Discover and read the best of Twitter Threads about #ଭାରତ

Most recents (2)

ବିବାହର ପାଞ୍ଚ ମାସ ପରେ ଗାନ୍ଧିଜୀଙ୍କ ଆହ୍ବାନ ଆସିଲା #ଭାରତ #ଛାଡ଼ ! ଏଭଳି କାର୍ଯ୍ୟକ୍ରମରେ ବିବାହ , ସାମାଜିକ ବ୍ୟବସ୍ଥା କ'ଣ ପ୍ରତିବନ୍ଧକ ସାଜି ପାରେ ? ସ୍ଵାମୀ ସ୍ତ୍ରୀ ଦୁହେଁ ରେମୁଣା ଛାଡ଼ି ଚାଲି ଆସିଲେ ବାଲେଶ୍ଵର , ଆନ୍ଦୋଳନରେ ଯୋଗ ଦେବା ପାଇଁ ।
ଆରମ୍ଭ ହେଲା ସତ୍ୟାଗ୍ରହ , ପଦଯାତ୍ରା , ସଭା , ସ୍ଵାଧୀନତା ହାସଲ ସକାଶେ ଜନ ଜାଗରଣ ।‌ଗିରଫ ହେଲେ ଦୁହେଁ । ଅନ୍ନପୂର୍ଣ୍ଣା ମହାରଣା ସ୍ଥାନାନ୍ତରିତ ହେଲେ କଟକ ଜେଲ୍ । ଦୀର୍ଘ ଏକ ବର୍ଷ ଏଗାର ମାସ ପରେ ଶେଷ ହେଲା ଜେଲ୍ ରହଣି । ହେଲେ ଦେଶ ସ୍ବାଧୀନତା ପାଇଁ ଯିଏ ଆଗରୁ ଶପଥ ନେଇଛନ୍ତି , ସେ କ'ଣ ତୁନି ହୋଇ ବସି ପାରିବେ ?
କଟକ ଜେଲରୁ ମୁକ୍ତ ହେବା ମାତ୍ରେ ଇଂରେଜ ସରକାର ନିଷେଧାଦେଶ ଜାରି କରିଦେଲେ , ଯାଜପୁର ଅଞ୍ଚଳକୁ ନ ଯିବା ପାଇଁ । ସଂଗ୍ରାମୀ ତ ଦେଶ ମାତୃକାର ସେବା କରିବା ପାଇଁ ଜନ୍ମିତ !
Read 4 tweets
ମନଦେଇ ପଢନ୍ତୁ #VeerSavarkar କିଏ ଓ କଣ ପାଇଁ ପ୍ରସିଦ୍ଧ ?
ବୀର ସାବରକର ଯାହାଙ୍କୁ ଆଜି ବାମପନ୍ଥୀ ନିନ୍ଦୁଛନ୍ତି ଆଉ କାହିଁକି ?
ଏ ୨୫ ଟା କଥା ପଢିଲା ପରେ ଆପଣଙ୍କ ଛାତି ଚଉଡା ହେଇଯିବ ।
ଏହାକୁ ପଢିବା ବିନା ଆଜାଦି ଜ୍ଞାନ ଅଧୁରା ଅଟେ ।
ଆସନ୍ତୁ ଜାଣିବା ଏମିତି ଏକ ମହାନ କ୍ରାନ୍ତିକାରୀଙ୍କ ବିଷୟରେ ଯାହାଙ୍କର ନାମ ଇତିହାସ ପୃଷ୍ଠାରୁ ଲିଭାଇ ଦିଆ ଯାଇଛି ।
ଯିଏ ବ୍ରିଟିଶ ଶାସନ ଦ୍ୱାରା ଏତେ ଯନ୍ତ୍ରଣା ଭୋଗ କରିଛନ୍ତି ଯେ ତାଙ୍କ ବିଷୟରେ ଶୁଣିଲା ପରେ ଏହି ଦେଶର କୋଟିଏ ଭାରତ ମାଆ ର ଡରୁଆ ପୁତ୍ର ମାନଙ୍କ ଲୋମ ଟାଙ୍କୁରି ଉଠିବ ।
ଯାହାଙ୍କର ନାମ ନେବା ମାତ୍ରେ ଆଜିବି ଆମ ଦେଶର ରାଜନେତା ଭୟଭୀତ ହେଉଛନ୍ତି କାରଣ ସେ ମାଆ ଭାରତୀ ଙ୍କ ନିସ୍ୱାର୍ଥ ସେବା କରିଥିଲେ, ସେ ହେଉଛନ୍ତି...
ଆମର ବିନାୟକ ଦାମୋଦର ସାବରକର ।
Read 29 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!