Discover and read the best of Twitter Threads about #ଶୁଆନୁବାଦ

Most recents (4)

ପ୍ରଭୁ ଜଗନ୍ନାଥଙ୍କ #ନାଗାର୍ଜୁନ ବେଶ ର ରୀତିନୀତି ରାତ୍ର ୨ ଟାରୁ ଆରମ୍ଭ ହେବ।
Rituals of #NagarjunaBesha of Lord Jagannath to begin at 2 am.

#ଶୁଆଅନୁବାଦ.
@mte2o ବଡ଼ ଠାକୁର ବଳଭଦ୍ର ଏବଂ ମହାପ୍ରଭୁ ଜଗନ୍ନାଥଙ୍କ #ନାଗାର୍ଜୁନବେଶ ସାଜସଜ୍ଜା ପୁରୀ ଶ୍ରୀମନ୍ଦିରରେ ଆରମ୍ଭ।
#NagarjunaBesha decoration of Bada Thakura Balabhadra & Mahaprabhu Jagannath begins at Puri Srimandir.

#ଶୁଆଅନୁବାଦ.
@mte2o ଭଗବାନ ଜଗନ୍ନାଥଙ୍କ #ନାଗାର୍ଜୁନବେଶ ର ପଟ୍ଟଚିତ୍ରା ଗୁଡ଼ିକୁ ଅନ୍ତିମ ସ୍ପର୍ଶ ଦେଉଥିବା କଳାକାରମାନେ।
Artists putting final touches to the pattachitras of Lord Jagannath's #NagarjunaBesha.

#ଶୁଆଅନୁବାଦ.
Read 30 tweets
Beautiful piece by @timleberecht; so apt for the times.

A bit misleading headline, though. My suggestion: Why losing (and not just failing) matters...

Maybe, the headline is just to 'win' against many other such articles that vie for our attention

journalofbeautifulbusiness.com/the-end-of-win…
Beautiful piece by @timleberecht; so apt for the times.

ଖୁବ ସୁନ୍ଦର ଲେଖା @timleberecht ଙ୍କ ଦ୍ୱାରା; ଖୁବ ଯୁଗୋପଯୋଗୀ

#ଶୁଆନୁବାଦ

@mte2o
A bit misleading headline, though. My suggestion: Why losing (and not just failing) matters...

ଯଦିଓ ସାମାନ୍ୟ ବିଭ୍ରାନ୍ତିକର ଶୀର୍ଷକ। ମୋ ପ୍ରସ୍ତାବିତ (ଶୀର୍ଷକ): ପରାଜୟ(କେବଳ ବିଫଳତା ନୁହେଁ) କାହିଁକି ଗୁରୁତ୍ତ୍ୱପୂର୍ଣ୍ଣ

#ଶୁଆନୁବାଦ

@mte2o
Read 3 tweets
In a time of crisis, men of goodwill and generosity should be able to unite regardless of party or politics.
- John F. Kennedy

ସଙ୍କଟ ସମୟରେ ସଦିଛାପୂର୍ଣ୍ଣ ଓ ବଦାନ୍ୟ ବ୍ୟକ୍ତିମାନେ ରାଜନୀତି ଓ ଦଳ ପାର୍ଥକ୍ୟ ସତ୍ତ୍ଵେ ଏକଜୁଟ ହେଇ ପାରିବେ
- ଜନ ଏଫ କେନେଡି

#ଶୁଆନୁବାଦ

#କରୋନାବିଶେଷ

@mte2o
In a day, when you don't come across any problems - you can be sure that you are travelling in a wrong path.
- Swami Vivekananda

ଯେତେବେଳେ ତୁମେ କୌଣସି ସମସ୍ୟାର ସମ୍ମୁଖୀନ ହେବନି - ତୁମେ ନିଶ୍ଚିତ ହେଇଯିବ ଯେ ତୁମେ ଭୁଲ ରାସ୍ତାରେ ଯାଉଛ
- ସ୍ଵାମୀ ବିବେକାନନ୍ଦ

#ଶୁଆନୁବାଦ

#କରୋନାବିଶେଷ

@mte2o
@mte2o I'm not a very good American because I like to form my own opinions.
- George Carlin

ମୁଁ ଜଣେ ଭଲ ଆମେରିକୀୟ ନୁହେଁ କାରଣ ମୁଁ ମୋର ନିଜସ୍ଵ ମତ ପୋଷଣ କରିବାକୁ ପସନ୍ଦ କରେ
- ଜର୍ଜ କାର୍ଲିନ

#ଶୁଆନୁବାଦ

#କରୋନାବିଶେଷ

@mte2o
Read 7 tweets
I'm going to tie (all) Odia proverbs in a thread by this #ଓଡ଼ିଆଢଗଢମାଳି hastag, in both English and Odia.
This would be part.

#ଓଡ଼ିଆଢଗଢମାଳି ହାଜଟ୍ୟାଗରେ ମୁଁ ଓଡ଼ିଆର (ସବୁ) ଢଗକୁ ଗୋଟିଏ ସୁତାରେ ଗୁନ୍ଥିବାକୁ ଯାଉଛି, ଉଭୟ ଇଂରାଜୀ ଓ ଓଡ଼ିଆରେ।

#ଶୁଆନୁବାଦ #ଶୁଆe2o @mte2o
@mte2o 1. Habit is the second nature.
୧. ଢ଼ିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟିବ।

2. To make a mountain of a mole hill.
୨. ତିଳକୁ ତାଳ କରିବା।

3. Morning shows the day.
୩. ତୁଳସୀ ଦୁଇପତ୍ରରୁ ବାସେ।

4. To carry coal to Newcastle.
୪. ତେଲିଆ ମୁଣ୍ଡରେ ତେଲ।

#ଶୁଆନୁବାଦ #ଶୁଆe2o @mte2o
@mte2o 5. Nearest the church farthest from heaven.
୫. ଦୀପତଳ ଅନ୍ଧାର।

6. Blue are the hills that are far from us.
୬. ଦୁର ପର୍ବତ ସୁନ୍ଦର।

7. Coustom vary from country to country.
୭. ଦେଶକେ ଫାଙ୍କ ନଦୀକେ ବାଙ୍କ।

8. After clouds come fair weather.
୮. ଦୁଃଖ ପରେ ସୁଖ ଆସେ।

#ଶୁଆନୁବାଦ #ଶୁଆe2o @mte2o
Read 18 tweets

Related hashtags

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!