ମା ମୁକ୍ତହାରମୟୀ
*****
ମାଲକାନଗିରି ତଥା ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀ ହେଉଛନ୍ତି ମା ମୁକ୍ତାହାରମୟୀ।
ଲୋକ ମୁଖରେ ସେ ମୁତ୍ୟାଲୁ ମାଆ ନାମରେ ପରିଚିତ।
ଅଭିଭକ୍ତ କୋରାପୁଟ,ଛତିଶଗଡ଼ ଓ ପୂର୍ବ ଗୋଦାବରୀ ଜିଲ୍ଲାରେ ମାମୁତ୍ୟାଲୁଙ୍କ ମନ୍ଦିର ସ୍ଥାନେ ସ୍ଥାନେ ଦେଖାଯାଏ
ତେବେ ମାଲ୍ୟବନ୍ତଗିରି ହେଉଛି
#Muttyaluma
#Odisha
1/n Image
ମାମୁତ୍ୟଲୁଙ୍କ ଆଦିସ୍ଥାନ।
ମାମୁତ୍ୟାଲୁ ଶକ୍ତି ସ୍ୱରୂପିଣୀ ହେଲେ ମଧ୍ୟ ଆଦିମ ଶୈବଓ ବୈଷ୍ଣବ ଉପାସନା ସହ ଅଙ୍ଗାଙ୍ଗୀଭାବେ ଜଡିତ।
ମାଙ୍କ ସମ୍ବତ୍ସରିକପର୍ବ ମଧ୍ୟରେ ଷୋଡଶପୂଜା ଓ ବଡ଼ ଯାତ୍ରା ଅନ୍ୟତମ।
ଷୋଡଶପୂଜା ସମସ୍ତ ଭାରତୀୟ ମୁତ୍ୟାଲୁପୀଠରେ ଆଶ୍ୱିନମାସରେ ହେବାବେଳେ ବଡ଼ଯାତ୍ରା କେବଳ ମାଲକାନଗିରିରେ ହିଁ ହୋଇଥାଏ
#ଗୁଣପୁରମୁତ୍ୟାଲୁ
2/n Image
ଅବିଭକ୍ତ କୋରାପୁଟ,ଗଞ୍ଜାମ,ପୂର୍ବଗୋଦାବରୀ ଓ ଛତିଶଗଡ଼ ବସ୍ତର,ଧମତରୀ,କୋଣ୍ଡାଗାଓଁ ଅଞ୍ଚଳରେ ମାଙ୍କ ଶାରଦୀୟଉତ୍ସବ ଏକ ରକମରେ ପାଳନ ହୁଏ।
ମା ମୁତ୍ୟାଲୁ ଦ୍ଵାପର ଯୁଗରେ ଜରାସନ୍ଧ ବଦ୍ଧ ବେଳେ ଶ୍ରୀ କୃଷ୍ଣଙ୍କ ଦ୍ଵାରା ମତ୍ସ୍ୟଦେଶରେ ପୂଜା ପାଇଥିଲେ।
ଆଜି ମଧ୍ୟ ମତ୍ସ୍ୟଦେଶ ର ମତ୍ସ୍ୟକୁଣ୍ଡ ରେ ମା ପୂଜା ପାଉଛନ୍ତି।
3/n
#ଗଞ୍ଜାମମୁତ୍ୟାଲୁମା Image
ସିଲେରୁ ନଦୀତୀରରେ ତ୍ରେତୟା ଯୁଗରେ ମାତା ମୁକ୍ତାହାରମୟୀଙ୍କୁ ସୁମରଣା କରି ଦଣ୍ଡକବନ ମାଲ୍ୟବନ୍ତରେ ପ୍ରଭୁ ରାମଚନ୍ଦ୍ର ତାଡ଼କାସୁର ବଦ୍ଧ କରିଥିଲେ।
ନିକଟସ୍ଥ ତାଡ଼କାକୁଣ୍ଡରେ ଶ୍ରୀରାମଚନ୍ଦ୍ର ସ୍ମୃତିଚାରଣ ବଡ଼ଯାତ୍ରା ବେଳେ ହୁଏ।
ଏଣୁ ପୂର୍ବଗୋଦାବରୀ ସୀମାରେ ଥିବା ପୋଲେରୁ କୁଣ୍ଡରୁ ମାମୁତ୍ୟାଲୁଙ୍କୁ ବଡ଼ଯାତ୍ରା ରେ ଜଳବନ୍ଦାପନା ହୁଏ
4/n Image
ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ଭଳି ମା ମୁତ୍ୟାଲୁ ଛତିଶଗଡ଼ ରେ ମଧ୍ୟ ଭାରି ପ୍ରସିଦ୍ଧ ।
ଓଡିଶା ର ବିଛିନ୍ନ ଅଞ୍ଚଳ ସୁକୁମା , ବସ୍ତର ,କୋଣ୍ଡାଗାଁରେ ମା ଙ୍କ ଆରାଧନା ମାଉଲୀ ଙ୍କ ରୂପେ କରାଯାଏ।
ଦଶହରା ସମୟ ରେ ବିଜାପୁର ଭୋପାଳପାଟଣା ରେ ମାଁଙ୍କ କଣ୍ଟାପିଢ଼ା ଯାତ୍ରା ଅନୁଷ୍ଠିତ ହୁଏ।
#ବସ୍ତରମୁତ୍ୟାଲୁମା
5/n Image
ମାମୁତ୍ୟାଲୁ ଙ୍କ ଅନେକ ଉତ୍ସବ ମଧ୍ୟରେ ଦଶହରା ଭଳି ବଡ଼ଯାତ୍ରା ଅନ୍ୟତମ
ଏହି ଯାତ୍ରାରେ ମାମୁତ୍ୟାଲୁଙ୍କ କିମ୍ବଦନ୍ତୀ ପର୍ବ ଆରମ୍ଭ ହୁଏ।
ମଗଧରାଜ ଜରାସନ୍ଧ ପ୍ରବଳପ୍ରତାପୀ ହୋଇଥାଏ ତେଣୁ ତାକୁ ମାରିବା ଏକପ୍ରକାର କଠିନ କାର୍ଯ୍ୟ ହୋଇପଡିଥିଲା।ଏଣୁ ମତ୍ସ୍ୟଦେଶର ମାଲ୍ୟବନ୍ତରେ ଶ୍ରୀକୃଷ୍ଣ ,ଅର୍ଜୁନ ଓଭୀମଙ୍କ ସମେତ ମା'ଙ୍କ ଶରଣ ପଡ଼ିଲେ।
6/n Image
ଏବଂ ସେହି ଠାରେ ମାତା ମୁକ୍ତାହାରମୟୀ ଦର୍ଶନ ଦେଲେ। ପାଣ୍ଡବ ଙ୍କୁ ଅଭୟ ବର ଓ ଶ୍ରୀ କୃଷ୍ଣ ଙ୍କୁ ଜନ୍ମ ବୃତ୍ତାନ୍ତ ସ୍ମୃତିଚାରଣ କରାଇଲେ।
* ଏହି ଗାଥା କୁ ମନେ ରଖି ଅନାଦି କାଳ ରୁ ମାଆ ବଡ଼ ଯାତ୍ରା ପାଳିତ ହୋଇ ଆସୁଛି।
*ଏଥିରେ ଭୀମ, ଅର୍ଜୁନ ଶ୍ରୀ କୃଷ୍ଣ ଓ ମାତା ମୁକ୍ତାହାରମୟୀ ଙ୍କ ଯାତ୍ରା ହୋଇଥାଏ।
7/n
#EastGodavari Image
ତେବେ ଦକ୍ଷିଣ ଓଡ଼ିଶାର ର ପାର୍ବତ୍ୟାଞ୍ଚଳ ରେ ଶ୍ରୀକୃଷ୍ଣ , ଭୀମ ଓ ଅର୍ଜୁନ ଯଥାକ୍ରମେ କାନମରାଜୁ, ପୋତରାଜୁ ଓ ବାଳରାଜୁ ରୂପେଖ୍ୟାତ।
*ଏଭଳି ଶାକ୍ତ ବୈଷ୍ଣବ ଯାତ୍ରା କେବଳ ଓଡ଼ିଶା ରେ ହିଁ ଦେଖା ଯାଏ।
ଏହା ପବିତ୍ର ମାଘ ପୂର୍ଣ୍ଣିମା ରେ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା ରେ ଶେଷ ହୁଏ
8/n Image
ଓଡ଼ିଶାର ବିଚିନ୍ନାଞ୍ଚଳ ତଥା ଆନ୍ଧ୍ରପ୍ରଦେଶ ର ପୂର୍ବଗୋଦାବରୀ ଜିଲ୍ଲା ପୋଲେରୁ କୁଣ୍ଡ ରୁ ଏହି ଯାତ୍ରା ଆରମ୍ଭ ହୁଏ।
ଅଗଣିତ ଭକ୍ତଙ୍କ ସମାଗମରେ ପୁରିଉଠେ ତାଡ଼କା କୁଣ୍ଡ। ଏହିଠାରୁ ମାତା ଙ୍କ ସମତେ ତିନି ଦିଅଁ ଯାତ୍ରା ଆରମ୍ଭ କରନ୍ତି ପବିତ୍ର ମାନ୍ୟମକୋଣ୍ଡାକୁ।
*ପ୍ରଭୁଙ୍କୁ ପାଛୋଟି ଆଣିବା ପରେ ମାନ୍ୟମକୋଣ୍ଡା ରେ ମୟୁରଚନ୍ଦ୍ରିକା
8/n Image
ବାଉଁଶ ରେ ପ୍ରାଣ ପ୍ରତିଷ୍ଠା ହୁଏ।
ଏହା ପରେ ଲକ୍ଷ ଲକ୍ଷ ଲୋକ ତାଡ଼କା କୁଣ୍ଡ ରେ ବୁଡ଼ ପକାନ୍ତି।
କାଠ ଡ଼ଙ୍ଗା ରେ ନୌକା ବିହାର ସାରି ତିନି ଦିଅଁ ଓ ମା ଫେରି ଆସନ୍ତି ମାଲକାନଗିରି।
ଏହିପର୍ବ ଏକମାସ ଧରି ଚାଲିଥାଏ। ଏଣୁ ଦକ୍ଷିଣ ଓଡ଼ିଶା ରେ ଏହା ବଡ଼ଯାତ୍ରା ରୂପେ ଖ୍ୟାତ।
#ମୁତ୍ୟାଲୁଚରିତ
#ମାଲକାନଗିରିକଥା
#ବଡ଼ଯାତ୍ରା
Endofthread ImageImage

• • •

Missing some Tweet in this thread? You can try to force a refresh
 

Keep Current with @Gajapati (ଗଜପତି)

@Gajapati (ଗଜପତି) Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @VAdkri

14 Oct
Past Glory of Gajapatis~
#BangoAdhikaraThread
Dated back to 9thce AD the Kalinga Rulers were known as"Gajapati" where gaja literally means elephants & pati means the master.
After amalgamtion
#Thread
1/n
(picture of Utkala's kurmabedha durga presently known as kurumbera fortWB) Image
Of Kalingotkala Anantavarma invaded the Samantha chakra king Ram Pala,Who basically belong to Gouda desha
*Rama pal captured Ganga river plane of utkala when karnadeva was weakened.
But again in 1119 Anantavarma defeated pala king and took his rights back at Mandaragada
2/n Image
Before anantavarma , Mahapratapi Emperor Yajati Mahasivagupta also ruled the land of Bongadesha.
* Coming to topic the Eastern Ganga ruler Anantavarma Chodaganga Deba, We found Prasasti In an WB inscription
That:~
3/n
Ref: Inscription of Bengal Volume 3 Image
Read 12 tweets
13 Oct
మహా మేఘవాహన ఐరా ఖారవేలుడు
****
చేది వంశస్థులలో ప్రముఖుడు ఖారవేలుడు . హాథీగుంఫా శాసనం వల్ల ఇతడు చరిత్రలో ప్రసిద్ధిచెందినాడు . ౨౪ సం.ల వయస్సులోనే ఇతడు కళింగ రాజ్యాధినేత అయ్యాడు . కళింగులు నేటి ఉత్తరాంధ్ర , ఒడిషా ప్రాంతాలను పాలించిన రాజులు .
1/n Image
కొన్ని చోట్ల ఆంధ్ర , కళింగ శబ్దాలు ఒకదానికొకటి కూడా వాడబడ్డాయి . మౌర్య చక్రవర్తి అయిన అశోకుని కళింగ యుద్ధం క్రీ.పూ .255 లో జరిగింది . అది భారతదేశ చరిత్రలో ఒక ప్రధాన ఘట్టము . తరువాత అశోకుడు యుద్ధ మార్గాన్ని విడచి ధర్మాన్ని , శాంతిని ప్రధాన పాలనా విధానాలుగా చేకొన్నాడు .
2/n Image
అశోకుని సామ్రాజ్యం క్షీణించిన తరువాత క్రీశ౧౮౩లో ఖారవేలుడు కళింగరాజయ్యాడు.మౌర్య సామ్రాజ్యంపై తిరుగుబాటు చేసిన మొదటి స్వతంత్ర కళింగ రాజు ఇతడు.పాటలీపుత్రాన్ని పాలిస్తున్న పుష్యమిత్రుని ఓడించి మౌర్య రాజులు అంతకుముందు తీసుకువెళ్ళిన జైన విగ్రహాలను తిరిగి కళింగరాజ్యానికి తీసుకొచ్చాడు
3 Image
Read 9 tweets
9 Oct
ଉତ୍କଳମଣିଙ୍କ ପ୍ରିୟ ପ୍ରବାସ
******************
ଜୟନ୍ତୀ ଉପଲକ୍ଷେ:~

ଗଲାଥର ଆଲେଖ୍ୟ ରେ ପଢିଥିଲେ ଗୋପବନ୍ଧୁଙ୍କ ଦାରୀକଥା ଶୁଣା ବିଷୟ ରେ। ତେବେ ଚାଲନ୍ତୁ ଆଜି ପୁଣି କିଛି ଉତ୍କଳମଣିଙ୍କ ବିଷୟରେ ଶୁଣିବା। ପବିତ୍ର ପୁରୀ ଜିଲ୍ଲାର ସୁଆଣ୍ଡୋ ରେ ଜନ୍ମଗ୍ରହଣ କରିଥିବା ମହାନୁଭବ ଙ୍କ ପ୍ରିୟ ପ୍ରବାସ ଥିଲା ଗାରିମାମୟ ଗଞ୍ଜାମ
1/n
ଗଞ୍ଜାମର ମାଟି ପାଣି ଓ ପବନ କୁ ସେ ଅତି ଭଲ ପାଉଥିଲେ। ତାଙ୍କ ଜୀବନକାଳର ଅର୍ଦ୍ଧାଧିକ ଯାତ୍ରା ରେ ଗଞ୍ଜାମକୁ ଅଗ୍ରାଧିକାର ଦେବକଥା ଏହାର ପ୍ରମାଣ ଦିଏ।
କାରଣ ସେ ସର୍ବଦା ଗଞ୍ଜାମ ର ଓଡ଼ିଆ ପ୍ରୀତି ଓ ଗଞ୍ଜାମବାସୀ ଙ୍କ ଓଡିଆପଣକୁ ସାଦରେ ଭଲ ପାଉଥିଲେ।
ଏଭଳିକି ନିଜ କାବ୍ୟ କବିତା ରେ ମଧ୍ୟ ଏହାକୁ ପରିସ୍ଫୁଟନ କରିଥିଲେ
2/n
ଉପରୋକ୍ତ କେଇ ପଦ ଥିଲା ଉତ୍କଳମଣିଙ୍କ ବନ୍ଦୀ ର ସ୍ବଦେଶଚିନ୍ତା ପୁସ୍ତକରୁ।

ଏଥିରୁ ଜଣାପଡେ ଉତ୍କଳମଣି ଙ୍କ ଗଞ୍ଜାମ ପ୍ରତି ସ୍ଵୀୟ ଅନୁରାଗ। ଖାଲି ଏତିକି ନୁହେଁ ସେ ଅନେକ କାବ୍ୟ କବିତା ରେ ଗଞ୍ଜାମ ର ଏଭଳି ଗୁଣଗ୍ରାମ ବର୍ଣ୍ଣନା କରିଛନ୍ତି।

*ଚାଲନ୍ତୁ ପଢିବା ଗୋପବନ୍ଧୁଙ୍କ କାରାକବିତା ରୁ କିଛି ପଦ:~
3/n
Read 23 tweets
30 Sep
వంశధార నది~
*********
వంశధార నది ఒడిషా రాష్ట్రం లో , నియమగిరి పర్వత సానువులలో పుట్టింది . మొత్తం 230 కిలోమీటర్లు పొడవున పాఱుచున్నది.ఇందులో 150 కిలోమీటర్లు ఒడిషాలో ఉంది .ఆంధ్ర ప్రదేశ్లో శ్రీకాకుళం జిల్లా వద్ద మన ఆంధ్రలోనికి వచ్చి కళింగపట్నం అనే చోట బంగాళా ఖాతములో కలుస్తుంది
1/n Image
వంశధార దాదాపుగా 11,500 చదరపు కిలోమీటర్లు మేర ఆవరించి , శ్రీకాకుళం జిల్లా యొక్క ప్రధాన నీటి వనరులలో ఒకటిగా వాడుకోబదుతుంది . ఇప్పటిలోన దీనిపై కట్టించఁబడిన ఒకే యొక్క ఆనకట్ట గొట్టా ( శ్రీకాకుళం జిల్లా ) అను పిలువఁబడు చోటులో ఉంది . వంశధారానది గుఱించి చెప్పుకొనే ఒక కథ :
2/n Image
శ్రీకాకుళం జిల్లాలో పారాటునట్టి వంశధారానదియొక్క ఒక పాయకు కల కథనుఁబట్టి దక్షిణ సముద్ర తీరమున శ్వేతపురమనే పట్టణమును శ్వేతచక్రవర్తి ఏలుచుండేవాడు . ఆయనకు విష్ణుప్రియ అనే పేరుఁగల పెండ్లము ఉండేది . ఆమె మహా విష్ణు భక్తురాలు . ఆమె ఒకనాటి ఏకాదశి వ్రత దీక్షలో ఉండగా
3/n Image
Read 7 tweets
29 Sep
#Jayadeva_series
*Know the evidence of great Past~
The birthplace of the great twelfth-century Sanskrit cum Odia poet Jayadeva has been quite unknown to public,(I am not talking about researcher)
Even this had led to a bitter feud between some north states with odisha
1/n
In this particular series I want to explain you about Jayadeva's life time ,where & how his composition took place
*The evidences of Jaydeva found in 4 great Indian temple of Kalingotkala
Which showcase the movement of the Emperor Anantavarma Chodaganga Deva and SriJayadeva
2/n
people believe that he was a poet in eastern Indian state but don't know much about his life
*Jayadeva's ashtapadis are central to the repertoire of Odissi music, the trad. music of the state of Odisha.
Which is clearly reflects here in one of the oldest ancient manuscripts
3/n
Read 32 tweets
25 Sep
Uttara Andhra ~
Where you can find sweets rather than spicy and tangy food
************
ఈ ఉత్తరాంధ్ర ఊరింపులు ఉత్తరాంధ్రగా పిలిచే విశాఖ ,విజయనగరం , శ్రీకాకుళం జిల్లాల వంటల్లో ఎక్కువగా తీపి ప్రసిద్ధి. ఇక్కడ బెల్లం ఆవకాయ , ఆవపెట్టిచేసే పనసపొట్టు కూర బాగా పేరు.
1/n
Pc: మండసా sweet Image
స్వీట్లలో మాడుగుల హల్వా , మందస కోవా చాలా ఫేమస్ హల్వా .
*ఈ పేరు వింటే టక్కున గుర్తుకొచ్చేది విశాఖ జిల్లా మాడుగుల .
హల్వా అంటే మాడుగుల , మాడుగుల అంటే హల్వాగా కీర్తి పొందింది .
*వివిధ పదార్థాలతో వివిధ హల్వాలు తయారవుతున్నా , గోధుమలతో తయారయ్యే ఈ హల్వా ఒక్క మాడుగులకే సొంతం
2/n Image
మాడుగులలో దంగేటి ధర్మారావు ద్వారా హల్వా తయారీ వందేళ్ల క్రితమే ప్రారంభమైంది . ప్రస్తుతం ఈ గ్రామంలో 16 మంది మాత్రమే తయారీ దారులు ఉన్నారు . ఈ హల్వా తయారీ చాలా కష్టంతోనూ , ఓపికతోనూ కూడుకున్న పని . కోవా కేరాఫ్ మందస పిల్లల నుంచి పెద్దల వరకూ అందరూ ఇష్టపడేది పాలకోవా .
3/n Image
Read 5 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!