Discover and read the best of Twitter Threads about #UdraPrakruta_Sambalpuri

Most recents (1)

Dialect of Western Odisha
#Sambalpuri
#Thread
#ସମ୍ବଲପୁରୀଦିନ୍
ସମ୍ବଲପୁରୀ ଭାଷା ର ଅସ୍ତିତ୍ୱ ଓ ମାଧୁର୍ଯ୍ୟ::
--------------//---ଜୁହାର----//----------
ଓଡିଆ ଯେ କେବଳ ଉପକୂଳ ଅଞ୍ଚଳ ରେ ବୋଲା ଯାଉଥିବା ଭାଷା କୁ ହିଁ କୁହାଯାଏ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହଁ। ତେବେ ପ୍ରାଦେଶିକ ଓଡ଼ିଆ ର ପ୍ରାଚୀନତା କୁ ଆମେ ହୁଏତ Image
ଅଣଦେଖା କରିଅଛୁ। ଅଥବା ସେ ସମ୍ୱନ୍ଧ ରେ ଅଜ୍ଞାନ ବଶବର୍ତ୍ତୀ। ଓଡିଶା ର ଉପକୂଳ ଅଞ୍ଚଳରେ ଅନ୍ୟାନ୍ୟ ପ୍ରଦେଶ ରୁ ଆଗତ ଆର୍ଯ୍ୟ ଓ ଦ୍ରାବିଡ଼ ମାନଙ୍କର ସହଚର୍ଯ୍ୟ ରେ ସେମାନଙ୍କ ଭାଷା ରେ ଯେପରି ଦ୍ରୁତ ପରିବର୍ତ୍ତନ ଦେଖା ଯାଇଛି । ତାହା ସୁନ୍ଦର ବନାନୀ ଘେରା ପଶ୍ଚିମାଞ୍ଚଳ ରେ ସେ ଗତି ରେ ଦେଖା ଯାଇନାହିଁ। ଅର୍ଥାତ ,
ପଶ୍ଚିମ ଓଡ଼ିଶାର ଭାଷା ପ୍ରାଚୀନ ଉଡ୍ର ଭାଷା ର ଶତକଡା ୭୦ ଭାଗ ଅପରିବର୍ତ୍ତିତ ରୂପ। ତା ମାନେ ପଶ୍ଚିମ ଓଡିଶାର ଭାଷା ହିଁ ଆମ ଓଡ଼ିଆ ର ପ୍ରାଚୀନ ରୂପ।
#ଉଡ୍ରଭାଷା
#ପଶ୍ଚିମାଞ୍ଚଳ_ଲୋକଭାଷା
#UdraPrakruta_Sambalpuri
Read 33 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!