ଉତ୍କଳମଣିଙ୍କ ପ୍ରିୟ ପ୍ରବାସ
******************
ଜୟନ୍ତୀ ଉପଲକ୍ଷେ:~

ଗଲାଥର ଆଲେଖ୍ୟ ରେ ପଢିଥିଲେ ଗୋପବନ୍ଧୁଙ୍କ ଦାରୀକଥା ଶୁଣା ବିଷୟ ରେ। ତେବେ ଚାଲନ୍ତୁ ଆଜି ପୁଣି କିଛି ଉତ୍କଳମଣିଙ୍କ ବିଷୟରେ ଶୁଣିବା। ପବିତ୍ର ପୁରୀ ଜିଲ୍ଲାର ସୁଆଣ୍ଡୋ ରେ ଜନ୍ମଗ୍ରହଣ କରିଥିବା ମହାନୁଭବ ଙ୍କ ପ୍ରିୟ ପ୍ରବାସ ଥିଲା ଗାରିମାମୟ ଗଞ୍ଜାମ
1/n
ଗଞ୍ଜାମର ମାଟି ପାଣି ଓ ପବନ କୁ ସେ ଅତି ଭଲ ପାଉଥିଲେ। ତାଙ୍କ ଜୀବନକାଳର ଅର୍ଦ୍ଧାଧିକ ଯାତ୍ରା ରେ ଗଞ୍ଜାମକୁ ଅଗ୍ରାଧିକାର ଦେବକଥା ଏହାର ପ୍ରମାଣ ଦିଏ।
କାରଣ ସେ ସର୍ବଦା ଗଞ୍ଜାମ ର ଓଡ଼ିଆ ପ୍ରୀତି ଓ ଗଞ୍ଜାମବାସୀ ଙ୍କ ଓଡିଆପଣକୁ ସାଦରେ ଭଲ ପାଉଥିଲେ।
ଏଭଳିକି ନିଜ କାବ୍ୟ କବିତା ରେ ମଧ୍ୟ ଏହାକୁ ପରିସ୍ଫୁଟନ କରିଥିଲେ
2/n
ଉପରୋକ୍ତ କେଇ ପଦ ଥିଲା ଉତ୍କଳମଣିଙ୍କ ବନ୍ଦୀ ର ସ୍ବଦେଶଚିନ୍ତା ପୁସ୍ତକରୁ।

ଏଥିରୁ ଜଣାପଡେ ଉତ୍କଳମଣି ଙ୍କ ଗଞ୍ଜାମ ପ୍ରତି ସ୍ଵୀୟ ଅନୁରାଗ। ଖାଲି ଏତିକି ନୁହେଁ ସେ ଅନେକ କାବ୍ୟ କବିତା ରେ ଗଞ୍ଜାମ ର ଏଭଳି ଗୁଣଗ୍ରାମ ବର୍ଣ୍ଣନା କରିଛନ୍ତି।

*ଚାଲନ୍ତୁ ପଢିବା ଗୋପବନ୍ଧୁଙ୍କ କାରାକବିତା ରୁ କିଛି ପଦ:~
3/n
୧୯୦୨ ମସିହା ରୁ ଅହରହ ଗଞ୍ଜାମ ମାଟି ସହ ଜଡିତ ଥିଲେ ଗୋପବନ୍ଧୁ।
* ରମ୍ଭାର ଆଦ୍ୟ ଗଞ୍ଜାମ ସମ୍ମିଳନୀ ହେଉ କି ପାରଳା ଅଧିବେଶନ,ଅବା ଆଶା ପତ୍ରିକା ଓ ଶଶିଭୂଷଣଙ୍କ ସମ୍ପର୍କ
* ସବୁଠାରେ ଖୋଜିଲେ ଗୋପବନ୍ଧୁ ଓ ଗଞ୍ଜାମ କେବେ ଅଲଗା ଦେଖିପାରୁନାହୁଁ।
ଅବିଭକ୍ତ ଗଞ୍ଜାମ ମଧ୍ୟରୁ ପାରଳାଖେମୁଣ୍ଡି ଥିଲା ଗୋପବନ୍ଧୁଙ୍କ ଅନ୍ୟ ଏକ ପ୍ରିୟସ୍ଥାନ
4/n
ପୁଣ୍ୟପୀଠ ପାରଳା କୁ ସେ ସର୍ବଦା ବିଦ୍ୟାନଗରୀ ବୋଲି ଡାକୁଥିଲେ।
ଗଞ୍ଜାମ ର ଅପୂର୍ବ ବର୍ଣ୍ଣନା ରେ ଉତ୍କଳମଣି ଙ୍କ କଲମ ରୁ ଝରିପଡ଼େ ଏଇ ଦୁଇଧାଡ଼ି
" ଉତ୍କଳ କମଳେ ଗଞ୍ଜାମ କମଳ
ତାମଧ୍ୟେ ବିରାଜେ ପାରଳା କେଶର |"
*ଓଡିଶା ର ଆନନ୍ଦ ମଠ ତଥା ପାରଳା ର ପରିଚ୍ଛା ମଠରେ ସେ ଏକାଧିକ ବାର (୧୫ଥର ରୁ ଉର୍ଦ୍ଧ୍ବ) ରହଣି କରିଥିଲେ।
5/n
ସେ ଜାତିପ୍ରାଣ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କର ଥିଲେ ଅନ୍ତରଙ୍ଗ ବନ୍ଧୁ।
*ଜାତୀୟ ଆନ୍ଦୋଳନ,ସ୍ବଦେଶୀ ପ୍ରଚାର ତଥା ଉତ୍କଳ ପ୍ରଦେଶ ଗଠନ ଭଳି ଅନେକ ମହତକାର୍ଯ୍ୟ ରେ ଗୋପବନ୍ଧୁ ପାରଳା ଆସି ଆପନ୍ନା ପରିଚ୍ଛା ଙ୍କ ମଠରେ ରହଣି କରୁଥିଲେ।
* ମୁକ୍ତାପୁର ଆନ୍ଦୋଳନ ର ପୁରୋଧା ଙ୍କୁ ଗୋପବନ୍ଧୁ ଓ ନୀଳକଣ୍ଠଙ୍କ ଭଳି ନେତା ପ୍ରବର୍ତ୍ତାଇଥିଲେ।
6/n
ଗୋପବନ୍ଧୁ ପାରଳା ମାଟିର ପ୍ରତ୍ୟେକ ମହୀଷି ଙ୍କୁ ସମ୍ମାନ ଦେଉଥିଲେ।
ଓଡ଼ିଆ ଭାଷାରେ ପ୍ରଥମେ ଅଭିଧାନ ସଙ୍କଳନ କରିଥିବା ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଙ୍କ ସହ ଥିଲା ନିବିଡ଼ ସମ୍ପର୍କ।
*୧୯୦୩ ଶବ୍ଦତତ୍ୱବୋଧ ଅଭିଧାନ ସଂକଳନ ପରେ ନନ୍ଦଶର୍ମା ବୃହତ୍ତ ଓଡ଼ିଆ ବ୍ୟାକରଣ ପ୍ରଥମ ବାର ପାଇଁ ରଚନା ଆରମ୍ଭ କଲେ।ଏହି ଗବେଷଣା ସମ୍ବଳିତ ପୁସ୍ତକ
6/n
କୁ କିଛି ବ୍ୟକ୍ତି ଅସାର ଓ ପ୍ରକାଶ ଅଯୋଗ୍ୟ ବୋଲି ମତ ଦେଲେ। ଏବଂ କିଛି ଏଥିଲାଗି କଟକ ଟ୍ରେନିଂ ସ୍କୁଲ ରେ ୧୯୧୬ ରେ ସଭା କରି ନନ୍ଦ ଙ୍କ ବିରୁଦ୍ଧରେ ମନ୍ତବ୍ୟ ରଖିଲେ।
*କିନ୍ତୁ ଗୁଣ ଚିହ୍ନେ ଗୁଣିଆ
ସୁନା ଚିହ୍ନେ ବଣିଆ
* ନନ୍ଦ ଙ୍କ ଅସୀମ ଜ୍ଞାନ ର ଗଭୀରତା କୁ କେବଳ ଗୋପବନ୍ଧୁ ହିଁ ଜଣିଥିଲେ। ନନ୍ଦ ଙ୍କ ଗବେଷଣାଲବ୍ଧ
ଜ୍ଞାନ
7/n
ଜ୍ଞାନ କୁ ଠିକ ବୁଝିଥିଲେ ଉତ୍କଳମଣି।
*ଜୀବନ ରେ ଏଭଳି ଥଟ୍ଟା ଓ ବିଦ୍ରୁପ କୁ ସହ୍ୟ ନକରିପାରି ପରିଚ୍ଛା ମଠରେ ଗୋପବନ୍ଧୁ ଙ୍କ ଆଗେ ପାଣ୍ଡୁଲିପି ଗୁଡିକ ଥୋଇ ଜାଳିଦେବାକୁ କହିଥିଲେ ନନ୍ଦଶର୍ମା।ଏହା ଦେଖି ଅନେକ ଦୁଃଖ କରିଥିଲେ ଉତ୍କଳମଣି ଏବଂ କହିଥିଲେ~
" ଏସବୁ ଧରି ସତ୍ୟବାଦୀ ଆସ,କଣ୍ଠ ଏସବୁ ବୁଝିବ, କାରଣ ସେ ଏବିଷୟରେ ଭଲ ଜାଣେ ।"
8/n
ପରେ ଓଡ଼ିଆ ବ୍ୟାକରଣ ପାଣ୍ଡୁଲିପି ନେଇ ନନ୍ଦେ ନୀଳକଣ୍ଠ ଙ୍କ ନିକଟକୁ ଯାଇଥିଲେ। ଏହାର ଆଲୋଚନା କରି ଭୂୟସୀ ପ୍ରଶଂସା କରିଥିଲେ । ଯାହା ଉକ୍ତ ପୁସ୍ତକର ଗ୍ରନ୍ଥ ନିବେଶରେ ଛପା ଯାଇଥିଲା।
* ଖାଲି ନାଟ୍ୟକାର ପରିଚ୍ଛା, ଓ ନନ୍ଦଶର୍ମା କାହିଁକି ପାରଳା ର ଅନେକ ବ୍ୟକ୍ତି ବିଶେଷ ଙ୍କ ସଂସ୍ପର୍ଶରେ ଆସିଥିଲେ ପଣ୍ଡିତ ଗୋପବନ୍ଧୁ ଦାସ।

9/n
ଓଡ଼ିଆ ଭାଷା ସାହିତ୍ୟ ସହ ଓଡିଶୀ ସଙ୍ଗୀତରେ ପାରଳା ର ଅପୂର୍ବଖାତି ଥିଲା।
*ଗୋପବନ୍ଧୁଙ୍କ ଭ୍ରମଣରେ ପ୍ରାଚୀନ ଓଡ଼ିଆ ସଂସ୍କୃତି ବିଷୟରେ ପାରଳା ରୁ ଅନେକ ଶିକ୍ଷା ପାଇଥିଲେ।ଯାହା ମୁଁ ମୋର ଆଲେଖ୍ୟ "ଗୋପବନ୍ଧୁଙ୍କ ଦାରୀକଥା ଶୁଣା"ରେ ବର୍ଣ୍ଣନା କରିଥିଲି।
*ଏବେ ଚାଲନ୍ତୁ ଗାନ୍ଧର୍ବ ନଗରୀ ପାରଳା ଓ ଗୋପବନ୍ଧୁଙ୍କ ବିଷୟରେ କିଛି ଜାଣିବା
10/n
ପାରଳା ଓଡିଶୀ ସଙ୍ଗୀତ ଶାସ୍ତ୍ର ର ଏକ ଜଗମୋହନ ସଦୃଶ ଯାହା କବିସମ୍ରାଟ ଙ୍କ ପ୍ରପିତା କୁହନ୍ତି।
* ଏଠାରେ ରଚିତ "ସଙ୍ଗୀତ ନାରାୟଣ" ଭାରତ ବର୍ଷର ଏକ ଅମୂଲ୍ୟ ସଙ୍ଗୀତ ଶାସ୍ତ୍ର
*ଏହି ମାଟିକୁ ଆସି ଗୋପବନ୍ଧୁ ଅବା କିପରି ସଙ୍ଗୀତପୂଜା କୁ ଭୁଲି ଯିବେ।
*ଏଠି ପରିଚୟ ହୁଏ ଓଡ଼ିଆ ସୁରଦାସ ଗାୟକ ଶିରୋମଣି ଅପର୍ଣ୍ଣା ପାଣିଗ୍ରାହୀ ଙ୍କ ସହ
11/n
୧୯୧୬ ମସିହାରେ ଗୋପବନ୍ଧୁ ଙ୍କ ପାରଳା ମଲ୍ଲୀ ଝୁଲଣମଣ୍ଡପ ସଙ୍ଗୀତ ଉତ୍ସବ ରେ ପରିଚୟ ହୁଏ।
*ନାଟ୍ୟକାର ପରିଚ୍ଛାବାବୁ ଙ୍କ ଅନୁରୋଧ କ୍ରମେ ଅନ୍ଧ ଆପନ୍ନା ଭକ୍ତକବିଗୋପାଳକୃଷ୍ଣ ଙ୍କ ଓଡିଶୀ ସଙ୍ଗୀତ ପରିବେଷଣ କରିଥିଲେ।
*ଏହା ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ ଉତ୍କଳମଣି,ମନେ ମନେ ସତ୍ୟବାଦୀ ପିଲାଙ୍କୁ ଓଡିଶୀ ଶିକ୍ଷା ଦେବାକୁ ସ୍ଥିରକଲେ।
11/n
ଏହା ପରେ ପାରଳା ରୁ ଫେରିଲା ବେଳେ ସୁଦକ୍ଷ ଓ ବିଚକ୍ଷଣ ସଙ୍ଗୀତ ଛାନ୍ଦ ବିଜ୍ଞାନ ପ୍ରବୀଣ ଅନ୍ଧ ଆପନ୍ନା ଙ୍କୁ ସାଥିରେ ନେଇ ସତ୍ୟବାଦୀ ଘେନିଗଲେ।
* ସେଠାରେ ସେ ବ୍ଲକ ମିଟିଙ୍ଗ ଆୟୋଜନକରି ନୀଳକଣ୍ଠଙ୍କ ସମେତ ବରେଣ୍ୟ ବ୍ୟକ୍ତିଙ୍କ ଆଗରେ ଛାନ୍ଦ ଓ ଚଉପଦୀ ଶିକ୍ଷା ଦେଇ ବିଚିତ୍ର ରାମାୟଣ ରୁ ଆହା ଧନୁର୍ଦ୍ଧର ବୀରବର ଗୀତ ଗାଇଲେ।
*ଏତିକି
12/n
ରେ ଗୋପବନ୍ଧୁଙ୍କ ତୃଷ୍ଣା ମେଣ୍ଟିନଥିଲା।
*ସେ ଆପନ୍ନା ଙ୍କୁ " ବିନାଶ ନାଶାଶ୍ରବଣ ସୃପଣଖା ପ୍ରବେଶ ଲଙ୍କାର "କୁ ବୋଲିବାକୁ ଅନୁରୋଧ କଲେ।
* ଗୋପବନ୍ଧୁଙ୍କ ସଙ୍ଗୀତ ପ୍ରୀତିରେ ସଦା ଆନନ୍ଦିତ ଆପନ୍ନା ଏହି ଗୀତକୁ ଜଳତରଙ୍ଗ ଯନ୍ତ୍ର ବଜାଇ ଅପୂର୍ବ ଛନ୍ଦଭଙ୍ଗୀ ରେ ଗାୟନ କଲେ।
*ସମସ୍ତ ସତ୍ୟବାଦୀ ସେଠି ଶାନ୍ତ ଓ ରସମୟ ହୋଇପଡିଥିଲା ।
13/n
ଆପନ୍ନାଙ୍କ ଭଳି ପାରଳା ମାଟିର ସଙ୍ଗୀତ କୁ ପ୍ରଶଂସା କରିବା ଲୋକ ପାରଳାର ଆତିଥ୍ୟକୁ ବା କିପରି ଭୁଲିବେ?
* ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ ରେ ପାରଳାରେ ହେଲା,ଏହି ସମୟ ରେ ସାକ୍ଷାତକାର ହୁଏ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ଙ୍କ ସହ ଗୋପବନ୍ଧୁଙ୍କର। ଯିଏ କି ବାଳକ ଭଲିଣ୍ଟିଅର୍ ଭାବେ ସମ୍ମିଳନୀର ଦାୟିତ୍ୱ ନେଇଥାନ୍ତି।
14/n
ସମ୍ମିଳନୀର ସମସ୍ତ ଭାର ନବୀନ ପାରଳା ରାଜା ନେଇ ଥାନ୍ତି।
ସଭା ପାଇଁ ଭବ୍ୟ ଆୟୋଜନ ହୋଇଥାଏ। ୩୦୦ରୁ ଅଧିକ ନେତୃବର୍ଗ ପାରଳା ରାଜା ଙ୍କ ରେଳ ଯୋଗେ ପହଁଚିଲେ।
* Parala Royal Choultry ରେ ସମସ୍ତ ବଡ଼ ବଡ଼ ତୁଙ୍ଗ ନେତା ମାନଙ୍କ ରହଣି ବ୍ୟବସ୍ଥା ହୋଇଥିଲା।
13/n
ଗୋପବନ୍ଧୁଙ୍କ ସେବାସତ୍କାର ଭାର ପଡିଥିଲା ରାଜଗୁରୁ ଙ୍କ ଭାଗରେ,
ସେଠାରେ
ଗୋପବନ୍ଧୁ ପଚାରିଲେ~ତୁମର ନାମ କଣ?
ସତ୍ୟନାରାୟଣ~ମୋର ନାମ ସତ୍ୟନାରାୟଣ ରାଜଗୁରୁ
ଗୋପବନ୍ଧୁ ବିସ୍ମୟ ଭଙ୍ଗିରେ~ ତୁମେ ରାଜଗୁରୁ ହେଲ କିପରି ?ତୁମର ବାପା ଅଛନ୍ତିତ?
ସତ୍ୟନାରାୟଣ~ହଁ! ଆମେ ସମସ୍ତେ ରାଜଗୁରୁ
ଗୋପବନ୍ଧୁ~(ହସିହସି)ତୁମର ଆଉ କିଛି ସଜ୍ଞା ନାହିଁ?
15/n
ସତ୍ୟନାରାୟଣ~ଅଛି।ଆମର ମୂଳ ସାଙ୍ଗିଆ ତ୍ରିପାଠୀ
ଗୋପବନ୍ଧୁ~ତାହାଲେ ତୁମେ ସତ୍ୟନାରାୟଣ ତ୍ରିପାଠୀ?
ଏହାଶୁଣି ରାଜଗୁରୁ ଲାଜ ହୋଇଗଲେ।ସତେ ଯେପରି ରାଜଗୁରୁ ସଜ୍ଞା ଠାରୁ ତ୍ରିପାଠୀ ନିମ୍ନସ୍ତରର।
ଗୋପବନ୍ଧୁ~ ହଉ,ତୁମେ ରାଜଗୁରୁ ହୁଅ ବା ତ୍ରିପାଠୀ।ସେଥିରେ କିଛି ଯାଏ ଆସେ ନାହିଁ।ତୁମ ନିଜର ଶକ୍ତି ଓପ୍ରତିଭା ତୁମକୁ ଯଥାର୍ଥ ସଜ୍ଞାଦେବ।
16/n
ତେବେ ଏହି ମର୍ମଜଡିତ ଉକ୍ତି ଯେ ପରବର୍ତ୍ତୀ ସମୟ ରେ ସତ୍ୟ ହେଲା। ଏହା ଆଜିର ଓଡିଶାବାସୀ ନିଶ୍ଚିତ ଅନୁଭବ କରି ପାରୁଥିବେ।
ତେବେ ଏ ତ ଥିଲା ପାରଳା ର ପମୁଖ ବ୍ୟକ୍ତି ବିଶେଷଙ୍କ ସହ ଗୋପବନ୍ଧୁ ଙ୍କ ସମ୍ପର୍କ।
ତେବେ ଏ ସବୁ ମଧ୍ୟ ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ କଥା ନ ଲେଖିଲେ ମୋ ଲେଖା ଟି ଅଧା ହୋଇ ରହିଯିବ.
17/n
ମହାବଦାନ୍ୟ ସହିତ୍ୟାନୁରାଗୀ ଗଙ୍ଗବଂଶକୀର୍ତ୍ତିକୀରଟି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ତାଙ୍କ ଜୀବନ ର ପଥମ ଅଙ୍କ ଅର୍ଥାତ ଗାଦି ଆରୋହଣ ରେ କିଛି ଦାନ କରିବା ପାଇଁ ନିର୍ଦେଶ ପାଇଥିଲେ।
*ଆଉ ନବଦଣ୍ଡମୁକୁଟଧାରୀ ଶ୍ରୀ ପାରଳାଧିଶ କୌଣସି ମଠ ମନ୍ଦିରକୁ ଏ ଦାନ ନକରି ଦାନ କରିଥିଲେ ସତ୍ୟବାଦୀ ଅନୁଷ୍ଠାନ କୁ।
17/n
କେବଳ ଏତିକି ନୁହଁ ।
ଗୋପବନ୍ଧୁ ଙ୍କ ଅନୁଷ୍ଠାନ ଟି ରହିଥାଏ ପୁରୀ ଜିଲ୍ଲା ରେ, ଯାହାକି ମହାରାଜା କୃଷ୍ଣଚନ୍ଦ୍ର ଙ୍କ ରାଜ୍ୟ ର ଏକ ବୃହତ୍ତ ଅଂଶ।
* ସେହି ଡେଲାଙ୍ଗ ଜମିଦାରୀ ର ତଦାରଖ ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ,ବିଜୁ ପଟନାୟକ ଙ୍କ ପିତା ଲକ୍ଷ୍ମୀନାରାୟଣ ପଟନାୟକ ଙ୍କୁ ମେନେଜର ହିସାବ ରେ ଦାୟିତ୍ୱ ଦେଇଥାନ୍ତି।
*ତେବେ
18/n
ବାର୍ଷିକ ବ୍ୟୟ ବରାଦ ରେ ସତ୍ୟବାଦୀ ବନ ବିଦ୍ୟାଳୟ ପରିଚାଳନା ସକାଶେ ମୁକ୍ତ ଅର୍ଥେ ଦାନ କରିବାକୁ ମହାରାଜା ପଟନାୟକ ଙ୍କୁ ଆଦେଶ ଦେଇଥିଲେ।
* ଏଭଳି ଭାବରେ ପାରଳା ଓ ଗୋପବନ୍ଧୁ ଙ୍କ କଥା ଲେଖୁ ଲେଖୁ ସରିଲାନାହିଁ।
#EndOfThread
କ୍ରମଶଃ.......
©®BMAdhikari

• • •

Missing some Tweet in this thread? You can try to force a refresh
 

Keep Current with @Gajapati (ଗଜପତି)

@Gajapati (ଗଜପତି) Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @VAdkri

30 Sep
వంశధార నది~
*********
వంశధార నది ఒడిషా రాష్ట్రం లో , నియమగిరి పర్వత సానువులలో పుట్టింది . మొత్తం 230 కిలోమీటర్లు పొడవున పాఱుచున్నది.ఇందులో 150 కిలోమీటర్లు ఒడిషాలో ఉంది .ఆంధ్ర ప్రదేశ్లో శ్రీకాకుళం జిల్లా వద్ద మన ఆంధ్రలోనికి వచ్చి కళింగపట్నం అనే చోట బంగాళా ఖాతములో కలుస్తుంది
1/n Image
వంశధార దాదాపుగా 11,500 చదరపు కిలోమీటర్లు మేర ఆవరించి , శ్రీకాకుళం జిల్లా యొక్క ప్రధాన నీటి వనరులలో ఒకటిగా వాడుకోబదుతుంది . ఇప్పటిలోన దీనిపై కట్టించఁబడిన ఒకే యొక్క ఆనకట్ట గొట్టా ( శ్రీకాకుళం జిల్లా ) అను పిలువఁబడు చోటులో ఉంది . వంశధారానది గుఱించి చెప్పుకొనే ఒక కథ :
2/n Image
శ్రీకాకుళం జిల్లాలో పారాటునట్టి వంశధారానదియొక్క ఒక పాయకు కల కథనుఁబట్టి దక్షిణ సముద్ర తీరమున శ్వేతపురమనే పట్టణమును శ్వేతచక్రవర్తి ఏలుచుండేవాడు . ఆయనకు విష్ణుప్రియ అనే పేరుఁగల పెండ్లము ఉండేది . ఆమె మహా విష్ణు భక్తురాలు . ఆమె ఒకనాటి ఏకాదశి వ్రత దీక్షలో ఉండగా
3/n Image
Read 7 tweets
29 Sep
#Jayadeva_series
*Know the evidence of great Past~
The birthplace of the great twelfth-century Sanskrit cum Odia poet Jayadeva has been quite unknown to public,(I am not talking about researcher)
Even this had led to a bitter feud between some north states with odisha
1/n
In this particular series I want to explain you about Jayadeva's life time ,where & how his composition took place
*The evidences of Jaydeva found in 4 great Indian temple of Kalingotkala
Which showcase the movement of the Emperor Anantavarma Chodaganga Deva and SriJayadeva
2/n
people believe that he was a poet in eastern Indian state but don't know much about his life
*Jayadeva's ashtapadis are central to the repertoire of Odissi music, the trad. music of the state of Odisha.
Which is clearly reflects here in one of the oldest ancient manuscripts
3/n
Read 32 tweets
25 Sep
Uttara Andhra ~
Where you can find sweets rather than spicy and tangy food
************
ఈ ఉత్తరాంధ్ర ఊరింపులు ఉత్తరాంధ్రగా పిలిచే విశాఖ ,విజయనగరం , శ్రీకాకుళం జిల్లాల వంటల్లో ఎక్కువగా తీపి ప్రసిద్ధి. ఇక్కడ బెల్లం ఆవకాయ , ఆవపెట్టిచేసే పనసపొట్టు కూర బాగా పేరు.
1/n
Pc: మండసా sweet Image
స్వీట్లలో మాడుగుల హల్వా , మందస కోవా చాలా ఫేమస్ హల్వా .
*ఈ పేరు వింటే టక్కున గుర్తుకొచ్చేది విశాఖ జిల్లా మాడుగుల .
హల్వా అంటే మాడుగుల , మాడుగుల అంటే హల్వాగా కీర్తి పొందింది .
*వివిధ పదార్థాలతో వివిధ హల్వాలు తయారవుతున్నా , గోధుమలతో తయారయ్యే ఈ హల్వా ఒక్క మాడుగులకే సొంతం
2/n Image
మాడుగులలో దంగేటి ధర్మారావు ద్వారా హల్వా తయారీ వందేళ్ల క్రితమే ప్రారంభమైంది . ప్రస్తుతం ఈ గ్రామంలో 16 మంది మాత్రమే తయారీ దారులు ఉన్నారు . ఈ హల్వా తయారీ చాలా కష్టంతోనూ , ఓపికతోనూ కూడుకున్న పని . కోవా కేరాఫ్ మందస పిల్లల నుంచి పెద్దల వరకూ అందరూ ఇష్టపడేది పాలకోవా .
3/n Image
Read 5 tweets
25 Sep
ପବିତ୍ର ଇନ୍ଦ୍ରାବତୀ
**************
इंद्रावती कि गाथा:
इंद्रावती बस्तर तथा छत्तीसगढ़ की प्राणदायिनी नदी है । यह नदी ओड़िसा के कलाहांडी से निकलकर दक्षिण ओडिशा कि नबरंगपुर से भोपालपटनम के आगे गोदावरी में विलीन हो जाती है ।
1/n Image
इस नदी में जगदलपुर के पास विश्वप्रसिद्ध चित्रकोट एवं दुसरा ऐतिहासिक नगरी बारसूर के पास सातधार जलप्रपात है।
सातधार जलप्रपात इतिहास और प्रकृति की सुंदरता का अदभुत मेल है । इसी नदी के आगे नागो की राजधानी बारसूर है । जहां आज भी कई ऐतिहासिक महत्व के मंदिर है
2/n Image
इंद्रावती नदी के किनारे कई प्राचीन धरोहर पाए जाते है।
दक्षिण ओडिशा की प्राचीन नगरी
पुष्करि तथा नबरंगपुर जिल्ला की उमरकोट से लेकर कोरापुट के कोटपाड़ तक जिसकी सूचना मिलती है।
यह कलिंगवन का एक हिस्सा था। जो कि नल, नाग ओर गंग राजाओं के द्वारा शाशित हुआ करता था
3/n ImageImage
Read 5 tweets
24 Sep
History of Vizianagaram
*************************
The history of Vizianagaram district is connected with hoary past of Kalinga, one of the political divisions of ancient India.
Only in modern times, the upper part of Kalinga was gradually merged into Odisha State and the
1/n Image
lower part into north Andhra Region. empire extended from Vidanasi Cuttak in odisha to Pithapuram in Godavari District. Even as far back as the 4th Century B.C. The Nandas ruled the area between 467 B.C.
Pc: Ghanikonda Jain rock cut cave
2/n Image
The Nandas ruled the area between 467 B.C. and 336 B.C. They were followed by the the Matharas, the Vasisthas, the Vishnukundins, the early Eastern Gangas, the Eastern Chalukyas of Vangi, the late Eastern Gangas, and the eastern chalukya who ruled over the area constituting
3/n Image
Read 15 tweets
23 Sep
మొగదాలపాడు
******
శ్రీకాకుళం జిల్లా గార మండలంలో ఉంది మొగదాలపాడు బీచ్ . ఇది సందర్శకుల్ని కనువిందు చేస్తుంది . కళింగపట్నం సముద్రతీరం తర్వాత సందర్శకుల్ని ఎక్కువ ఆకర్షిస్తున్నది ఇదే . జిల్లా కేంద్రమైన శ్రీకాకుళం పట్టణానికి సుమారు 20 కిలోమీటర్ల దూరంలో ఉంది .
1/n
రెండు దశాబ్దాల కిందట సముద్రంలోకి నిర్మించిన పొడవాటి వంతెన ఇక్కడి ప్రత్యేక ఆకర్షణ . తీరం నుంచి సుమారు 200 మీటర్ల పొడవున ఇది ఉంది . కార్తీకమాసం వచ్చినపుడు వందలాదిగా జనం కుటుంబాలతో ఇక్కడికి వస్తుంటారు . వనభోజనాలకు ఇది మంచి ప్రదేశం .
2/n
సముద్రపు అలలు ఉవ్వెత్తున ఎగిసిపడి వంతెన స్తంభాన్ని తాకుతున్న దృశ్యం చూసి తీరాల్సిందే . ఇక్కడ సరుగుడు , జీడితోటలు సందర్శకులకు సేద తీరేందుకు నీడనిస్తాయి . ఎలాంటి విశ్రాంతి గృహాలు , దుకాణాలు లేవు . సందర్శకులు తమతో తినుబండారాలు , మంచినీళ్లు వెంట తెచ్చుకోవాల్సిందే.
3/n
Read 5 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!