ନିୟତୀର ନ୍ୟାୟରେ କ୍ରୀଡନକ ମଣିଷ ଜାତି ଆଜି ଭୟଭିତ, ଆତଙ୍କିତ ଆଉ ଭବିଷ୍ୟତକୁ ନେଇ ସନ୍ଦିହାନ ମଧ୍ୟ। କାହିଁକି ନ ହେବ, ଅଜଣା #ମହାମାରୀ କୁ ଅଙ୍ଗେ ନିଭେଇବା କ'ଣ ଏକ ସାଧାରଣ ପରିସ୍ଥିତି କି? ଅବଶ୍ୟ ଏଇ ଘଡିସନ୍ଧି ମୁହୁର୍ତ୍ତରେ ଆମ ପାଇଁ ଅଣ୍ଟା ଭିଡିଛନ୍ତି ଅନେକ #ଯୋଦ୍ଧା, #କରୋନା_ଯୋଦ୍ଧା। (1/n)
ଏ ସମୟର କଟାକ୍ଷ ଯେତେ ଯନ୍ତ୍ରଣା ଦେଉନା କାହିଁକି, (2/n) ...
କଥା ପଡିଚି ଏଠି #ଦାଦନ ର। କିଏ ଏଇ #ଦାଦନ? ଆମରି ବାପ, ଆମରି ଭାଇ, ଆମରି ସାଙ୍ଗ ନା କୋଉ ଅଜଣା ବିଦେଶୀ?(4/n)
...(5/n)
(6/n)
କାଳର କରାଳ ରୂପ! ଯେଉଁ ମାଟିରେ ଜନ୍ମ ସେଇ ମାଟି ପୁଣି କରେ ଅନାଦର! "ଏଠି ଭୁଲ୍ କାହାର ଭୋଗୁଛି କିଏ"। (7/n)
ଥରେ ଚିନ୍ତା କରନ୍ତୁ, #ମହାମାରୀ ଆସିଛି, ବୁଢା ରୋଗୀଣା ବାପା-ମାଆ'କୁ ଛାଡି, ପିଲାଛୁଆ'କୁ ଛାଡି #ପେଟ ଚାଖଣ୍ଡକ ପାଇଁ ବିଦେଶରେ ଖଟୁଥିବା ନାମିତ #ଦାଦନ କ'ଣ ଟିକିଏ #ସହାନୁଭୂତି ର ପାତ୍ର ନୁହେଁ କି? (10/n)
ତା ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥିବ, କାଳେ ଆଉ ମୋ ବୋଉକୁ ଦେଖିପାରିବିନି କି!, ମୋ ଝିଅର ବାପା ଡାକ ଶୁଣିବାକୁ ରହିବିନି କି!, ମୁଁ ଥାଉ ଥାଉ ମୋ ପରିବାରର କିଛି ହେଇଯିବନି ତ!, (11/n)
ତେଣୁ ଆଗାମୀ ଜଟିଳ ପରିସ୍ଥିତିକୁ ଆଗୁଆ ବୁଝିନେଇ ଯଥାରୀତ କାର୍ଯ୍ୟ ଆରମ୍ଭ କରିବାକୁ ହେବ। (13/n)
ଆଶା କରେ ଯାତ୍ରା ପୂର୍ବରୁ ସବୁ ଠିକ୍ ଠାକ୍ ହେଇ ଯାଇଥିବ। (n/n)
#ଜୟ_ଜଗନ୍ନାଥ 🙏