ମଙ୍କିପକ୍ସ୍ (#MonekyPox )
ବର୍ତ୍ତମାନ ମଙ୍କିପକ୍ସ୍ ରୋଗଟି ଆଫ୍ରିକା ମହାଦେଶରୁ ବାହାରି ସାରା ବିଶ୍ୱରେ ବ୍ୟାପିବାକୁ ଲାଗିଲାଣି । ଆମ ଭାରତରେ ମଧ୍ୟ କେତେଟା କେସ୍ ଦେଖାଗଲାଣି । ଏହା ଏକ ଭୂତାଣୁଜନିତ ରୋଗ । ଉପଯୁକ୍ତ ସତର୍କତା ଏବଂ ଚିକିତ୍ସା ଦ୍ୱାରା ଏହାର ନିରାକରଣ କରାଯାଇ ପାରିବ ।
ଚାଲନ୍ତୁ,ଆଜି ଏଇ ରୋଗ ବିଷୟରେ କିଛି ଜାଣିବା ।
ମଙ୍କିପକ୍ସ୍ ରୋଗର ଲକ୍ଷଣମାନ -
ମଙ୍କିପକ୍ସ୍ ରୋଗର ଜଟିଳତା (Complications) -
ମଙ୍କିପକ୍ସ୍ ରୋଗ ବ୍ୟାପିବାର ମାଧ୍ୟମ (Routes of Transmission) -
ମଙ୍କିପକ୍ସ୍ ସଂକ୍ରମଣ ରୋକିବାର ଉପାୟ (Different steps for Prevention of Spread) -
ସଂକ୍ରମିତ ବ୍ୟକ୍ତି ଆଖପାଖରେ ଥିଲେ କଣ କରିବେ ଏବଂ କଣ ନ କରିବେ -
ଚାଲନ୍ତୁ , ସଭିଏଁ ସତର୍କ ହେବା, ସଭିଏଁ ମିଶି ଲଢ଼ିବା।
Sources - Internet/Twitter.
Welcoming @drdeepak81 @parija_d @drhimadribal bhai for correction of mistakes and further inputs/advices. 🙏😊
Share this Scrolly Tale with your friends.
A Scrolly Tale is a new way to read Twitter threads with a more visually immersive experience.
Discover more beautiful Scrolly Tales like this.