ଓଟିଭି Profile picture
ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide Telegram: https://t.co/0FHlTOnqsW FB: https://t.co/Eo3M4tUUVk INSTA: https://t.co/ShNzvnEvHo YT: https://t.co/cXHzPNfXzk
Dec 14, 2022 4 tweets 2 min read
#ଓକିଲ #ଆନ୍ଦୋଳନ: ସୁପ୍ରିମକୋର୍ଟରେ ହାଜର ହେଲେ ପୋଲିସ ଡିଜି
•ଭିସି ଜରିଆରେ ହାଜର ହେଲେ ଡିଜିପି ଓ ଉତ୍ତରାଞ୍ଚଳ ଆଇଜି
•ଉଭୟଙ୍କୁ ଆଜି ହାଜର ପାଇଁ ନିର୍ଦ୍ଦେଶ କରିଥିଲେ ସୁପ୍ରିମକୋର୍ଟ
#Odisha #OTV •ଭଙ୍ଗାରୁଜା ଘଟଣାରେ କାର୍ଯ୍ୟେନୁଷ୍ଠାନ ନେଇ କୋର୍ଟଙ୍କୁ ଅବଗତ କଲେ ଆଇଜି
•ପୋଲିସ ଉପସ୍ଥିତ ସତ୍ତ୍ୱେ ଭଙ୍ଗାରୁଜାକୁ ନେଇ କୋର୍ଟଙ୍କ ଅସନ୍ତୋଷ ପ୍ରକାଶ
•୧୫ ପ୍ଲାଟୁନ ଫୋର୍ସ ଥିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା ପଚାରିଲେ କୋର୍ଟ
•ତୁମେ ଏହିଭଳି ନିୟନ୍ତ୍ରଣ କରୁଛ କି ବୋଲି ପଚାରିଲେ ସୁପ୍ରିମକୋର୍ଟ