Chowkidar Saswat Routroy Profile picture
A Nationalist Indian, a hardcore Odia and a proud Hinduvadi. Works as a Software Developer. Have hobbies like Painting, Writing, Poetry, Game Mods, chess, Gamer
Oct 25, 2022 5 tweets 5 min read
ବଡ଼ବଡ଼ୁଆ ଡାକ ଶେଷ ହେଲା; ପିତୃପୁରୁଷମାନେ ଆଗଦିନ ରାତିରେ ଆସି ଦୀପାବଳିରେ ଫେରି ଯାନ୍ତି। ଫେରିଯିବେ ନିଜ ସନ୍ତାନ ସନ୍ତତି, ବଂଶଧରଙ୍କୁ ଦେଖିବାକୁ ଆସିଥିବା ସହସ୍ର ସହସ୍ର ଆତ୍ମା, ପ୍ରେତାତ୍ମା, ଭୂତ, ପ୍ରେତ। ଆଜି ହିଁ ଓଡ଼ିଆମାନଙ୍କର ଆକ୍ଷରିକ ହ୍ୟାଲୋଓ୍ବିନ୍ ଡେ। ଦେଖି ନେବା ଓଡ଼ିଆ ଗ୍ରାମ୍ୟ ସମାଜର କିଛି ଭୂତ ଶ୍ରେଣୀ। ଆସନ୍ତୁ, ଏଇ ଉପଲକ୍ଷରେ ଦେଖି ନେବା ଓଡ଼ିଆ ସାହିତ୍ୟ, ଓଡ଼ିଆ ଗ୍ରାମ୍ୟ ସମାଜ ଏବଂ ଓଡ଼ିଆ ଦନ୍ତ-କଥାରେ ଚର୍ଚ୍ଚିତ କିଛି ଭୂତ ଶ୍ରେଣୀ। ଟୁଇଟଟି ଭଲ ଲାଗିଲେ, ବହୁମାତ୍ରାରେ ଶେୟାର କରନ୍ତୁ। ଆପଣ ଜାଣିଥିବା ଅଥଚ ଏହି ସୂଚୀରେ ନଥିବା ଅନ୍ୟାନ୍ୟ ଭୂତ-ପ୍ରକାର ଉପରେ ତଥ୍ୟ ଥିଲେ ଷେୟାର କରନ୍ତୁ, ମୁଁ ଏଇ ସୂଚୀରେ ଯୋଡ଼ି ଦେବି।
Mar 14, 2022 40 tweets 10 min read
#777thAnniversaryOfLakhnautiCampaign
#777thAnniversaryOfDefeatingBengalSultanate
See this- the majestic Sun Temple of Konark? It was built as a gratitude to Surya Deva, the Sun God of Hindus. The Surya idol used to remain hung in mid-air, an architectural marvel of that period. Image The Sun Temple of Konark is not just a temple dedicated to any Hindu deity. It is the symbol of glory of victory of Hindu forces over the Muslim forces, and that the glory was as bright as the rays of the Sun God.