“In the matters of rhetorical composition he excels Upendra in some parts and unlike Upendra, he has composed his poems in genuine Oriya language.”
ଅଭିମନ୍ୟୁ ଥିଲେ ଏକାଧାରରେ ଜଣେ ବିଶିଷ୍ଟ କବି ଓ ବୈଷ୍ଣବ ଧର୍ମର ବିଶିଷ୍ଟ ଭାଷ୍ୟକାର । ଆମର ଏହି ବିଦଗ୍ଧକବି ଅଭିମନ୍ୟୁ ଧରାବତରଣ କରିଥିଲେ