Discover and read the best of Twitter Threads about #Gopalakrusna_Jayanti

Most recents (1)

ଜୀବ ଯିବାକୁ ହୋଇଲା ସଜ
ମନରେ ରାଧା ଗୋବିନ୍ଦ ଭଜ।।

#Gopalakrusna_Jayanti
Homage to Great Poet of odisha. Kabi Kalahansa Gopalkrushna Pattanayak on his on his 238th birthday. .
1/n
ସଙ୍ଗିନୀ ରେ ରାସରଙ୍ଗିନୀ ରେ, ଉଠିଲୁ ଏଡ଼େ ବେଗି କାହିଁକି, ଶ୍ୟାମ କୁ ଜୁହାର ,କଦମ୍ବ ବନେ ବଂଶୀ, Image
ଭଳି ସହସ୍ର ଓଡ଼ିଶୀ ଗୀତ ର ରଚୟିତା ଙ୍କୁ ଭକ୍ତିପୂତ ନମନ ।
The lyrics of GOPALKRUSHNA invoked in the sprit of bhakti and love among all odia heart.
The chanda,chaupadi ,koili &chautishaof poet are wellknown for "Radha-krishna's divine love".
2/n Image
୧୭୮୪ ମସିହା ଆଷାଢ଼ ଶୁକ୍ଳ ପ୍ରତିପଦା ତିଥିରେ ପିତା ବନବାସୀ ପଟ୍ଟନାୟକ ଓ ମାତା ଲଲିତା ଦେବୀ ଙ୍କ ଔରସରୁ ପାରଳାର କରଣ ସାହିସ୍ଥ ବାସଭବନ ରେ ଜନ୍ମଗ୍ରହଣ କରିଥିଲେ କବି ଗୋପାଳକୃଷ୍ଣ। ଅଷ୍ଟାଦଶ ଶତାବ୍ଦୀରେ ରିତିଯୁଗୀୟ ସାହିତ୍ୟକୁ ରିଦ୍ଧିମନ୍ତ କରିବାରେ ଯେଉଁ କେତେଜଣ ଯୋଗଜନ୍ମା ଧରାବତରଣ କରିଥିଲେ, ସେଥିରେ କବି ଗୋପାଳକୃଷ୍ଣ ଅନ୍ୟତମ
3/n Image
Read 4 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!