାଗରାତ୍ ସିନ୍ଧୁ ସଂଗମାତ୍ ଦ୍ରୁତଂ ବୈତାରୟେ ଦ୍ଜନ୍ତୂଂସ୍ତସ୍ମାଦୈତରଣୀ ମତା" ଏତଦ୍ୱ୍ୟତୀତ ବିରଜଃ କ୍ଷେତ୍ରରେ ଆଉ ୬୮: ଗୋଟି ପ୍ରସିଦ୍ଧ ତୀର୍ଥ ଅଛନ୍ତି ବିରଜା ଦେବୀଙ୍କର ମନ୍ଦିରର ପ୍ରାକାର ମଧ୍ୟରେ 'ଗୟାନାଭି' ତୀର୍ଥ ଅବସ୍ଥିତ ଏହି ତୀର୍ଥରେ ପ୍ରତି ବର୍ଷ ନାନାଦିଗ୍ଦେଶାଗତ ସହସ୍ର ସହସ୍ର ଯାତ୍ରୀ ପିତୃ
Read 27 tweets
Dec 3
ଓଡ଼ିଶାର ଦକ୍ଷିଣରେ ଅବସ୍ଥିତ ଯାଜପୁରଠାରେ ସପ୍ତମାତୃକା ମନ୍ଦିର ଅବ଼ସ୍ଥିତ । ଏହି ମନ୍ଦିରରେ ପୁରାଣ ବର୍ଣ୍ଣିତ ହିନ୍ଦୁ ଦେବୀ ସପ୍ତମାତୃକା ପୂଜା ପାଆନ୍ତି ।
ପୌରାଣିକ ତଥ୍ୟରୁ ଏହା ଜଣାଯାଏ ଯେ ଶୁମ୍ଭ ଓ ନିଶୁମ୍ଭର ନିଧନ ବେଳେ ଦେବୀ ଦୁର୍ଗାଙ୍କଠାରୁ ସୃଷ୍ଟି ହୋଇଛନ୍ତି ଦେବୀ ସପ୍ତମାତୃକା ।
ସପ୍ତ ମାତୃକା ବାସ୍ତବରେ ନିର୍ଦ୍ଦିଷ୍ତ ଦେବତାଙ୍କର ମାତୃରୂପ । ଏହି ସପ୍ତମାତୃକା ହେଲେ; ଚାମୁଣ୍ଡା, ବାରାହୀ, ଇନ୍ଦ୍ରାଣୀ, ବୈଷ୍ଣବୀ, ବ୍ରହ୍ମୀ, କୌମାରୀ, ମାହେଶ୍ୱରୀ, ନରସିଂହୀ । ଦେବୀ ଚାମୁଣ୍ଡା ପ୍ରେତାସନା । ତାଙ୍କ ପାଦ ତଳେ ଗୋଟିଏ ପ୍ରେତ ବିଦ୍ୟମାନ । ଏହି ଦେବୀ ଚଣ୍ଡ ଓ ମୁଣ୍ଡକୁ ବଧ କରିଥିବାରୁ ତାଙ୍କର ନାମ ଚାମୁଣ୍ଡା ।
ତା’ପରେ ବିଦ୍ୟମାନ ଅଛନ୍ତି ଦେବୀ ବରାହୀ । ଏହି ଦେବୀ ରକ୍ତବୀର୍ଯ୍ୟ ବଧ ସମୟରେ ଦୁର୍ଗାଙ୍କ ଶରୀରରୁ ଆବିର୍ଭାବ ହୋଇଥିଲେ । ଏହି ଦେବୀ ମଇଁଷି ବାହିନୀ । ତାଙ୍କ ପାଦ ତଳେ ମଇଁଷି ରହିଛି । ତାଙ୍କ ପାର୍ଶ୍ୱରେ ବିଦ୍ୟମାନ ଥିବା ଦେବୀଙ୍କ ନାମ ଇନ୍ଦ୍ରାଣୀ ଶକ୍ତି ।
Read 6 tweets
Dec 3
ବଳରାମପୁର ଗଡ଼ , ଧର୍ମଶାଳା , ଯାଜପୁର

ଗଡ଼ଜାତ ପ୍ରଥା ଆଜି ନାହିଁ ସତ ହେଲେ ଲୋକ ମାନସରେ ଆଜି ବି ରଜା ସର୍ବମାନ୍ୟ ପୂଜ୍ୟ ଥାଇ ମାଟି ମା'ର ଅସରନ୍ତି କୃପା ସାଙ୍ଗକୁ ପ୍ରାକୃତିକ ଶୋଭା ବିରାଜିତ ଏକ ପୁରାତନ ତଥା ଆଦର୍ଶ ଗ୍ରାମ ସହିତ ଏକ ଅପୂର୍ବ ସନାତନି ସଂସ୍କୃତି ଓ ପରମ୍ପରା ର ସ୍ଥିତି ବଜାୟ ରଖିଥିବା ସଭିଙ୍କ ଆଦର୍ଶ ImageImageImage
ସମ୍ପୂର୍ଣ୍ଣ ଏକ ପାରିବାରିକ ମତେ ଭ୍ରମଣ ଉପଯୋଗୀ ସହିତ ଝରଣା ପାହାଡ଼ ଚଢେଇ ର ରାବ ଓ ଉଚ୍ଚ ପଥରରୁ ନୀଚ କୁ ଖସି ଆସୁ ଝରଣା ପାଣିର ଉନ୍ମାଦନା କୁ ସାଉଁଟି ପାରିବାର ଅନେକ ସୁଯୋଗ ଅଛି ଏହି ଆମ ଐତିହାସିକ ଗ୍ରାମ #ବଲରାମପୁର ଗଡ଼ ରେ .... ImageImageImage
ଏହି ସ୍ଥାନଟି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତରେ ଅବସ୍ଥିତ, ଯାହାକି ଚଣ୍ଡିଖୋଲ ଛକ ଠାରୁ ୨୫ କି. ମି ଦୂରରେ ଅବସ୍ଥିତ ଓ ଡୁବୁରି ଠାରୁ ୧୪ କି.ମି ଦୂରରେ ଅବସ୍ଥିତ । କନ୍ତପଡ଼ା ଛକ ନିକଟରୁ ମାତ୍ର ୨ କି.ମି ଦୂରରେ ଏ ଐତିହାସିକ ବଳରାମପୁର ଗଡ ଗ୍ରାମଟି ଅବସ୍ଥିତ । ImageImageImageImage
Read 5 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Don't want to be a Premium member but still want to support us?

Make a small donation by buying us coffee ($5) or help with server cost ($10)

Donate via Paypal

Or Donate anonymously using crypto!

Ethereum

0xfe58350B80634f60Fa6Dc149a72b4DFbc17D341E copy

Bitcoin

3ATGMxNzCUFzxpMCHL5sWSt4DVtS8UqXpi copy

Thank you for your support!

Follow Us on Twitter!

:(