DrGynaec Profile picture
25 May, 10 tweets, 2 min read
ଗୁରୁତ୍ୱପୂର୍ଣ୍ଣ #Thread #ସୂତା #FAQ
୧/
ଲମ୍ବା ଓଷଦ ଲିଷ୍ଟଗୁଡା ବୁଲୁଚି SM ରେ। ମୁଁ କଣ ଖାଇବି?

-ଯେତକ ଓଷଦ ଲେଖାହେଇଚି ସେ ଲିଷ୍ଟଗୁଡାରେ, ସମସ୍ତଙ୍କୁ ଭୂତାଣୁ ଶକ୍ତ ବେଖାତିର କରେ
-୮୦%ରୁ ଅଧିକ ଲୋକ ଜରଥଣ୍ଡା ଥିଲେ ପାରାସିଟାମଲ୍ ଓ ସେଟିରିଜିନରେ ଭଲହେବେ
-ଲକ୍ଷଣ ଅନୁସାରେ ନାକବନ୍ଦ, କାଶ, ଝାଡା ପାଇଁ ଅନ୍ୟ ଓଷଦ ଲାଗିପାରେ
୨/
କଣ ଓଷଦ ଅଛି ତାହେଲେ?

-ଚିକିତ୍ସା ନିଶ୍ଚିତ ଅଛି
-କିନ୍ତୁ
ଆଜିଥ୍ରୋ
ଡକ୍ସି
ହାଇଡ୍ରକ୍ସିକ୍ଲୋରୋ
ଆଇଭରମେକ୍ଟ
ଫାବିପିରା
ଭେଟାମିନ...
ସବୁ ତଦ୍ରୁପ
-ସ୍ଥଳବିଶେଷରେ ଡାକ୍ତରୀ ପରାମର୍ଶରେ କେବଳ ବ୍ୟବହାର କରାଯାଏ
୩/
କେତେବେଳେ ଡାକ୍ତରଙ୍କୁ ଦେଖାଇବୁ? ଆଡମିସନ ଦରକାର?

-୬୦ବର୍ଷରୁ ଅଧିକ ଲୋକ ଯଦି ଡାଇବେଟିସ ବ୍ଲଡପ୍ରେସର ଶ୍ବାସ କ୍ୟାନସର କିଡନିରୋଗ ହାର୍ଟରୋଗ ଆଦି ଅଛି
-ଅନ୍ୟ କ୍ଷେତ୍ରରେ ୯୨%ରୁ ଅମ୍ଳଜାନ ଖସିଲେ
-ପାରାଲିସିସ ପରି ହେଲେ, ନେଳିଆ ପଡିଲେ, ଅଣନିଶ୍ବାସୀ ହେଲେ, ବାଉଳିଚାଉଳି ଓ କନଫ୍ୟୁଜ୍ଡ ହେଲେ...
୪/
ସହଜ ଶସ୍ତା ଘରୋଇ ଚିକିତ୍ସା କୁହନ୍ତୁ।

-ଜର ମୁଣ୍ଡବିନ୍ଧା ଘୋଳାବିନ୍ଧା ପାଇଁ ପାରାସିଟାମଲ୍
-ଥଣ୍ଡା ନାକବନ୍ଦ ପାଇଁ ସେଟିରିଜିନ
-ନାକପାଇଁ ଡ୍ରପ, ବାମ୍ଫ
-ତଣ୍ଟି ପାଇଁ ଉଷୁମପାଣି ଗର୍ଗଲିଂ
-ଝାଡା ପାଇଁ ORS, ଚିନିଲୁଣଲେମ୍ବୁପାଣି
୫/
ବ୍ଲାକ ଫଙ୍ଗସ ଓଡ଼ିଶା ଆସିଲାଣି?

-ଥିଲା, ଅଛି, ରହିବ
-ଏହା ଜଣଙ୍କ ଦେହରୁ ଆଉଜଣଙ୍କୁ ଡିଏଁନି
-ଡାଇବେଟିସର "ଶକ୍ତ ଆୟତ୍ତ" ଲୋଡା
-କେବଳ ଅମ୍ଳଜାନ କମିଲେହିଁ ଷ୍ଟିରଏଡ ଲୋଡା(ଡେକ୍ସୋନା ଦେଢମିଲି) ହପ୍ତେ ଖଣ୍ଡେ
-ଅଧିକଦିନ ଅମ୍ଳଜାନ ନେଉଥିଲେ ରିସ୍କ ରହେ
୬/
ହ୍ବାଇଟ ଫଙ୍ଗସ୍?

-ଦିହରେ ଥାଏ ସବୁବେଳେ
-ସହଜ ଚିକିତ୍ସା
-ଏ ପରିପ୍ରେକ୍ଷୀରେ ଅଧିକ ଗୁରୁତ୍ୱ ରଖେନି
-ନିରୁତା ହୋହଲ୍ଲା ପରି ଲାଗେ😂
୭/
ଆଇଭରମେକ୍ଟ ପ୍ରତିଷେଧକ ରୂପେ?

ଖାଇବାକୁ ଚାହୁଁଛ ଯଦି ଖାଉଥାଅ। କୋବିଡ଼ ନିୟମ ମାନିକି ଚଳୁଥାଅ। ଜରହେଲେ ଟେଷ୍ଟ କରିଦେବ, ଡେରି ନକରି।
୮/
ଅମ୍ଳଜାନ ଓଷଦ ଡାକ୍ତରଖାନା ଅଛି ନା?
ଶୁଣିଲି ହାସପାତାଳଗୁଡା ଲୁଟୁଛନ୍ତି?

-ଯଥେଷ୍ଟ ଅଛି। ଭୟର ଅବକାଶ ପ୍ରାୟ ନାହିଁ
-ନାହିଁ, ସେଗୁଡିକ ତୁଣ୍ଡବାଇଦ ଓ ନିରୁତା ଅଜ୍ଞାନତା। ତମେ ସରକାରୀ ହାସପାତାଳକୁ ନିଘା କର, ସହଜରେ ଭଲହେଇଯିବ
୯/
କେତେ ପରସେଣ୍ଟ ଲୋକ ରୋଗରେ ମରୁଛନ୍ତି?

-୯୯.୮୫% ଲୋକ ରୋଗରେ ଭଲ ହେଉଛନ୍ତି।
@threader_app compile

• • •

Missing some Tweet in this thread? You can try to force a refresh
 

Keep Current with DrGynaec

DrGynaec Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drgynaec

25 May
#FAQ on DM #Thread #ସୂତା
୧/
କୋଭାକ୍ସିନ୍ ନେଲେ ବିଦେଶ ଯାଇ ହେବନି?

ହା ହା😂😉। ସେମିତି କିଛି ବି ନୁହେଁ। ଏବେ ଗୁଡାଏ ଟୀକା ଦିଆହେଉଛି ବିବିଧ ଦେଶରେ ଓ ବହୁତ ଟୀକା ଆଗକୁ ଆସୁଛି। WHO ଦ୍ବାରା ଏବଂ ଅନ୍ୟ ଦେଶରେ emergency use ପାଇଁ ଦରଖାସ୍ତ କରି ସେମାନଙ୍କୁ ଅନୁମୋଦନ ଆଣିବାକୁ ହେବ, ସମୟ ଲାଗିପାରେ।
୨/
କୋଭାକ୍ସିନ୍ କାମ କରିବ ନା ଭେରିଆଣ୍ଟରେ?

ହଁ, ପାରମ୍ପରିକ ଇଆକ୍ଟିଭେଟେଡ ଟୀକା। ୱନ ଅଫ୍ ଦ ବେଷ୍ଟ। early reports ବି ଟୀକା ସପକ୍ଷରେ।
୩/
କୋଭାକ୍ସିନ୍ ୨ୟ ଡୋଜ୍?

୪ହପ୍ତା ପରେ ଯେବେ ମିଳିବ ନେବେ। ୨ୟ ଟୀକାର ସମୟ ଗଡିଲେ, ଟୀକାକରଣକୁ ନଲିଫାଏ କରାଯାଏନି। ଭୁଲରେ ଆଗରୁ ନେଇଯାଇଥିଲେ ବା ସମୟ ଗଡିଗଲାପରେ ନେଲେବି ସୁରକ୍ଷା ସୁନିଶ୍ଚିତ, ଭୁଲିବେନି।
Read 7 tweets
24 May
#FAQ #Thread ଟୀକା ଓ ଅନ୍ୟ ପ୍ରତିଷେଧକ ବିଷୟରେ
୧/
ଟୀକା ନେଇବି ରୋଗ ହେଉଛି !

୧୦୦୦୦ ଲୋକରେ ୨-୪ ଜଣଙ୍କୁ ହେବାର ସମ୍ଭାବନା। ତାହାବି ଗୁରୁତର ନୁହେଁ ବିଲକୁଲ୍। ମୃତ୍ୟୁ ନାହିଁ ବା ନଗଣ୍ୟ।
୨/
ଡାକ୍ତର ଚାଲିଯାଉଛନ୍ତି !

ନଗଣ୍ୟ। ଏକ୍ସୋପୋଜର ଅଧିକ ଡାକ୍ତରଙ୍କର। କୋମର୍ବିଡିଟିଜ୍ ବି ରହିଛି। ତଥାପି ଏହା ଅତ୍ୟନ୍ତ ବିରଳ ଓ ନଗଣ୍ୟ
୩/
କୋଭିସିଲ୍ଡ ?

୧୩୫ରୁ ଅଧିକ ଦେଶ ବ୍ୟବହାର କରୁଛନ୍ତି। ସବୁଠୁ ଅଧିକ ମିଳୁଥିବା ଟୀକା। ରୋଗକୁ ବହୁଦେଶରେ ଅଟକାଉଛି ଏ ଟୀକା।
Read 14 tweets
23 May
ଛୋଟିଆ #Thread #ସୂତା ଟିଏ କରିବା। #FAQ ଉପରେ।
୧/
ଗର୍ଭବତୀକୁ କୋବିଡ଼। ଲେବର୍ ପେନ୍ ଆରମ୍ଭ ହେଲାଣି। କେଉଁଠିକୁ ନେବା?

କୋବିଡ଼ ହାସପାତାଳରେ ଭର୍ତ୍ତି କର
୨/
ଛୁଆ ଜନ୍ମପରେ କେଉଁଠି ରହିବ?

ମା'ଠୁ ସଂକ୍ରମଣ ଭୟ ଥିବା ପର୍ଯ୍ୟନ୍ତ ଅଲଗା ରହିବ, SNCU ରେ
୩/
ଛୁଆର ପରୀକ୍ଷା?

ଜନ୍ମପରେ ସଙ୍ଗେ ସଙ୍ଗେ। ପଜିଟିଭ ହେଲେ କି ଦେହ ବେଶୀ ଖରାପ ହେଲେ କୋବିଡ଼ ହାସପାତାଳରେ ଆଡମିସନ
Read 10 tweets
16 May
#Thread #ସୂତା #FAQ
୧/
ପଜିଟିଭ ଆସିଚି। ଟିପ୍ସ ଦିଅନ୍ତୁ

ନିଅନ୍ତୁ
👇
-୧୦ଦିନ ଆଇସୋଲେସନରେ ରହି ଓଷଦ ଖାଇବ
-ସାଧାରଣ ଲକ୍ଷଣ ୧୦ଦିନପରେବି ରହିପାରେ
-ପେଟେଇ ଶୋଇବ
-ଅମ୍ଳଜାନ ମାପିବ
-୮ଦିନପରେ ସଂକ୍ରମଣ କ୍ଷୀଣ
-ନେଗେଟିଭ ପାଇଁ ଟେଷ୍ଟ କରିବନି
-ରିଇନଫେକସନ ବିରଳ, ଟୀକା ୩-୬ ମାସ ପରେ ନବ
-ଆଣ୍ଟିବଡି ୪-୬ମାସ ରହିବ, ଇମ୍ୟୁନିଟି ୧-୨ବର୍ଷ
୨/
ଆଣ୍ଟିଜେନ ପଜିଟିଭ ଅଛି। PCR କରିବି?

ପଜିଟିଭମାନେ ଷୋହଳ ଅଣା ରୋଗ। PCR confirmation ଅଦରକାରୀ। ନେଗେଟିଭ ହେବାକୁବି ଟେଷ୍ଟ କରିବନି। ଭଲହେଲାପରେବି ଆଣ୍ଟିବଡି ମାପିବନି। ୩-୬ ମାସପରେ ଟୀକା ନେବ। ରିଇନଫେକସନ ବିରଳ ଓ ପ୍ରାୟତଃ ସାଧାରଣ।
୩/
କାଲି ସାଙ୍ଗପାଖରେ ବସିଥିଲି। ଆଜି ତାହାର ପଜିଟିଭ? ଭାବୁଚି PCR କରିବି।

ନାହିଁ। ୧୪ଦିନ କ୍ବାରାଣ୍ଟାଇନରେ ରୁହ। ଲକ୍ଷଣ ଆସିଲେ RAT କରିବ, ନହେଲେ ନାହିଁ। ଶକ୍ତ ଲକ୍ଷଣରେ RAT ନେଗେଟିଭରେ PCR କରିବ। ଲକ୍ଷଣ ନଆସିଲେ ଟେଷ୍ଟକରିବା ବା ମଝିରେ କ୍ବାରାଣ୍ଟାଇନ ଭାଙ୍ଗିବାରେ ସମାନ କ୍ଷତି। ୫-୧୦ଦିନ ମଧ୍ୟରେ ଅପାରଗସ୍ଥଳେ ପରୀକ୍ଷା କରିପାର।
Read 9 tweets
14 May
ଅପେକ୍ଷାରେ ଥିବା ଟୀକା #Thread #ସୂତା। ଏଇବର୍ଷ ଶେଷସୁଦ୍ଧା ଭାରତୀୟ ବଜାରରେ ମିଳିବାକୁ ଆଶାଥିବା ପ୍ରତିକ୍ଷିତ ଟୀକା। (ଏବେଯାଏଁ ପ୍ରଥମ ୩ଟାକୁ ଅନୁମତି ମିଳିସାରିଛି)।
୧/
କୋଭାକ୍ସିନ୍
ଭାରତ ବାୟୋଟେକ୍-ICMR
୮୦% ଏଫିକାସୀ,୨ଡୋଜ,୪-୬ହପ୍ତା
୬୦୦/୧୨୦୦ ରେଟ୍
ଇନାକ୍ଟିଭେଟେଡ୍ ପାରମ୍ପରିକ ଘରୋଇ ଟୀକା
୨/
କୋଭିସିଲ୍ଡ
ସିରମ୍ ଇନଷ୍ଟିଚିଉଟ-ଆଷ୍ଟ୍ରାଜିନିକା
୭୦% ଏଫିକାସୀ,୨ଡୋଜ,୧୨-୧୬ହପ୍ତା
୪୦୦/୬୦୦ରେଟ
ଭେକ୍ଟର ଟୀକା
୩/
ସ୍ପୁଟନିକ ଭି
ଗାମାଳେୟ ରୁଷ-ଡଃ ରେଡି
୯୦%ଏଫିକାସୀ, ଅଲଗା ୨ଡୋଜ୍,୩ହପ୍ତା
୧୦୦୦/କମିପାରେ
ଭେକ୍ଟର ଟୀକା
Read 9 tweets
14 May
ସ୍ପୁଟନିକବି ବିଷୟରେ କିଛି ପ୍ରଶ୍ନୋତ୍ତର #FAQ #Thread #ସୂତା Sputnik V
୧/
କି ପ୍ରକାର ଟୀକା?

ଭାଇରାଲ ଭେକ୍ଟର । ୨ପ୍ରକାର ଆଡେନୋଭୂତାଣୁ ବ୍ୟବହୃତ। ରୁଷର ଟୀକା। ଏପଟେ ଡଃ ରେଡି ଫେଜ ୩ ଟ୍ରାଏଲ କରିଛି। ଏବେ ମଗାଉଛି। ଆଗକୁ ତିଆରିକରିବ। ୫-୭ ଅଲଗା କମ୍ପାନୀ ବି ତିଆରି କରିପାରନ୍ତି।
୨/
ଅଲଗା କି?

ହଁ। ୨ଟା ଡୋଜ୍ ଅଲଗା। ୨ଟା ଅଲଗା ଭାଇରାଲ ଭେକ୍ଟର। ତେଣୁ ଏଫିକାସୀ ଅଧିକ ବୋଲି ହୁରି ପଡିଚି। ୨ୟ ଡୋଜକୁ ୧ମ ଡୋଜ୍ ପରେ କଳ୍ପିତ ରେଜିଷ୍ଟାନ୍ସ କମ୍। ତେଣୁ ଇମ୍ୟୁନିଟି ଏଫିକାସୀ ୯୦% ଉପରେ।
୩/
କେମିତି ନିଅନ୍ତି?

୩ହପ୍ତା ବ୍ୟବଧାନରେ ୦.୫ମିଲି ୨ ଡୋଜ୍। ପ୍ରଥମ ଓ ୨ୟ ଡୋଜ୍ ଅଲଗା। ତେଣୁ ତିଆରି ପାଇଁ ସମୟ ମଧ୍ୟ ଅଧିକ ଲାଗିପାରେ।
Read 9 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(