Discover and read the best of Twitter Threads about #ପେଟ

Most recents (1)

ନିଜସ୍ୱ ମତାମତ:

ନିୟତୀର ନ୍ୟାୟରେ କ୍ରୀଡନକ ମଣିଷ ଜାତି ଆଜି ଭୟଭିତ, ଆତଙ୍କିତ ଆଉ ଭବିଷ୍ୟତକୁ ନେଇ ସନ୍ଦିହାନ ମଧ୍ୟ। କାହିଁକି ନ ହେବ, ଅଜଣା #ମହାମାରୀ କୁ ଅଙ୍ଗେ ନିଭେଇବା କ'ଣ ଏକ ସାଧାରଣ ପରିସ୍ଥିତି କି? ଅବଶ୍ୟ ଏଇ ଘଡିସନ୍ଧି ମୁହୁର୍ତ୍ତରେ ଆମ ପାଇଁ ଅଣ୍ଟା ଭିଡିଛନ୍ତି ଅନେକ #ଯୋଦ୍ଧା, #କରୋନା_ଯୋଦ୍ଧା। (1/n)
ନିଜ କର୍ମକୁ ଭଗବାନ ମାନିନେଇ, ଲୋକଙ୍କ ପାଇଁ ଅଜାଣତରେ ସାଜିଛନ୍ତି ନିଜେ ଜଣେ ଜଣେ ପ୍ରତ୍ୟେକ୍ଷ ଈଶ୍ବର। ହଁ ସେମାନେ ତ ନିଶ୍ଚୟ ଜିତିବେ; ଏ ଯୁଦ୍ଧରେ; ସେମାନଙ୍କ ପାଇଁ, ଆମ ପାଇଁ, ଆମ ସମସ୍ତଙ୍କ ପାଇଁ। କେବଳ ଟିକିଏ #ସହଯୋଗ, #ସହାନୁଭୂତି ଆଉ #ଯତ୍ନଶୀଳତା ଲୋଡା।
ଏ ସମୟର କଟାକ୍ଷ ଯେତେ ଯନ୍ତ୍ରଣା ଦେଉନା କାହିଁକି, (2/n) ...
...ଏ ହାହାକାରର ପୃଷ୍ଠାକୁ ଓଲଟାଇ ଆମେ ନିଶ୍ଚୟ ଜୀବନରେ ଏକ ନୂଆ ଫର୍ଦ୍ଧ ଯୋଡିଦେବା! ନୂଆ ସକାଳ ଆସିବ, ନୂଆ ସୂର୍ଯ୍ୟ ପୁଣି ଉଇଁବ, ଉଜ୍ଜଳ ଭରିଦେବ ଆମ ଏଇ ସବୁଜ ସୁନ୍ଦର ଧରାରେ; ଟିକିଏ #ଧର୍ଯ୍ୟ, ଟିକିଏ #ପ୍ରତ୍ୟୟ!
ସଙ୍କଟକୁ ପରାସ୍ତ କରିବାପାଇଁ #ସରକାର ନିହାତି କର୍ମଶୀଳ, ସୁପ୍ତ ନୁହେଁ। (3/n)
Read 15 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!