Discover and read the best of Twitter Threads about #ଶ୍ରୀ

Most recents (1)

#ମହାପ୍ରଭୁ #ଶ୍ରୀ #ଜଗନ୍ନାଥ#ହିଙ୍ଗୁଳା #ପୀଠ🌹🙏
କଥିତ ଅଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଭୋଗ ସମ୍ଭାରର ଆୟୋଜନ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦର୍ଭ ରାଜା ନଳଙ୍କ ଦ୍ୱାରା ମା ’ ହିଙ୍ଗୁଳାଙ୍କୁ ଶ୍ରୀକ୍ଷେତ୍ରକୁ ଆଣୁଥିବାବେଳେ ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ ଗୋପାଳ ପ୍ରସାଦସ୍ଥିତ ବର୍ତ୍ତମାନ ହିଙ୍ଗୁଳା ପୀଠଠାରେ
ମା ’ ଅଗ୍ନି ଅନ୍ତର୍ଦ୍ଧାନ ହେଲେ । ପରେ ନଳରାଜାଙ୍କୁ ଜଣାଇଲେ ଯେ ସିଂହଦା ନଦୀ କୂଳ ଏହି ସ୍ଥାନଟି ମୋର ପ୍ରିୟ ହୋଇଥିବାରୁ ଏଠାରେ ପୀଠଟିଏ ହିଙ୍ଗୁଳା ନାମରେ କରାଯାଉ । ତାହା ହିଁ ହେଲା । ଅଗ୍ନିରୂପା ମା ’ ହିଙ୍ଗୁଳା ସେହି ପୀଠରେ ପୂଜିତା ହେଲେ । ଦେବୀଙ୍କ ପ୍ରତୀକ ସ୍ଵରୂପ ‘ ଆଲମ ବା ଝଣ୍ଡା ହିଁ ପୂଜା ପାଆନ୍ତି ।
ଠାକୁରାଣୀଙ୍କ ପୂଜକ ଦେହୁରୀ ତାଙ୍କର ଅତି ଆପଣାର । ମା ’ ହିଙ୍ଗୁଳାଙ୍କ ପୂଜା ଶାବର ମତରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ଆଦିବାସୀ ସଂସ୍କୃତିର ପୂଜା ବୋଲି କୁହାଯାଇପାରେ । କେଉଁ ଆବହମାନ କାଳରୁ ସେ ପୂଜା ପାଇ ଆସୁଛନ୍ତି ।
Read 11 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!