Discover and read the best of Twitter Threads about #ଆଡକିଆ

Most recents (1)

#ଆଡକିଆ(ଲକ୍ଷ୍ମୀନୃସିଂହ ବେଶ)🙏🌹

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଆଡ଼କିଆ ବା ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଉକ୍ତ ଦିନ ଠାକୁରମାନଙ୍କ ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥାଏ ।
ଠାକୁରଙ୍କ ଶ୍ରୀମସ୍ତକରେ ଭଣ୍ଡା ଚୂଳ, ସ୍ୱର୍ଣ୍ଣ କିଆ, ଫଳି ପ୍ରଭୃତି ଲାଗି
ହୋଇ ଏହି ବେଶ କରାଯାଏ । ସାଧାରଣତଃ ପଞ୍ଚକରେ ଅନୁଷ୍ଠିତ ବେଶମାନଙ୍କରେ ସୂତାବସ୍ତ୍ରରେ କେତେକ ବଳା ପୁଷ୍ପାଳକ ସେବକମାନେ ବ୍ୟବହୃତ କରିଥାନ୍ତି । ଏଥିରେ ବିଭିନ୍ନ ପ୍ରକାର ସୁବର୍ଣ୍ଣ ମାଳି, ଶଙ୍ଖ, ଚକ୍ର, ହଳ, ମୂଷଳ, ଶ୍ରୀଭୁଜ, ଶ୍ରୀପୟର ମଧ୍ୟ ବ୍ୟବହୃତ ହୋଇଥାଏ ।
ବିଶେଷ କରି
ଶୋଲ, ଜରି ଓ ରଙ୍ଗ ଲଗାଯାଇ ବହୁତ ଗୁଡିଏ ଫୁଲ ଶ୍ରୀମସ୍ତକରେ ସଜା ହୋଇଥାଏ । ଏହି ଡାଳିରେ ମଝିରେ ମଝିରେ ଠିଆ ପାଖୁଡା ଆକୃତିର ସ୍ୱର୍ଣ୍ଣକିଆ (ଠିଆ କିଆ) ଖଞ୍ଜା ଯାଇଥାଏ । ଗୋପାଳବଲ୍ଲଭ,ବାଳଭୋଗ ଓ ସକାଳଧୂପ ପର୍ଯ୍ୟନ୍ତ ଏହି ବେଶ ରହିଥାଏ।
Read 5 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!