ଶୁଆ Profile picture
27 Nov, 30 tweets, 40 min read
ପ୍ରଭୁ ଜଗନ୍ନାଥଙ୍କ #ନାଗାର୍ଜୁନ ବେଶ ର ରୀତିନୀତି ରାତ୍ର ୨ ଟାରୁ ଆରମ୍ଭ ହେବ।
Rituals of #NagarjunaBesha of Lord Jagannath to begin at 2 am.

#ଶୁଆଅନୁବାଦ.
@mte2o ବଡ଼ ଠାକୁର ବଳଭଦ୍ର ଏବଂ ମହାପ୍ରଭୁ ଜଗନ୍ନାଥଙ୍କ #ନାଗାର୍ଜୁନବେଶ ସାଜସଜ୍ଜା ପୁରୀ ଶ୍ରୀମନ୍ଦିରରେ ଆରମ୍ଭ।
#NagarjunaBesha decoration of Bada Thakura Balabhadra & Mahaprabhu Jagannath begins at Puri Srimandir.

#ଶୁଆଅନୁବାଦ.
@mte2o ଭଗବାନ ଜଗନ୍ନାଥଙ୍କ #ନାଗାର୍ଜୁନବେଶ ର ପଟ୍ଟଚିତ୍ରା ଗୁଡ଼ିକୁ ଅନ୍ତିମ ସ୍ପର୍ଶ ଦେଉଥିବା କଳାକାରମାନେ।
Artists putting final touches to the pattachitras of Lord Jagannath's #NagarjunaBesha.

#ଶୁଆଅନୁବାଦ.
ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ବଡ଼ ଭାଇ ଭଗବାନ ବଳଭଦ୍ରଙ୍କ #ନାଗାର୍ଜୁନବେଶ ର ରୀତିନୀତି ପାଇଁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା।
#NagarjunaBesha procession for the attire rituals of Lord Jagannath & his elder sibling Lord Balabhadra taken en route to Srimandir.

#ଶୁଆଅନୁବାଦ
@mte2o ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ #ନାଗାର୍ଜୁନବେଶ ର ଏକ ଡିଜିଟାଲ୍ ପ୍ରତିଛବି!
A digital image of #NagarjunaBesha of Lord of the Universe Shri Jagannatha!

PC. @theUnfading
@mte2o #ଓଡ଼ିଶା ର ବାଲୁକା ଶିଳ୍ପୀ @SandArtistManas ପ୍ରଭୁ ଜଗନ୍ନାଥଙ୍କ ବିରଳ #ନାଗାର୍ଜୁନବେଶ କୁ ବାଲି କଣାରେ ଦର୍ଶାଇଛନ୍ତି।
Illustrious sand artist from #Odisha, @SandArtistManas captures the rare #NagarjunaBesha of Lord Jagannath in grains of sand.

#ଶୁଆଅନୁବାଦ.
@mte2o ବାଲୁକା ଶିଳ୍ପୀ @sudarsansand ପୁରୀ ବେଳାଭୂମିରେ ଭଗବାନ ଜଗନ୍ନାଥଙ୍କ ବିରଳ #ନାଗାର୍ଜୁନବେଶ ଉପରେ ଏକ ଅତୀବ ସୁନ୍ଦର ମୂର୍ତ୍ତି ସୃଷ୍ଟି କରିଛନ୍ତି।
Sand sculptor @sudarsansand creates a masterpiece on Lord Jagannath's rare #NagarjunaBesha at Puri beach.

#ଶୁଆଅନୁବାଦ.
@mte2o ଜୟ ଜଗନ୍ନାଥ! #ନାଗାର୍ଜୁନବେଶ
Jai Jagannath! #NagarjunaBesha

(📷 Pattachitra artist Pankaj ku Behera via @MyCityLinks )

#ଶୁଆଅନୁବାଦ.
@mte2o ଶ୍ରୀ ଅରବିନ୍ଦ ମୁଦୁଲିଙ୍କ କଣ୍ଠରେ ଶୁଣନ୍ତୁ "#ନାଗାର୍ଜୁନବେଶ" ସମ୍ବନ୍ଧରେ ଏକ ସୁନ୍ଦର ଭଜନ।
Listen to a beautiful hymn about "#NagarjunaBesha" sung by Shri Arbinda Muduli.

Source : Sarthak Music

#ଶୁଆଅନୁବାଦ.
@mte2o #ନାଗାର୍ଜୁନବେଶ ରେ ଠାକୁରମାନେ ନାଗା ଯୋଦ୍ଧାଙ୍କ ପରି ସୁବର୍ଣ୍ଣ ଅସ୍ତ୍ରରେ ଆଭୂଷିତ ହେବେ।
The deities will be adorned with golden weapons like Naga warriors in #NagarjunaBesha.

#ଶୁଆଅନୁବାଦ.
@mte2o #ନାଗାର୍ଜୁନବେଶ ପାଇଁ ଆରମ୍ଭ ହେଲା ନୀତିକାନ୍ତି ।
Nitikanti started for #NagarjunaBesha.

#ଶୁଆଅନୁବାଦ.
ଖୋଲିଲା ସିଂହଦ୍ୱାର ପହଡ ଆଳତୀ ହେଲା
@mte2o ୨୫ ବର୍ଷ ପରେ
ଆଜି ଭଗବାନ ଜଗନ୍ନାଥଙ୍କ ବିରଳ #ନାଗାର୍ଜୁନବେଶ
ଓଡ଼ିଶାର ପୁରୀ ବେଳାଭୂମିରେ ଏକ ବାଲୁକା କଳା।
After 25 years
today is Rare #NagarjunaBesha of Lord Jagannath.
A Sand Art at Puri beach in Odisha.

Courtesy: @sudarsansand
#ଶୁଆଅନୁବାଦ.
@mte2o #ନାଗାର୍ଜୁନବେଶ ହେଉଛି, ଶ୍ରୀଜଗନ୍ନାଥଙ୍କ ବୀର ବେଶ। କେହି କେହି ଏହାକୁ ପର୍ଶୁରାମଙ୍କ ବେଶ ରୂପେ ମଧ୍ୟ ଅଭିହିତ କରନ୍ତି।
#NagarjunaBesha is the heroic attire of Shri Jagannath. Some even call it Parshuram's attire.

Courtesy: @odiajagat
#ଶୁଆଅନୁବାଦ.
@mte2o ଯେଉଁ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଛଅଦିନ ପଡ଼େ, ସେହିବର୍ଷ ଶ୍ରୀଜଗନ୍ନାଥଙ୍କ #ନାଗାର୍ଜୁନବେଶ ଅନୁଷ୍ଠିତ ହୋଇଥାଏ।
The year in which the Panchuka falls six days instead of the five days, on that year Shri Jagannath's #NagarjunaBesha is celebrated.

#ଶୁଆଅନୁବାଦ.
@mte2o #ନାଗର୍ଜୁନବେଶ ନିମନ୍ତେ ଆସୁଛି ମହାପ୍ରଭୁଙ୍କ ତ୍ରିଶୁଳ, ତୀର, ଧନୁ।
Lord's trident, arrow, bow are coming for #NagarjunaBesha.

Courtesy: @otvkhabar
#ଶୁଆଅନୁବାଦ.
@mte2o #ନାଗାର୍ଜୁନବେଶ ପାଇଁ ଠାକୁରଙ୍କ ହାଣ୍ଡିଆ, ଖଣ୍ଡା, ତ୍ରିଶୁଳ
Deity's Handia, sword, trident for #NagarjunaBesha

Courtesy: @otvkhabar
#ଶୁଆଅନୁବାଦ.
@mte2o ମହାପ୍ରଭୁଙ୍କ #ନାଗାର୍ଜୁନବେଶ ପାଇଁ ପ୍ରସ୍ତୁତ ହୋଇଥିବା ଆଭୂଷଣ ଗୁଡ଼ିକୁ ପୂଜା ଚାଲିଛି।
Worship of the ornaments prepared for the #NagarjunaBesha of the Lord continues.
Courtesy: @otvkhabar
#ଶୁଆଅନୁବାଦ.
ପାଦରେ ନୁପୁର ପିନ୍ଧି, ଅଣ୍ଟାରେ ଘୁଙ୍ଗୁର ବାନ୍ଧି ନାଚି ନାଚି #ନାଗାର୍ଜୁନବେଶ କୁ ସ୍ୱାଗତ କଲେ ନୃତ୍ୟାଙ୍ଗନା।
The dancers welcomed #NagarjunaBesha, by dancing and wearing a nupuras on her feet, and bandaging Ghunguras around her waist.

Courtesy: @kanak_news
#ଶୁଆଅନୁବାଦ.
@mte2o ଆଜି ୨୫ ବର୍ଷ ପରେ, ଜଗତର ନାଥ #ନାଗାର୍ଜୁନବେଶ ଧାରଣ କରିଛନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
Today, after 25 years, the Lord of the Universe is dressed with The #NagarjunaBesha. May Lord bless us all.

Courtesy: @sohinimishra6
#ଶୁଆଅନୁବାଦ.
@mte2o #ନାଗାର୍ଜୁନବେଶ ନିମନ୍ତେ ପ୍ରସ୍ତୁତି।
Preparations for #NagarjunaBesha.

Source: Internet
#ଶୁଆଅନୁବାଦ.
@mte2o ୨୫ ବର୍ଷ ପରେ ଆସିଥିବା ଏହି ଅଲୌକିକ ମୁହୂର୍ତ୍ତ ରେ ଶ୍ରୀଜୀଉ ନେବେ #ନାଗାର୍ଜୁନବେଶ
Sreejeeu will take #NagarjunaBesha in this auspicious moment that comes 25 years after.

Courtesy: @Puri_Official
#ଶୁଆଅନୁବାଦ.
@mte2o ସାରା ରାଜ୍ୟ ଆଜି #ନାଗର୍ଜୁନବେଶ ପାଇଁ ଉତ୍ସବ ମୁଖର।
The whole state is celebrating #NagarjunaBesha today.

Source: Internet
#ଶୁଆଅନୁବାଦ.
ପୁରୀରେ ଆଜି ଭଗବାନ ଜଗନ୍ନାଥ ଏବଂ ଭାଇଭଉଣୀଙ୍କ #ନାଗାର୍ଜୁନବେଶ ଅନୁଷ୍ଠିତ ହେବ। ଏହି ଅବସରରେ ଦିଅଁମାନେ ଯୋଦ୍ଧା ପରି ବେଶ ହେବେ।
#NagarjunaBesha of Lord Jagannath and siblings will be held today in Puri. On this occasion, the deities are dressed like warriors.

#ଶୁଆଅନୁବାଦ.
@mte2o ଦୁର୍ଲ୍ଲଭ #ନାଗାର୍ଜୁନବେଶ ନିମନ୍ତେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ଉପକରଣ।
Various types of equipment used for rare #NagarjunaBesha .

Courtesy: Facebook
#ଶୁଆଅନୁବାଦ.
@mte2o ପଟ୍ଟଚିତ୍ର ରେ #ନାଗାର୍ଜୁନବେଶ
#NagarjunaBesha in the Pattachitra.

Courtesy: @baazigar_sumu98

#ଶୁଆଅନୁବାଦ.
@mte2o ରଙ୍ଗ ତୁଳିରେ #ନାଗାର୍ଜୁନବେଶ
#NagarjunaBesha by the paint brush

Courtesy @art_gallery98

#ଶୁଆଅନୁବାଦ.
@mte2o ସେବାୟତମାନେ ପ୍ରଭୁ ଜଗନ୍ନାଥଙ୍କ #ନାଗାର୍ଜୁନବେଶ ରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ବର୍ଣ୍ଣନା କରନ୍ତି ଏବଂ ଏହାର ଗୁରୁତ୍ୱ ବର୍ଣ୍ଣନା କରନ୍ତି।
Servitors narrate their experience of taking part in #NagarjunaBesha of Lord Jagannath & explain its importance.

#ଶୁଆଅନୁବାଦ.
@mte2o ୧୦୦ ବର୍ଷରୁ ଅଧିକ ପୁରୁଣା ତାଳ ପତ୍ରରେ ତ୍ରିମୂର୍ତ୍ତିଙ୍କର #ନାଗାର୍ଜୁନବେଶ ର ସୁନ୍ଦର ଚିତ୍ର।
Exquisite depiction of #NagarjunaBesha of the holy Trinity on a palm leaf of more than 100 years old.

PC: @mishra9_supriya
#ଶୁଆନୁବାଦ.

• • •

Missing some Tweet in this thread? You can try to force a refresh
 

Keep Current with ଶୁଆ

ଶୁଆ Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!