ଗାଁ ଡାକ୍ତର👨‍⚕️💉💊 Profile picture
#ଡାକ୍ତର #ଓଡ଼ିଆ #ବାଲେଶ୍ୱରିଆ #ହିନ୍ଦୁ #ଖୁସମିଜାଜୀ #ଆପଣଙ୍କ_ବନ୍ଧୁ #ଝଗଡା_କରନ୍ତୁନି #ଶାଳୀନତା_ରଖନ୍ତୁ #ହସ_ବାଣ୍ଟନ୍ତୁ #ଜୟଜଗନ୍ନାଥ🙏 एको अहं,द्वितीयो नास्ति,न भूतो न भविष्यति
Jul 26, 2022 7 tweets 3 min read
ମଙ୍କିପକ୍ସ୍ (#MonekyPox )

ବର୍ତ୍ତମାନ ମଙ୍କିପକ୍ସ୍ ରୋଗଟି ଆଫ୍ରିକା ମହାଦେଶରୁ ବାହାରି ସାରା ବିଶ୍ୱରେ ବ୍ୟାପିବାକୁ ଲାଗିଲାଣି । ଆମ ଭାରତରେ ମଧ୍ୟ କେତେଟା କେସ୍ ଦେଖାଗଲାଣି । ଏହା ଏକ ଭୂତାଣୁଜନିତ ରୋଗ । ଉପଯୁକ୍ତ ସତର୍କତା ଏବଂ ଚିକିତ୍ସା ଦ୍ୱାରା ଏହାର ନିରାକରଣ କରାଯାଇ ପାରିବ ।

ଚାଲନ୍ତୁ,ଆଜି ଏଇ ରୋଗ ବିଷୟରେ କିଛି ଜାଣିବା । ମଙ୍କିପକ୍ସ୍ ରୋଗର ଲକ୍ଷଣମାନ -