A P Subhakanta Profile picture
Author : Personalities Of Odisha, Podcaster : Alochana With AP, Editor @amajanajaati LIKES & RT≠ENDORSEMENTS
May 25, 2023 5 tweets 1 min read
ସଂସଦ ଭବନ ଉଦଘାଟନ ଉତ୍ସବ ପ୍ରସଙ୍ଗରେ ନବୀନ ବାବୁ ତଥା ବିଜେଡ଼ିର ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ତଥା ଏହାକୁ ବିରୋଧ କରୁଥିବା ଦଳମାନେ ୨୦୨୩ ଜାନୁଆରୀରେ ଏବଂ ୨୦୨୧ ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିଥିଲେ ଆଉ ଏବେ ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରନ୍ତୁ ବୋଲି ଚାହୁଁଛନ୍ତି। ଅତୀତରେ ଅନେକଥର ଏହି ବିରୋଧୀ ଦଳ ଦ୍ଵାରା ଏପରି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ହୋଇଛି। ଏପରିକି କିଛି ରାଜ୍ୟର ବିଧାନସଭା ଗୃହ ଉକ୍ତ ରାଜ୍ୟର କୌଣସି ସାମ୍ବିଧାନିକ ପଦରେ ନଥିବା ଲୋକଙ୍କ ଦ୍ଵାରା ହୋଇଛି। ଏବେ ଏହି ଉତ୍ସବକୁ ସମର୍ଥନ କରୁଥିବା ଦଳକୁ ସମାଲୋଚନାରୁ ବିରୋଧୀମାନଙ୍କର ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ।
Dec 14, 2019 22 tweets 4 min read
#KharabelaTheGreat
Hathigumpha inscription consists of seventeen lines incised in deep cut Brahmi letters on the overhanging brow of a natural cavern called Hathigumpha in the southern side of the Udayagiri hill,Bhubaneswar. Presenting the English translation in the thread.
(1/n) Image Salutation to Arhats, salutation to all Siddhas. Ārya Mahāmeghavāhana Mahārājā Śrī Khāravela, the overlord of Kalinga, who heightens the glory of the dynasty of Cetaraja , who possesses many auspicious sign, and is gifted with qualities spreading over four quarters, (2/n)
Jul 2, 2019 19 tweets 6 min read
ଓଡ଼ିଶାର କିଛି ଗଡ଼ଜାତ ରାଜ୍ୟମାନଙ୍କର ରାଜକୀୟ ସଙ୍କେତ ଏଇ thread ରେ ରଖୁଛି।ଆପଣମାନଙ୍କୁ ଅନୁରୋଧ ଯଦି ଆପଣଙ୍କ ପାଖେ କିଛି ଅଛି ଯୋଡ଼ନ୍ତୁ।ସମସ୍ତ ଛବି @Wikipedia ଏବଂ OdishaRoyalsଙ୍କ ସୈାଜନ୍ୟ ରୁ ପ୍ରାପ୍ତ।
@BBSRBuzz @ashishsarangi @TaraniTrotter @OdiaCulture @kalingaheritage @itishreena @SagarSpeaksNews Image Image
Jul 2, 2019 15 tweets 6 min read
ଓଡ଼ିଶାର କିଛି ଗଡ଼ଜାତ ରାଜ୍ୟ ମାନଙ୍କର ପତାକା ଏଇ thread ରେ ରଖୁଛି। ଆପଣମାନଙ୍କୁ ଅନୁରୋଧ ଯଦି ଆପଣଙ୍କ ପାଖେ କିଛି ଅଛି ଯୋଡ଼ନ୍ତୁ। ସମସ୍ତ ଛବି @Wikipedia ଏବଂ @IndianRajputs ଙ୍କ ସୈାଜନ୍ୟ ରୁ ପ୍ରାପ୍ତ।
@BBSRBuzz @ashishsarangi @TaraniTrotter @OdiaCulture @kalingaheritage @itishreena @SagarSpeaksNews Image Image