#Utkaladibasa
#Utkaladibasa #BandeUtkalaJanani
#Utkaladibasa #BandeUtkalaJanani
#Utkaladibasa
#Utkaladibasa #BandeUtkalaJanani
#UtkalaDibasa
୧୭ ଶହ ଶତାବ୍ଦୀରେ ଷଢ଼େଇକଳାରେ ଜନ୍ମିତ ନୃସିଂହ କବି ଆଷାଢ଼ ମାହାତ୍ମ୍ୟ ଓ ବୈଶାଖ ମାହାତ୍ମ୍ୟ ରଚନା କରିଥିଲେ।
ମହେଶ୍ଵର କବିଙ୍କ ରଚିତ ବହୁ ଚଉତିଶା ଓ କୀର୍ତ୍ତିସାର କାବ୍ୟ ଓଡ଼ିଶାର କାବ୍ୟ ଜଗତରେ ଆଦୃତି ଲାଭ କରିଥିଲା।
#Utkaladibasa
ଊନ୍ନବିଂଶ ଶତାବ୍ଦୀରେ ଶେଷ ପାଦରେ ପ୍ରକାଶ ପାଇଥିଲା ନିତ୍ୟାନନ୍ଦ କବିଙ୍କ ରଚିତ "ଦମୟନ୍ତୀ" ନାଟକ ଓ "ଭ୍ରଙ୍ଗଦୂତ ଚଉତିଶା"।
#Utkaladibasa #BandeUtkalaJanani
#Utkaladibasa #BandeUtkalaJanani
#UtkalaDibasa
ଓଡ଼ିଶା ସହ ମିଶ୍ରଣ ଦାବି ନେଇ ଷଢ଼େଇକଳାରେ ମିହିର କବି ସ୍ଵର ଉତ୍ତୋଳନ କରି ପ୍ରବଳ ଜନ ସମର୍ଥନ ହାସଲ କରିଥିଲେ।
#Utkaladibasa #BandeUtkalaJanani
#Utkaladibasa #BandeUtkalaJanani
#UtkalaDibasa