ଗାଁ ଡାକ୍ତର👨‍⚕️💉💊 Profile picture
#ଡାକ୍ତର #ଓଡ଼ିଆ #ବାଲେଶ୍ୱରିଆ #ହିନ୍ଦୁ #ଖୁସମିଜାଜୀ #ଆପଣଙ୍କ_ବନ୍ଧୁ #ଝଗଡା_କରନ୍ତୁନି #ଶାଳୀନତା_ରଖନ୍ତୁ #ହସ_ବାଣ୍ଟନ୍ତୁ #ଜୟଜଗନ୍ନାଥ🙏 एको अहं,द्वितीयो नास्ति,न भूतो न भविष्यति

Jul 26, 2022, 7 tweets

ମଙ୍କିପକ୍ସ୍ (#MonekyPox )

ବର୍ତ୍ତମାନ ମଙ୍କିପକ୍ସ୍ ରୋଗଟି ଆଫ୍ରିକା ମହାଦେଶରୁ ବାହାରି ସାରା ବିଶ୍ୱରେ ବ୍ୟାପିବାକୁ ଲାଗିଲାଣି । ଆମ ଭାରତରେ ମଧ୍ୟ କେତେଟା କେସ୍ ଦେଖାଗଲାଣି । ଏହା ଏକ ଭୂତାଣୁଜନିତ ରୋଗ । ଉପଯୁକ୍ତ ସତର୍କତା ଏବଂ ଚିକିତ୍ସା ଦ୍ୱାରା ଏହାର ନିରାକରଣ କରାଯାଇ ପାରିବ ।

ଚାଲନ୍ତୁ,ଆଜି ଏଇ ରୋଗ ବିଷୟରେ କିଛି ଜାଣିବା ।

ମଙ୍କିପକ୍ସ୍ ରୋଗର ଲକ୍ଷଣମାନ -

ମଙ୍କିପକ୍ସ୍ ରୋଗର ଜଟିଳତା (Complications) -

ମଙ୍କିପକ୍ସ୍ ରୋଗ ବ୍ୟାପିବାର ମାଧ୍ୟମ (Routes of Transmission) -

ମଙ୍କିପକ୍ସ୍ ସଂକ୍ରମଣ ରୋକିବାର ଉପାୟ (Different steps for Prevention of Spread) -

ସଂକ୍ରମିତ ବ୍ୟକ୍ତି ଆଖପାଖରେ ଥିଲେ କଣ କରିବେ ଏବଂ କଣ ନ କରିବେ -

ଚାଲନ୍ତୁ , ସଭିଏଁ ସତର୍କ ହେବା, ସଭିଏଁ ମିଶି ଲଢ଼ିବା।

Sources - Internet/Twitter.

Welcoming @drdeepak81 @parija_d @drhimadribal bhai for correction of mistakes and further inputs/advices. 🙏😊

Share this Scrolly Tale with your friends.

A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.

Keep scrolling