Rushiraj Pattanayak ଋଷିରାଜ ପଟ୍ଟନାୟକ Profile picture
Aesthete || Culture Vulture ||Antiquarian||Green Panther|| Jay Jagannath Mayurbhanj 🌹ବନ୍ଦେ ଉତ୍କଳ ଜନନୀ🌹
Jan 15, 2022 18 tweets 7 min read
#ମୟୂରଭଞ୍ଜ#କେନ୍ଦୁଝର ର ମକର୍ ପର୍ବ
ମକର ସଂକ୍ରାନ୍ତିକୁ ବାଥୁଡି ସମ୍ପ୍ରଦାୟର ଲୋକେ ମୁଖ୍ୟତଃ ୩ ଦିନ ଧରି ପାଳନ କରି ଥାନ୍ତି । ଏହି ସଂକ୍ରାନ୍ତିକୁ ଏମାନେ ନିଜର ନବବର୍ଷ ରୂପେ ମଧ୍ୟ ପାଳନ କରିଥାନ୍ତି । ମକର ବାଉଣ୍ଡି:-
ମକର ସଂକ୍ରାନ୍ତିର ପୂର୍ବଦିନକୁ ମକର ବାଉଣ୍ଡି ବୋଲି କୁହାଯାଏ । ସମସ୍ତ ଗ୍ରାମବାସୀ ନିଜନିଜ ଘର ବାହାର ଲିପା ପୋଛା କରି ଝୋଟି ଆଙ୍କି ଦେଇଥାନ୍ତି । ଏହି ଦିନ ଗ୍ରାମର ବଡାମ ଶାଳ ,ଠାକୁରାଣୀ ଶାଳ ତଥା ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ପୂଜା କରାଯାଏ