How to get URL link on X (Twitter) App



5. Thali Khechedi – Lentil, Rice with Sugar and Ghee


Nilachalanath's name also called as Purushottam.☸️🚩 Now the name of Shri Jagannath is world famous Purushottam Kshetra, Purushottam and Jagannath are both the names of Vishnu.The names of the gods both Jagannath and Purushottam!
When the Rishi are reported the experience in symbols, it became a symbol. He was later replaced. Therefore, spirituality is imperfect, that is, symbolism, and then materialism. These statues of the state between Nirgun and Rupabad are very ancient.👇
ଅନୁଭୂତିକୁ ଯେତେବେଳେ ଋଷିଗଣ ସଂକେତମାଧ୍ୟମରେ ସୂଚିତ କରାଇଲେ, ତାହା ପ୍ରତୀକ ହେଲା । ତାଙ୍କୁ ପରେ ରୂପ ଦିଆଗଲା। ତେଣୁ ବ୍ରହ୍ମ ନିର୍ଗୁଣ, ତାହା ପ୍ରତୀକବାଦ, ପରେ ରୂପବାଦ ହେଲା। ନିର୍ଗୁଣ ଓ ରୂପବାଦ ମଝିରେ ଥିବା ଅବସ୍ଥାର ଏହି ମୂର୍ତ୍ତିମାନେ ବହୁତ ପ୍ରାଚୀନ । 👇
The development of Odisha's literary culture, beliefs, morals and judgments centered onmahaprabhu Jagannath! No institution can be planned except for Jagannath! 🚩 Because he is the god of the people.The god of the people! No discrimination is accepted by Jagannath!
କାରଣ ସେ ଲୋକଙ୍କ ଦେବତା. ଜନସାଧାରଣଙ୍କ ଦେବତା ! ଜଗନ୍ନାଥଙ୍କ ପାଖରେ କୌଣସି ଭେଦଭାବ ସ୍ୱୀକାର କରାଯାଏନାହିଁ ! ସେ ସାମନ୍ତ ବ୍ରାହ୍ମଣର ଦେବତା, ଚାଣ୍ତାଳର ଦେବତା !ଭଗବାନ ନର ନାରାୟଣ ସତ୍ୟଯୁଗରେ ବଦ୍ରିକାଶ୍ରମରେ ତପସ୍ୟା କରି ତାଙ୍କୁ ତପୋଭୂମି ରୂପରେ ସତ୍ୟଯୁଗରେ ଧାମ ରୂପରେ ପ୍ରତିଷ୍ଠା କଲେ !
୭. କ୍ଷିତୀଶ
ଏବେ ଶ୍ରୀ ଜଗନ୍ନାଥ ନାମରେ ବିଶ୍ୱପ୍ରସିଦ୍ଧ ହୋଇଛି ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଏବଂ ଜଗନ୍ନାଥ ଉଭୟ ବିଷ୍ଣୁଙ୍କ ନାମ.ଦେବତାଙ୍କ ନାମ ଉଭୟ ଜଗନ୍ନାଥ ଓ ପୁରୁଷୋତ୍ତମ ! ✍️📖 ଏହି ଶ୍ଳୋକରେ ଜଗନ୍ନାଥ ଶବ୍ଦ ଏଠାରେ ବିଷ୍ଣୁଙ୍କ ଅର୍ଥରେ ପ୍ରୟୋଗ କରାଯାଇଛି !ପୁରୁଷୋତ୍ତମ ନାମ ବିଷ୍ଣୁଙ୍କ ସହସ୍ରନାମ ମଧ୍ୟରୁ ଗୋଟିଏ ☸️

ଶ୍ରୀକ୍ଷେତ୍ର ଅଷ୍ଟଚଣ୍ଡୀ :-
लक्ष्मीविलासं जगतां निवासं लङ्काविनाशं भुवनप्रकाशम्।
ଓଡ଼ିଆ ଭାଗବତ - 📖 🪔
ଅମୁଣିଆ ଛତ୍ର/ ଅମୋଣିହାଛତାର: ଯାନିଯାତ୍ରାମାନଙ୍କରେ ଛତି ଓ ତ୍ରାସ ଧରନ୍ତି



सर्वमङ्गलमाङ्गल्ये शिवे सर्वार्थसाधिके ।शरण्ये त्र्यम्बके गौरि नारायणि नमोऽस्तु ते ॥ नमो मा नमस्तुते.🙏#ଷୋଡଶ_ଦିନାତ୍ମକଉପଚାର_ପୂଜା #ମା_ଜୟ_ଦୁର୍ଗା #ମା_ଧାକୁଲେଇ #ଓଡିଶା 🌺🎞 


ଆଦ୍ଯଦେବୀ ପରତ୍ପରା ଭଗବତୀ ମାତା କୃପାସାଗରୀ
ଚଳିତଂ ମଧୁରଂ ଭ୍ରମିତଂ ମଧୁରଂ,
ଚତୁର୍ଥ କଳା - ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ଵୟ ରଖି ସ୍ଥିର ଚିତରେ ରହିବାର କଳା ।