ଆଶା କରେ ଭଲ ଲାଗିବ--:::
(୧)-: ୩ଟି ଜିନିଷ ଧ୍ୟାନରେ ରଖିଲେ ଉନ୍ନତି ହୁଏ ।
ଈଶ୍ବର, ପରିଶ୍ରମ ଓ ବିଦ୍ୟା ।
(୨)-: ୩ଟି ଜିନିଷକୁ କେବେ ଛୋଟ ଭାବନ୍ତୁ ନାହିଁ । ରୋଗ, ଶତ୍ରୁ ଓ କରଜ ।
(୩)-: ୩ଟି ଜିନିଷ ସବୁବେଳେ ନିଜ ଅଧୀନରେ ରଖ । ମନ, କାମ ଓ ଲୋଭ ।
(୪)-: ୩ଟି ଜିନିଷ ଥରୁଟିଏ ଚାଲିଗଲେ ଆଉ ଫେରେ ନାହିଁ ।
ଧନୁରୁ ବାଣ, ମୁଖରୁ ବାଣୀ ଓ ଶରିରରୁ ପ୍ରାଣ ।
(୫)-: ୩ଟି ଜିନିଷ ଆପଣଙ୍କୁ ଦୁର୍ବଳ କରିଦିଏ ।
ଖରାପ ଗୁଣ, ଅହଂକାର ଓ କ୍ରୋଧ ।
(୬)-: ୩ଟି ଜିନିଷ କେହି ଆପଣଙ୍କ ଠାରୁ ଚୋରି କରିପାରିବେ ନାହିଁ ।
ଜ୍ଞ୍ୟାନ, ଚରିତ୍ର ଓ ଦକ୍ଷତା ।
(୭)-: ୩ ଜଣକୁ ବିପଦ ସମୟରେ ଚିହ୍ନି ହୁଏ ।
ସ୍ତ୍ରୀ, ଭାଇ ଓ ବନ୍ଧୁ ।
(୮)-: ୩ ଜଣଙ୍କ ଉପରେ ସବୁବେଳ ଦୟାକର ।
ଶିଶୁ, ପାଗଳ ଓ ଭୋକିଲା ଲୋକ ।
(୯)-: ୩ଟି ଜିନିଷକୁ କେବେ ଭୁଲନ୍ତୁ ନାହିଁ ।
ସାହାଯ୍ୟ, ମନ ଓ କର୍ମ ।
(୧୦)-: ୩ଟି ଜିନିଷ ସବୁବେଳେ ମନେ ରଖିବା ଉଚିତ୍ । ସତ୍ୟ, କର୍ତ୍ତବ୍ୟ ଓ ମୃତ୍ୟୁ ।
(୧୧)-: ୩ଟି ଜିନିଷ ଚରିତ୍ରକୁ ଖରାପ କରିଥାଏ ।
ଚୋରି, ମିଛ ଓ ନିନ୍ଦା ।
(୧୨)-: ୩ଟି ଜିନିଷ ସର୍ବଦା ହୃଦୟରେ ରଖିବା ଉଚିତ୍ । ନମ୍ରତା, ଦୟା ଓ କ୍ଷମା ।
(୧୩)-: ୩ଟି ଜିନିଷକୁ ନିଜ କବଜା୍ ରେ ରଖିବା ଉଚିତ୍ । ବାଣୀ, ଖରାପ ଅଭ୍ୟାସ ଓ କ୍ରୋଧ ।
(୧୪)-: ୩ଟି ଜିନିଷକୁ ନେଇ ଅଭିମାନ କର ନାହିଁ ।
ଧନ, ଯୌବନ ଓ ସୁନ୍ଦରତା ।
(୧୫)-: ୩ଟି ଜିନିଷ ସବୁଠାରୁ ଅମୁଲ୍ୟ ହୋଇଥାଏ । ପ୍ରେମ, ଅତ୍ମବିଶ୍ବାସ ଓ ପ୍ରକୃତ ବନ୍ଧୁ ।
ଭଲ ଲୋକଙ୍କ ଇଜ୍ଜତ କେବେ କମ୍ ହୁଏ ନାହିଁ । ଯେପରି ସୁନା କୁ ଛୋଟ ଛୋଟ ଖଣ୍ଡ କରିଦେଲେ ମଧ୍ୟ ତାର ମୂଲ୍ୟ ପୂର୍ବ ପରି ସମାନ ଥାଏ ।
ଭୁଲ୍ ହେବା ପ୍ରକୃତି,
ମାନିନେବା ସଂସ୍କୃତି,
ଭୁଲ୍ କୁ ସୁଧାରିବା ପ୍ରଗତି ।।।
ଜୟ ଜଗନ୍ନାଥ ।।।

• • •

Missing some Tweet in this thread? You can try to force a refresh
 

Keep Current with ଓଡ଼ିଆ ଜଗତ

ଓଡ଼ିଆ ଜଗତ Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @odiajagat

3 Dec
ଶ୍ରୀମନ୍ଦିରର ବାୟୁ କୋଣରେ ୬୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶ୍ରୀମହାଲକ୍ଷ୍ମୀ ମନ୍ଦିରଟି ଅବସ୍ଥିତ।ଏହି ମନ୍ଦିରଟି ୪ ଭାଗରେ ବିଭକ୍ତ।
ଯଥା:- ୧) ଗର୍ଭ ଗୃହ ବା ବିମାନ,
୨) ଜଗମୋହନ,
୩) ନାଟ ମଣ୍ଡପ,
୪) ଅଚିନ୍ତା ମଣ୍ଡପ । ImageImageImageImage
ଦକ୍ଷିଣ ଦ୍ୱାରରୁ ପ୍ରବେଶ କରି ଗର୍ଭ ଗୃହକୁ ଆସିବା ପରେ କାନ୍ଥରେ ଲକ୍ଷ୍ମୀ-ନୃସିଂହଙ୍କର ମଣିମୟ ବିଗ୍ରହ ଓ ଉତ୍ତରରେ ବିଦ୍ୟମାନ ହୋଇଛନ୍ତି।ଆଦି ଶଙ୍କରାଚାର୍ଯ୍ୟ ପୂଜା କରୁଥିବା ଲକ୍ଷ୍ମୀ-ନୃସିଂହ ମୂର୍ତ୍ତି ଏଠାରେ ବିଦ୍ୟମାନ ଅଟନ୍ତି।ଲକ୍ଷ୍ମୀ-ନୃସିଂହଙ୍କର ପାଦ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଚିତ୍ରପଟ ମଧ୍ୟ ରହିଛି ।
ଐତିହାସିକମାନେ/ଗବେଷକମାନେ ଭିନ୍ନ ଭିନ୍ନ ମତ ରଖନ୍ତି ଯେ, ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଅନଙ୍ଗ ଭୀମଦେଵ କିମ୍ବା ଚୋଡ଼ଗଙ୍ଗ ଦେବ କରାଇଛନ୍ତି।ମାଦଳା ପାଞ୍ଜି ଅନୁଯାୟୀ ପ୍ରଥମେ ଏହି ମନ୍ଦିର କାର୍ଯ୍ୟ ଯଯାତି କେଶରୀ ଓ ପରେ ଅନଙ୍ଗ ଭୀମଦେଵ କରାଇଛନ୍ତି।
Read 6 tweets
3 Dec
आदि लक्ष्मि नमस्तेऽस्तु परब्रह्म स्वरूपिणि।
यशो देहि धनं देहि सर्व कामांश्च देहि मे।।1।। सन्तान लक्ष्मि नमस्तेऽस्तु पुत्र-पौत्र प्रदायिनि।
पुत्रां देहि धनं देहि सर्व कामांश्च देहि मे।।2।। Image
विद्या लक्ष्मि नमस्तेऽस्तु ब्रह्म विद्या स्वरूपिणि।
विद्यां देहि कलां देहि सर्व कामांश्च देहि मे।।3।।

धन लक्ष्मि नमस्तेऽस्तु सर्व दारिद्र्य नाशिनि।
धनं देहि श्रियं देहि सर्व कामांश्च देहि मे।।4।।
धान्य लक्ष्मि नमस्तेऽस्तु सर्वाभरण भूषिते।
धान्यं देहि धनं देहि सर्व कामांश्च देहि मे।।5।।

मेधा लक्ष्मि नमस्तेऽस्तु कलि कल्मष नाशिनि।
प्रज्ञां देहि श्रियं देहि सर्व कामांश्च देहि मे।।6।।

गज लक्ष्मि नमस्तेऽस्तु सर्वदेव स्वरूपिणि।
अश्वांश गोकुलं देहि सर्व कामांश्च देहि मे।।7।।
Read 8 tweets
3 Dec
ମହାଲକ୍ଷ୍ମୀଙ୍କୁ ପ୍ରଣାମ🙏

ଧନାଦେୟୈ ନମସ୍ତୁଭ୍ୟଂ ନିଧି ପଦ୍ମା ହୁତାୟତ
ଭବତୁତତ୍‌ପ୍ରସାଦାନ୍ନେ ଧାନ ଧନ୍ୟାଦି ସମ୍ପନ୍ନ
ନମସ୍ତୁଭ୍ୟଂ ମହାମାୟେ ଶ୍ରୀପୀଠ ସୂର ପୂଜିତେ
ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମୋଽସ୍ତୁତେ !
ନମସ୍ତେ ଗରୁଡାରୁଢେ କୋଳାସୁର ଭୟଙ୍କରୀ
ସର୍ବପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ ImageImage
ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟ ଭୟଙ୍କରୀ
ସର୍ବଦୁଃଖ ହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁତେ
ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ ଭକ୍ତି ମୁକ୍ତି ପ୍ରଦାୟିନୀ
ମନ୍ତ୍ରମୂର୍ତ୍ତେ ସଦା ଦେବୀ ମହାଲକ୍ଷ୍ମୀ ନମୋସ୍ତୁଽତେ
ଆଦ୍ୟାନ୍ତେ ରହିତେ ଦେବୀ ଆଦ୍ୟାଶକ୍ତି ମାହେଶ୍ୱରୀ
ଯୋଗେନ ଯୋଗସମ୍ଭୁତେ ମହାଲକ୍ଷ୍ମୀ ନମୋସ୍ତୁଽତେ
ସ୍ଥୂଳ ସୁକ୍ଷ୍ମ ମହାରୌଦ୍ରେ ମହାଶକ୍ତି ମହୋଦରେ
ମହାପାପ ହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁଽତେ
ପଦ୍ମାସନ ସ୍ଥିତେ ଦେବୀ ପରଂବ୍ରହ୍ମ ସ୍ୱରୂପିଣୀ
ପରମେଷ୍ଠୀ ଜଗତ୍‌ମାତ ମହାଲକ୍ଷ୍ମୀ ନମୋସ୍ତୁଽତେ
ସ୍ୱେତାମ୍ବର ଧରେ ଦେବୀ ନାନାଳଙ୍କାର ଭୂଷିତେ
ଜଗତ୍‌ସ୍ଥିତେ ମହାମାୟୀ ମହାଲକ୍ଷ୍ମୀ ନମୋସ୍ତୁଽତେ
Read 5 tweets
3 Dec
ପବିତ୍ର ମାର୍ଗଶୀର ମାସ ପ୍ରଥମ ମାଣବସା ଗୁରୁବାର ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ପରିଷ୍କାର ପରିଚ୍ଛନ୍ନତାର ଅନ୍ୟ ନାମ ସୌନ୍ଦର୍ଯ୍ୟ । ଏହି ସୌନ୍ଦର୍ଯ୍ୟ ଓ ନିର୍ମଳତା ହିଁ ଲକ୍ଷ୍ମୀ । ଲକ୍ଷ୍ମୀ ପୁରାଣଟି ଏକାଧାରରେ ପତିବ୍ରତା, ଅତିଥି ସେବା, କୂଳାଚାର, ଲୋକାଚାର, ଜାତିଭେଦ, ସଂସାରନୀତି, ସ୍ୱାସ୍ଥ୍ୟନୀତିର ଏକ ଅପୂର୍ବ ସମାହାର ImageImageImageImage
🌾🌾🌾🌾🌾🌾🌾🌾🌾🌾🌾🌾🌾🌾
ଲକ୍ଷ୍ମୀ_ପୁରାଣ_କଥା
🌼🌼🌼🌼🌼🌼🌼🌼🌼🌼🌼🌼🌼

ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବଖଣାଯାଇଛି । ଏଥି ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କ ଠାରୁ ମାଣବସା ଗୁରୁବାର ଅନୁମତି ନେଇ ଦେଶ ଭ୍ରମଣରେ ବ୍ରାହ୍ମଣୀ ରୂପରେ ବଡ଼ ଦେଉଳରୁ ବିଜେ କଲେ । ImageImage
କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା ।
Read 6 tweets
1 Dec
#ମହାପ୍ରଭୁ #ଶ୍ରୀ #ଜଗନ୍ନାଥ#ହିଙ୍ଗୁଳା #ପୀଠ🌹🙏
କଥିତ ଅଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଭୋଗ ସମ୍ଭାରର ଆୟୋଜନ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଦର୍ଭ ରାଜା ନଳଙ୍କ ଦ୍ୱାରା ମା ’ ହିଙ୍ଗୁଳାଙ୍କୁ ଶ୍ରୀକ୍ଷେତ୍ରକୁ ଆଣୁଥିବାବେଳେ ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ ଗୋପାଳ ପ୍ରସାଦସ୍ଥିତ ବର୍ତ୍ତମାନ ହିଙ୍ଗୁଳା ପୀଠଠାରେ
ମା ’ ଅଗ୍ନି ଅନ୍ତର୍ଦ୍ଧାନ ହେଲେ । ପରେ ନଳରାଜାଙ୍କୁ ଜଣାଇଲେ ଯେ ସିଂହଦା ନଦୀ କୂଳ ଏହି ସ୍ଥାନଟି ମୋର ପ୍ରିୟ ହୋଇଥିବାରୁ ଏଠାରେ ପୀଠଟିଏ ହିଙ୍ଗୁଳା ନାମରେ କରାଯାଉ । ତାହା ହିଁ ହେଲା । ଅଗ୍ନିରୂପା ମା ’ ହିଙ୍ଗୁଳା ସେହି ପୀଠରେ ପୂଜିତା ହେଲେ । ଦେବୀଙ୍କ ପ୍ରତୀକ ସ୍ଵରୂପ ‘ ଆଲମ ବା ଝଣ୍ଡା ହିଁ ପୂଜା ପାଆନ୍ତି ।
ଠାକୁରାଣୀଙ୍କ ପୂଜକ ଦେହୁରୀ ତାଙ୍କର ଅତି ଆପଣାର । ମା ’ ହିଙ୍ଗୁଳାଙ୍କ ପୂଜା ଶାବର ମତରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ଆଦିବାସୀ ସଂସ୍କୃତିର ପୂଜା ବୋଲି କୁହାଯାଇପାରେ । କେଉଁ ଆବହମାନ କାଳରୁ ସେ ପୂଜା ପାଇ ଆସୁଛନ୍ତି ।
Read 11 tweets
29 Nov
ମହାପ୍ରଭୁ ଶ୍ରୀ ସିଦ୍ଧବଳଦେବ ଓ କେନ୍ଦ୍ରାପଡ଼ା।
**************
ବଳଦେବ ଦୁଷ୍ଟ ଦଳନକାରୀ, ସେଥିପାଇଁ ଗୋଟିଏ ହାତରେ ମୂଷଳ ଧରି ଥାଆନ୍ତି । ସେ କୃଷି ଉତ୍କର୍ଷକାରୀ, ସେଥିପାଇଁ ଅନ୍ଯ ହାତରେ ଲଂଗଳ ଧରି ଥାଆନ୍ତି ।

ସେ ଥରେ ତୀର୍ଥାଟନରେ ଓଡିଶା ଆସିଥିଲେ । ଅବଶ୍ଯ ସେତେବେଳେ ଓଡିଶାର ନାଁ ହୁଏତ ଓଡିଶା ନଥିବ, ଆଉ କ’ଣ ହୋଇଥିବ ।
ବୈତରଣୀରେ ସ୍ନାନ କରିଥିଲେ । ଲୋକେ ତାଂକୁ କହିଲେ ଅଳତିଗିରି ( ଲଳିତଗିରି ନୁହେଁ ତ ? )ରେ କନ୍ଦରା ନାମକ ଜଣେ ରାଜା ଦାଦାଗିରି କରୁଛି, ଭାରି ଉତ୍ପାତ କରୁଛି । ସାଧାରଣ ଲୋକ ତା ଉତ୍ପାତରେ ଅତିଷ୍ଠ । ତାକୁ ଆପଣ ହିଁ ସାବାଡ କରିପାରିବେ ।
ବଳରାମ କନ୍ଦରାକୁ ଖୋଜିଲେ, ତା ସହ ଘୋର ଲଢେଇ ହେଲା । କନ୍ଦରାସୁର ନିହତ ହେଲା । ( ଯିଏ ଆସୁରୀକ କାର୍ଯ୍ଯ କରୁଥିଲା ତାକୁ ଅସୁର କୁହାଯାଉଥିଲା , ତେଣୁ କନ୍ଦରାକୁ କନ୍ଦରାସୁର କୁହାଯାଉଥିଲା )

ମୃତ୍ଯୁ ଆସନ୍ନ ଦେଖି କନ୍ଦରା ବଳରାମଂକୁ ଅନୁରୋଧ କଲା -
ହେ ଈଶ୍ୱରଂକ ଅଷ୍ଟମ ଅବତାର ରୋହୀଣୀ ନନ୍ଦନ ବଳରାମ, ମୋର ଏକମାତ୍ର କନ୍ଯା ତୁଳସୀ ।
Read 10 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!