#Thread #ସୂତା #FAQ
୧/
ପଜିଟିଭ ଆସିଚି। ଟିପ୍ସ ଦିଅନ୍ତୁ

ନିଅନ୍ତୁ
👇
-୧୦ଦିନ ଆଇସୋଲେସନରେ ରହି ଓଷଦ ଖାଇବ
-ସାଧାରଣ ଲକ୍ଷଣ ୧୦ଦିନପରେବି ରହିପାରେ
-ପେଟେଇ ଶୋଇବ
-ଅମ୍ଳଜାନ ମାପିବ
-୮ଦିନପରେ ସଂକ୍ରମଣ କ୍ଷୀଣ
-ନେଗେଟିଭ ପାଇଁ ଟେଷ୍ଟ କରିବନି
-ରିଇନଫେକସନ ବିରଳ, ଟୀକା ୩-୬ ମାସ ପରେ ନବ
-ଆଣ୍ଟିବଡି ୪-୬ମାସ ରହିବ, ଇମ୍ୟୁନିଟି ୧-୨ବର୍ଷ
୨/
ଆଣ୍ଟିଜେନ ପଜିଟିଭ ଅଛି। PCR କରିବି?

ପଜିଟିଭମାନେ ଷୋହଳ ଅଣା ରୋଗ। PCR confirmation ଅଦରକାରୀ। ନେଗେଟିଭ ହେବାକୁବି ଟେଷ୍ଟ କରିବନି। ଭଲହେଲାପରେବି ଆଣ୍ଟିବଡି ମାପିବନି। ୩-୬ ମାସପରେ ଟୀକା ନେବ। ରିଇନଫେକସନ ବିରଳ ଓ ପ୍ରାୟତଃ ସାଧାରଣ।
୩/
କାଲି ସାଙ୍ଗପାଖରେ ବସିଥିଲି। ଆଜି ତାହାର ପଜିଟିଭ? ଭାବୁଚି PCR କରିବି।

ନାହିଁ। ୧୪ଦିନ କ୍ବାରାଣ୍ଟାଇନରେ ରୁହ। ଲକ୍ଷଣ ଆସିଲେ RAT କରିବ, ନହେଲେ ନାହିଁ। ଶକ୍ତ ଲକ୍ଷଣରେ RAT ନେଗେଟିଭରେ PCR କରିବ। ଲକ୍ଷଣ ନଆସିଲେ ଟେଷ୍ଟକରିବା ବା ମଝିରେ କ୍ବାରାଣ୍ଟାଇନ ଭାଙ୍ଗିବାରେ ସମାନ କ୍ଷତି। ୫-୧୦ଦିନ ମଧ୍ୟରେ ଅପାରଗସ୍ଥଳେ ପରୀକ୍ଷା କରିପାର।
୪/
୧୦ଦିନ ଗଡିଲାଣି। ଦେହଟା ଜରୁଆଜରୁଆ ନାଗୁଚି। ବଳପାଉନି। ଥଣ୍ଡା ଅଛି। ଧଇଁସଇଁ ନାଗୁଚି। କଣ କରିବା?

-ଆଇସୋଲେସନ ଭାଙ୍ଗ
-ଡାକ୍ତର ଦେଖାଅ
-ଓଷଦ ଖାଅ, ଅମ୍ଳଜାନ ମାପୁଥାଅ
-ଆଉ ଟେଷ୍ଟ କରନି
-ଥଣ୍ଡା ୨-୩ ହପ୍ତା ରହିପାରେ
-ଧଇଁସଇଁ ୧-୨ମାସବି ଅଳ୍ପ ରହିପାରେ
-ଭଲ ଖାଦ୍ୟ ଖାଅ। ଦେହର ଯତ୍ନ ନିଅ
୫/
୨ଥର ପଜିଟିଭ ହେଇଚି। ଟୀକା ଆଉ କାହିଁକି ନେବି?

-ତମ ୨ଥର ପଜିଟିଭ ଫଣ୍ଡା ଭୁଲ ଥାଇପାରେ। PCR ରିପିଟ୍ କଲେ, ବେଶ୍ କିଛି ମାସ ଆଉଥରେ ପଜିଟିଭ ଆସିବ
-ଭଲହେଲାପରେବି ଆଣ୍ଟିବଡି ଲେବଲ୍ ବହୁ କ୍ଷେତ୍ରରେ କମ୍ ଥାଏ। ଆଣ୍ଟିବଡି ଲେବଲକୁ ପ୍ରେଡିକ୍ଟ କରିବାବି ବଡ଼କଷ୍ଟ
-ଟୀକାନେଲାପରେ ଆଣ୍ଟିବଡି ଲେବଲ, ବହୁମାତ୍ରାରେ ବଢେ। ନିଶ୍ଚିତ ରକ୍ଷା
୬/
ଟୀକା କାହିଁକି ନେବା? ଏମିତି ରୋଗ ହେଇହେଇ ହର୍ଡ ଇମୁନିଟି ହେଇଯିବ।

-ଏକଥାର ଅର୍ଥ, ଠିକ୍ ଯୁଦ୍ଧ ବନ୍ଦପାଇଁ ଯବାନ ସରିବାଯାଏଁ ଅପେକ୍ଷା କରିବା ଭଳି
-ଟୀକା ନିର୍ବିକଳ୍ପ
-ଯାହା ମିଳୁଚି ନେଇଯାଅ
-ଦୁସରା ଟୀକାକୁ ଲୋଭ କରନି
-ଟୀକାନେଲାପରେବି ସତର୍କ ରୁହ
-ପଜିଟିଭ ଲୋକସହ

ଘରେବାହାରେ
ପାଖାପାଖି
ବିନାତୁଣ୍ଡିରେ
ଅଧିକସମୟ
ଗପିଲେ

ରୋଗହେବ
୭/
ଶୁଣିଲି, ବ୍ଲାକଫଙ୍ଗସ୍ ଓଡ଼ିଶା ଆସିଲାଣି।

ହାହା, ସେ ଆବହମାନ କାଳରୁ ଅଛି। ଆମରି ପାଖରେ ଅଛି। ଖତ, ଗୋବର, ପଚାସଢା ଫଳମୂଳପନିପରିବା, ସନ୍ତରା ମାଟି, ପଚା ପତ୍ର, ସନ୍ତସନ୍ତିଆ ଚଟାଣ...। ରୋଗପ୍ରତିରୋଧକ ଶକ୍ତି ଯଥେଷ୍ଟ କମିବାସହ ଅସନାଅଯତ୍ନ କଲେ ହୋଇପାରେ।
୮/
ଲକ୍ଷଣ ଥିଲେବି ଟେଷ୍ଟିଂ କିଟ୍ ମିଳୁନି!

ଯଦି ହେଇପାରୁଚି, ନିଶ୍ଚିତ ଟେଷ୍ଟ କରାଅ। ହାଇଲେବଲ କମ୍ୟୁନିଟି ଟ୍ରାନ୍ସମିସନରେ ରୋଗ ବୋଲି ଭାବି ଲକ୍ଷଣ ଆରମ୍ଭରୁ ୧୦ଦିନ ଅଲଗାରୁହ। ଓଷଦଶଖାଅ। କିଛି ଅସୁବିଧା ହେଲେବି ଆଡମିସନ ସୁବିଧା ରହିଛି। ଫ୍ୟାନ୍ସି ବ୍ଲଡ ଟେଷ୍ଟ ଓ CT Scan କରନି।
୯/
କୋବିଡ଼ ତାକୁ କିଏ ଦେଲା?

ତାର ଅତି ପରିଚିତ ବନ୍ଧୁ ସଖା ସହକର୍ମୀ ସହୋଦର ଜ୍ଞାଜିପରିଜନ... କେହି ଦେଇଥିବ। ପାଖାପାଖି ଗୋଟେ ଘରେ ବା ବାହାରେ ବସି ବିନା ତୁଣ୍ଡିରେ ବହୁଅଧିକ ସମୟ ପ୍ରେମାଳାପ କରିଥିବେ। ଛୁଆଁଛୁଇଁ ଓ ବାହାରୁ ସଂକ୍ରମଣର ସମ୍ଭାବନା କମ୍।

• • •

Missing some Tweet in this thread? You can try to force a refresh
 

Keep Current with DrGynaec

DrGynaec Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drgynaec

14 May
ଅପେକ୍ଷାରେ ଥିବା ଟୀକା #Thread #ସୂତା। ଏଇବର୍ଷ ଶେଷସୁଦ୍ଧା ଭାରତୀୟ ବଜାରରେ ମିଳିବାକୁ ଆଶାଥିବା ପ୍ରତିକ୍ଷିତ ଟୀକା। (ଏବେଯାଏଁ ପ୍ରଥମ ୩ଟାକୁ ଅନୁମତି ମିଳିସାରିଛି)।
୧/
କୋଭାକ୍ସିନ୍
ଭାରତ ବାୟୋଟେକ୍-ICMR
୮୦% ଏଫିକାସୀ,୨ଡୋଜ,୪-୬ହପ୍ତା
୬୦୦/୧୨୦୦ ରେଟ୍
ଇନାକ୍ଟିଭେଟେଡ୍ ପାରମ୍ପରିକ ଘରୋଇ ଟୀକା
୨/
କୋଭିସିଲ୍ଡ
ସିରମ୍ ଇନଷ୍ଟିଚିଉଟ-ଆଷ୍ଟ୍ରାଜିନିକା
୭୦% ଏଫିକାସୀ,୨ଡୋଜ,୧୨-୧୬ହପ୍ତା
୪୦୦/୬୦୦ରେଟ
ଭେକ୍ଟର ଟୀକା
୩/
ସ୍ପୁଟନିକ ଭି
ଗାମାଳେୟ ରୁଷ-ଡଃ ରେଡି
୯୦%ଏଫିକାସୀ, ଅଲଗା ୨ଡୋଜ୍,୩ହପ୍ତା
୧୦୦୦/କମିପାରେ
ଭେକ୍ଟର ଟୀକା
Read 9 tweets
14 May
ସ୍ପୁଟନିକବି ବିଷୟରେ କିଛି ପ୍ରଶ୍ନୋତ୍ତର #FAQ #Thread #ସୂତା Sputnik V
୧/
କି ପ୍ରକାର ଟୀକା?

ଭାଇରାଲ ଭେକ୍ଟର । ୨ପ୍ରକାର ଆଡେନୋଭୂତାଣୁ ବ୍ୟବହୃତ। ରୁଷର ଟୀକା। ଏପଟେ ଡଃ ରେଡି ଫେଜ ୩ ଟ୍ରାଏଲ କରିଛି। ଏବେ ମଗାଉଛି। ଆଗକୁ ତିଆରିକରିବ। ୫-୭ ଅଲଗା କମ୍ପାନୀ ବି ତିଆରି କରିପାରନ୍ତି।
୨/
ଅଲଗା କି?

ହଁ। ୨ଟା ଡୋଜ୍ ଅଲଗା। ୨ଟା ଅଲଗା ଭାଇରାଲ ଭେକ୍ଟର। ତେଣୁ ଏଫିକାସୀ ଅଧିକ ବୋଲି ହୁରି ପଡିଚି। ୨ୟ ଡୋଜକୁ ୧ମ ଡୋଜ୍ ପରେ କଳ୍ପିତ ରେଜିଷ୍ଟାନ୍ସ କମ୍। ତେଣୁ ଇମ୍ୟୁନିଟି ଏଫିକାସୀ ୯୦% ଉପରେ।
୩/
କେମିତି ନିଅନ୍ତି?

୩ହପ୍ତା ବ୍ୟବଧାନରେ ୦.୫ମିଲି ୨ ଡୋଜ୍। ପ୍ରଥମ ଓ ୨ୟ ଡୋଜ୍ ଅଲଗା। ତେଣୁ ତିଆରି ପାଇଁ ସମୟ ମଧ୍ୟ ଅଧିକ ଲାଗିପାରେ।
Read 9 tweets
11 May
#FAQ on Vaccination #Thread #ସୂତା
(ବାରମ୍ବାର ଶୁଣୁଥିବା ପ୍ରଶ୍ନର ଉତ୍ତର)

୧/
କୋଭିସିଲ୍ଡ ସେକେଣ୍ଡ ଡୋଜ କେବେ?

-୬-୮ ସପ୍ତାହରେ ମିଳିଲେ ନେବେ
-୪-୧୨ ସପ୍ତାହରେ ନେଇହେବ
-୪ସପ୍ତାହ ପୂର୍ବରୁ ଭୁଲରେ ନେଇଗଲେ, ରିପିଟ୍ କରିବେନି
-୧୨ସପ୍ତାହ ପରେ ଡେଇଁଲେ, ଯେତେ ଜଲଦି ମିଳିବ ନେବେ

କୋଭାକ୍ସିନ୍?

-୪ସପ୍ତାହପରେ ଯେବେ ଜଲଦି ମିଳିବ
୨/
ବୁଷ୍ଟର? ଯଦି ମିଳିଲା ମୋଫତରେ?
ବୁଷ୍ଟର ଏକ୍ଷେତ୍ରରେ ନାହିଁ। ଦୁଇଟା ଫାଇନାଲ୍।

ପ୍ରେଗାନିଉଜ୍?
ନୋ !

ଟୀକାନେଇକି ପିଲାପିଲି ପାଇଁ ଚେଷ୍ଟା କରିହେବନା?
ପାରିବେ।
୩/
ଗୋଟେ କୋଭିସିଲ୍ଡ ନେଇକି ତାପରେ କୋଭାକ୍ସିନ୍?
ନାହିଁ, ବଦଳେଇ ହେବନି।

୨ଟା କୋଭିସିଲ୍ଡ ପରେ କୋଭାକ୍ସିନ୍?
ନାହିଁ, ଏବେ ଦରକାର ନାହିଁ।

କୋଭିସିଲ୍ଡ/କୋଭାକ୍ସିନ୍ ପରେ ଆଉ କିଛି ଭଲ?
ନାହିଁ। ବିଲକୁଲ୍ ନୁହେଁ ଏବେ।
Read 9 tweets
9 May
DM/WA ସନ୍ଦେହକୁ ନେଇ #FAQ #Thread

୧/
ପ୍ରତିଷେଧକ?

-It is vaccine ଟୀକା only

-Hydroxychloroquine weekly ର ଫଳ ଅଜଣା

-Ivermectin 12mg, ୩ ଦିନ ଅନ୍ତରରେ ୨ ଡୋଜ, ମାସକୁ ଥରେ, ଫଳ ଅଜଣା

-Arsenicum album 30C, 4 globules of size 30, BBF, 3 days, repeat after 3 wks, ଫଳ ଅଜଣା

-କାଢା ହଳଦୀଦୁଧ ଫଳ ଅଜଣା
୨/
ପରାମର୍ଶ?

-ଟୀକା ଟୀକା ଏଣ୍ଡ ଓନଲି ଟୀକା

-ତା ଛଡା
ସାମାଜିକ ଦୂରତା, ୬ଫୁଟରୁ ଅଧିକ
ଡବଲ ମାସ୍କ ନହେଲେ N95 ଢଙ୍ଗରେ ପିନ୍ଧିବା
ବାରବାର ସାବୁନରେ ଭଲକରି ହାତଧୁଆ
ସାନିଟାଇଜର ବ୍ୟବହାର

-ଯେଉଁମାନେ ଟୀକା ନେଇନାହାନ୍ତି, ସେମାନେ ଅନ୍ୟ ପ୍ରତିଷେଧକ ଚାଲୁ ରଖିପାରିବେ। କିନ୍ତୁ ମିଳିଲେ ତୁରନ୍ତ ଟୀକା ନେବେ, ଟୀକା ନିର୍ବିକଳ୍ପ
୩/
ଟୀକା ସତରେ ଦେଉଚନି ନା?

ବିଲକୁଲ୍ ଦିଆହେଉଛି। ଏହା ସତ୍ୟ। ସନ୍ଦେହର ଅବକାଶ ନାହିଁ। ଭାଏଲ ଖୋଲାହେଇ ଦଶ-ଏଗାର ଜଣକୁ ଦିଆହେଉଛି। ତମେ ୟା ତା' କଥାରେ ପଡି ଭାସି ଯାଅନି, ଟୀକା ନିଅ।
Read 9 tweets
8 May
#କଳାକବକ #ମ୍ୟୁକରମାଇକୋସିସ #ସୂତା #Thread
(ପ୍ର: ମିତ୍ରଙ୍କସହ କଥାହେବାପରେ, ବଡ଼ଭାଇ ଜାଣନ୍ତି ତାଙ୍କୁ)

ଏହା ଏକ ସୁବିଧାବାଦୀ ବା ଅପର୍ଚୁନିଷ୍ଟିକ ମାରାତ୍ମକ କବକ ସଂକ୍ରମଣ
୧/
କେଉଁଠି ଦେଖାଯାଏ?

-ରୋଗପ୍ରତିରୋଧକ ଶକ୍ତି କମ୍ ଥିଲେ
-ଅଣାୟତ୍ତ ମଧୁମେହ
-କୋଭିଡ ଚିକିତ୍ସାରେ
-ଅଧିକ ଦିନ ଅମ୍ଳଜାନ ନେଲେ
-ଭେଣ୍ଟିଲେଟରରେ ରହିଲେ
୨/
କୋଭିଡ଼ରେ କାହିଁକି?

-ଷ୍ଟିରଏଡ ବ୍ୟବହାର ଇମ୍ୟୁନିଟି କମାଏ
-ଟୋସିଲିଜୁମାବ ଇମ୍ୟୁନୋମଡୁଲେଟର ବ୍ୟବହାର
-ଭେଣ୍ଟିଲେଟରରେ ରହିବା ବା ଅଧିକ ଦିନ ଅମ୍ଳଜାନ ନେବାରେ ହ୍ୟୁମିଡିଫାୟର ର ବ୍ୟବହାର
୩/
କେଉଁ କୋଭିଡ଼ ରୋଗୀଙ୍କ ବିପଦ ଅଧିକ?

-ଅଣାୟତ୍ତ ଡାଇବେଟିସ ଥିଲେ
-ଯଥେଷ୍ଟ ଅଧିକ ଦିନ ଆଇସିୟୁ ରେ ରହୁଥିଲେ
-ଓଦା ସର୍ଫେସ୍ ର ଲମ୍ବା ଓକ୍ସୋପୋଜର୍
-ଅତ୍ୟଧିକ ଷ୍ଟିରଏଡ ଓ ଟୋସିଲିଜୁମାବ, ଇଟୋଲିଜୁମାବ, ଇଣ୍ଟରଫେରନ ବ୍ୟବହାର
Read 14 tweets
23 Oct 20
#Thread #ଭ୍ୟାକ୍ସିନ୍ #ମଠଗାଥା
୧]
"ତୁ ମତେ କେତେ ଭଲ ପାଉ?" ବୋଲି ସେ ହଠାତ୍ ପଚାରିଦେଲା। ହଡବଡେଇ ଗଲା ନାୟକ, ଇଏ କି ଅଗ୍ନିପରୀକ୍ଷା! ପାଟିରୁ ତା'ର ବାହାରିଗଲା- "ମୋତେ ଭ୍ୟାକ୍ସିନ୍ ମିଳିଲେ, ମୁଁ ନନେଇ, ତତେ ହିଁ ଦେଇଦେବି!
୨]
ନାୟକ ନାୟିକା, ଦେଖାହେବା ବାହାନାରେ ଅନ୍ତରଙ୍ଗ ମୁହୂର୍ତ୍ତ କିଛି କାଟିବାକୁ କେବେବି ଭୁଲନ୍ତିନି। ଆଜି ହଠାତ୍ ସବୁ ଯେମିତି ବଦଳିଯାଇଥିଲା। ନାୟିକାର ଚରମବାଣୀ- "ମୋତେ ଛୁଅଁ, ମନା ନାହିଁ। କିନ୍ତୁ ମୋ ଓଠକୁ ଛୁଇଁବାକୁ ହେଲେ, ଭ୍ୟାକ୍ସିନ୍ ନିଅ!
୩]
ନାୟକର ସହରରେ କେବଳ ବୃଦ୍ଧ, ରୋଗୀ ଓ ଶିଶୁମାନଙ୍କୁ ଭ୍ୟାକ୍ସିନ୍ ମାଗଣାରେ ମିଳୁଥିଲା। ଭୟଭୀତ ଥିଲା ସେ। କୌଣସି ଉପାୟରେ ହାତଗୁଞ୍ଜା ଦେଇ, ବାପାମା'ଙ୍କର ବୟସଟାକୁ ବଢେଇଦେଲା ନାୟକ।
Read 13 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(