How to get URL link on X (Twitter) App



ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ସପ୍ତାହରେ ରାଜ୍ୟରେ ପ୍ଲାଜମା ଥେରାପିର ଶୁଭାରମ୍ଭ କରିଥିଲେ, ଯାହାକି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା ଆଣି ଦେଇଛି। ପ୍ଲାଜମା ଥେରାପିରେ ଚିକିତ୍ସିତ ହେଉଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହେବା ଆରମ୍ଭ କଲେଣି।


Hon'ble CM Shri @Naveen_Odisha held a video conference with Hon'ble PM Shri @narendramodi & requested Union Government to modify existing schemes to incentivise and actively involve Panchayatiraj Institutions in COVID-19 management.