ବୀର ସାବରକର ଯାହାଙ୍କୁ ଆଜି ବାମପନ୍ଥୀ ନିନ୍ଦୁଛନ୍ତି ଆଉ କାହିଁକି ?
ଏ ୨୫ ଟା କଥା ପଢିଲା ପରେ ଆପଣଙ୍କ ଛାତି ଚଉଡା ହେଇଯିବ ।
ଏହାକୁ ପଢିବା ବିନା ଆଜାଦି ଜ୍ଞାନ ଅଧୁରା ଅଟେ ।
ଯିଏ ବ୍ରିଟିଶ ଶାସନ ଦ୍ୱାରା ଏତେ ଯନ୍ତ୍ରଣା ଭୋଗ କରିଛନ୍ତି ଯେ ତାଙ୍କ ବିଷୟରେ ଶୁଣିଲା ପରେ ଏହି ଦେଶର କୋଟିଏ ଭାରତ ମାଆ ର ଡରୁଆ ପୁତ୍ର ମାନଙ୍କ ଲୋମ ଟାଙ୍କୁରି ଉଠିବ ।
ଆମର ବିନାୟକ ଦାମୋଦର ସାବରକର ।
କଣ କୌଣସି ଭାରତୀୟ ମହାପୁରୁଷଙ୍କ ନିଧନରେ ବ୍ରିଟେନ ରେ ଶୋକ ସଭା ହେଇଛି କି ?
୩. ବିଦେଶୀ ବସ୍ତ୍ର ର ପ୍ରଥମ ହୋଲିକା ପୁଣେ ରେ ୭ ଅକ୍ଟୋବର ୧୯୦୫ ମସିହାରେ #VeerSavarkar ଜଳେଇଥିଲେ ।
ଭାରତୀୟ କ୍ରାନ୍ତିକାରୀଙ୍କ ପାଇଁ ଏହା ପବିତ୍ର ଗୀତା ଥିଲା....ପୁଲିସ ଛାପାରେ ପ୍ରତି ଦେଶଭକ୍ତ ଙ୍କ ଘରୁ ଏହି ପୁସ୍ତକ ମିଳିଥିଲା ।
୧୭. #VeerSavarkar ପ୍ରଥମ ଦେଶଭକ୍ତ ଲେଖକ ଥିଲେ, ଯାହାଙ୍କର ଲିଖିତ ପୁସ୍ତକ ଉପରେ ସ୍ୱାଧୀନ ର ବହୁବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗିଥିଲା ।
'ଆସିନ୍ଧୁ ସିନ୍ଧୁପର୍ଯ୍ୟଂତା ୟସ୍ୟ ଭାରତ ଭୂମିକା'
ପିତୃଭୂ: ପୁଣ୍ୟଭୁଶ୍ଚଭ୍ୟ ସ ବେ ହିନ୍ଦୁରୀତିସ୍ମୃତ:।
ଅର୍ଥାତ:- ସମୁଦ୍ର ଠାରୁ ହିମାଳୟ ପର୍ଯ୍ୟନ୍ତ ଭାରତ ଭୁମି ଯାହାର ପିତୃଭୂମି ଅଟେ, ଯାହାଙ୍କର ପୂର୍ବଜ ଏଠାରେ ଜନ୍ମ ହୋଇଛନ୍ତି,
୧୯. #VeerSavarkar ପ୍ରଥମ ରାଷ୍ଟ୍ରଭକ୍ତ ଥିଲେ ଯାହାଙ୍କୁ ଇଂରେଜୀ ସତ୍ଵା ୩୦ ବର୍ଷ ପର୍ଯ୍ୟନ୍ତ କାରାଗାର ରେ ରଖିଲେ ତଥା ଦେଶ ସ୍ୱାଧୀନ ହେବାପରେ ମଧ୍ୟ ୧୯୪୮ ରେ ନେହେରୁ ସରକାର
୨୩. #VeerSavarkar ପ୍ରଥମ ଏମିତି ରାଷ୍ଟ୍ରବାଦୀ ଦେଶଭକ୍ତ ଥିଲେ,ଯାହାଙ୍କର ଶିଳାଲେଖକୁ ଅଣ୍ଡାମାନ ଦ୍ୱୀପ ର ସେଲୁଲର ଜେଲ ରୁ UPA ସରକାର ର ମନ୍ତ୍ରୀ ମଣୀ ଶଙ୍କର ଆୟର ହଟେଇ ସେହି ଜାଗାରେ ଗାନ୍ଧିର ଶିଳା ଲଗେଇ ଦେଇଥିଲା ।
"ଚରଖା ଚାଲିଲା ଦେଶ ସ୍ଵାଧୀନ ହେଲା"
#ଭାରତ ମାତା କି ଜୟ🙏🇮🇳
#veersavarkarjayanti
#veer_savarkar_jayanti
#VeerSavarkarFlyover