News18 Odia Profile picture
News18 Odia, Network18 Group caters to News & information to the Odia viewers. Network18 Group is presently the largest Television Network in India.
May 16, 2020 4 tweets 4 min read
ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ସୂଚନା । ପାରାଦୀପ ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଛି ଅବପାତ । ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି ଅବପାତ । ପ୍ରଥମେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ @SRC_Odisha #CycloneAmphan @SRC_Odisha ୧୭ ତାରିଖ ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିପାରେ । ୨୦ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ମାଡ଼ ହେବା ଆଶଙ୍କା । ୧୮ ତାରିଖ ସଂଧ୍ୟାରେ ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ଆଶଙ୍କା @SRC_Odisha #CycloneAmphan