#Thread
ଗଜପତି କପଳେନ୍ଦ୍ର ଦେବଙ୍କ ସାମ୍ରାଜ୍ୟ ର ଆକାର ସମ୍ପର୍କିତ କିଛି ଭୁଲ୍ ଧାରଣା ଉଭୟ ଓଡ଼ିଆ ଏବଂ ଅଣଓଡିଆ ମାନଙ୍କ ଭିତରେ ରହିଅଛି। ମୁଁ କିଛି ମାନଚିତ୍ର ଏହା ଉପରେ ଦେଖିଲି ଯେଉଗୁଡ଼ିକରେ ତ୍ରୁଟି ରହିଛି କିମ୍ବା ପୁରୁଣା ତଥ୍ୟ ଉପରେ ଆଧାରିତ। ଚେଷ୍ଟା କରିଥିଲି ସେଥିରେ ପରିବର୍ତ୍ତନ ଆଣିବାକୁ କିନ୍ତୁ ଟୁଇଟର ରେ reply ଦେଇକି 1/n
ତାହା ସମ୍ଭବ ନୁହଁ, କାରଣ ଆମ ପାଖେ ଶବ୍ଦ ଲିମିଟ ଅଛି ଏବଂ ସେଥିରେ ବୁଝାଇବା କଷ୍ଟକର। ସେଥିଲାଗି ବୃଥା ଚେଷ୍ଟା ନ କରି ଏହି ସୂତଟି ଲେଖୁଛି। ପାଠକ ମାନଙ୍କୁ ଅନୁରୋଧ ନିଜର ମତାମତ ରଖିବେ।
ପ୍ରଥମେ କେତୋଟି assumption ଏବଂ disclaimer ମୁଁ କହି ରଖେ।
Disclaimer: ଭାରତୀୟ ଇତିହାସ ବିଷୟରେ ଆମ ପାଖରେ ବହୁତ୍ କମ 2/n
ତଥ୍ୟ ହିନ୍ଦୁ ସୋର୍ସ ରେ ରହିଛି। ତେଣୁ 500 ବର୍ଷ ତଳର କୌଣସି ସାମ୍ରାଜ୍ୟ ର ଆକାର ନିର୍ଣ୍ଣୟ କରିବା ଅତ୍ୟନ୍ତ କଷ୍ଟକର। ତାହାପୁଣି ଯେତେବେଳେ ସାମ୍ରାଜ୍ୟ ର ସୀମା ବହୁବାର ପରିବର୍ତ୍ତନ ହେଉଥିବାର ଉଦାହରଣ ଅଛି। ତେଣୁ Ancient,classical even early mediaeval ସମୟ ର ସମସ୍ତ ସାମ୍ରାଜ୍ୟ ର ଆକାର ଏକ intelligent guess work 3/n
ବୋଲି ଆମେ କହିପାରିବା। ଉଦାହରଣ ସ୍ୱରୂପ ମୋର୍ଯ, ଗୁପ୍ତ, ଚୋଳ ଇତ୍ୟାଦି ସାମ୍ରାଜ୍ୟ ପ୍ରକୃତରେ କେତେବଡ ଥିଲା ତାହା ତର୍କ ର ବିଷୟ। ଇତିହାସ ଲେଖା ସର୍ବଦା bias ଥାଏ। ଐତିହାସିକ ନିଜ ନିଜ bias ଅନୁସାରେ ଇତିହାସ କୁ ରୂପ ଦେଇଥାଏ। ତେଣୁ ସାମ୍ରାଜ୍ୟ ର ଆକାର ମଧ୍ୟ ସେହିପରି ଭାବରେ ଐତିହାସିକ କହୁଥାଏ।
କପିଳେନ୍ଦ୍ର ଙ୍କ 4/n
ସାମ୍ରାଜ୍ୟ ମଧ୍ୟ ବିଭିନ୍ନ ପ୍ରକାର bias ra ଶିକାର। କିନ୍ତୁ ଦୁଃଖ ର ବିଷୟ କୌଣସି ଓଡ଼ିଆ ଲେଖକ ଓଡ଼ିଶା ର ଏହି ମହାନ ଶାସକଙ୍କ ଉପରେ ବେଶୀ ଲେଖିନାହାନ୍ତି କିମ୍ବା ଯାହା ଲେଖିଛନ୍ତି ତାକୁ ସେତେ ଗୁରୁତ୍ଵ ଦିଆ ଯାଇନାହିଁ। ତେଣୁ ଓଡିଆ ମାନେ ଯାହା ପଢ଼ିଛନ୍ତି ତାହା ମୁଖ୍ୟତଃ ବାହାର ଲେଖକଙ୍କ ଦ୍ଵାରା ତେଣୁ ତାକୁ ଆମେ ସାମାନ୍ୟ careful5/n
ହେବ କଥା।
Assumptions: ଯେ କୌଣସି ସାମ୍ରାଜ୍ୟ ର 3 ପ୍ରକାର ର ମାନଚିତ୍ର ବନେଇହେବ।
1.ଜାଣେ ରାଜା କେତେ ବଡ଼ ସାମ୍ରାଜ୍ୟ rule କରୁଥିଲେ
2. ଜଣେ ରାଜା ତାଙ୍କ maximum extent କେତେ area capture କରିଥିଲେ।(conquest)
3. ତୃତୀୟ ଟି areas he raided

ବେଳେବେଳେ ପ୍ରାଥମିକ ସୋର୍ସ ନଥିବାରୁ ତିନୋଟିକୁ ଅଲଗା 6/n
କରିବା କଷ୍ଟ। କପିଳେନ୍ଦ୍ର ଙ୍କ କ୍ଷେତ୍ର ରେ ମଧ୍ୟ ସେମିତି।
ଦ୍ବିତୟତଃ କୌଣସି area ରାଜା ଜୟ କରିଥିଲେ କି ନାହିଁ ତାହା ମୁଖ୍ୟତ ଶିଳା/ତାମ୍ର ଲେଖା, ସମସାମୟିକ ଲୋକାଲ ସୋର୍ସ, ଶତ୍ରୁପକ୍ଷର ଲେଖା ଇତ୍ୟାଦି ମାଧ୍ୟମରେ ମିଳେ। ମୁଁ ପ୍ରଥମତଃ ସେଇ ପ୍ରାଥମିକ ଲେଖା ମାନକ ଉପରେ ନିର୍ଭର କରିବି। ଏବଂ ଯଦି କିଛି corroborative ପ୍ରମାଣ 7/n
ମିଳେ ତେବେ ହିଁଯାଇ କୌଣସି ସୋର୍ସ କୁ ଗ୍ରହଣ କରିବାର ଚେଷ୍ଟା କରିବି।
ମୁଁ ଆଗରୁ କହି ରଖିଛି କିଛି ଐତିହାସିକ ନିଜର biasness ଅଳ୍ପ ବହୁତ୍ ଦେଖାଇଛନ୍ତି (ଉଦାହରଣ ସ୍ୱରୂପ ସମାନ ପ୍ରକୃତିର ପ୍ରମାଣ କପିଳେନ୍ଦ୍ର ଙ୍କ କ୍ଷେତ୍ରରେ ଇଗ୍ନୋର ହେଇଚି କିନ୍ତୁ ଅନ୍ୟ ମାନକ କ୍ଷେତ୍ରରେ ନୁହଁ) ତଥାପି ମୁଁ ସେଗୁଡିକ ଦେଖାଇବାକୁ ଚେଷ୍ଟା କରିବି। 8/n
କପିଳେନ୍ଦ୍ର ଙ୍କ ସାମ୍ରାଜ୍ୟ ତାଙ୍କ ଶୀର୍ଷ ସମୟରେ:
ଉତ୍ତର ସୀମା: କପିଳେନ୍ଦ୍ର ନିଜର ଜଗନ୍ନାଥ ମନ୍ଦିର ଶିଳା ଲେଖା ରେ ନିଜକୁ ଗୌଦେଶ୍ୱର ବୋଲି କହିଛନ୍ତି। ସେଥିରେ ସେ ମାଲିକ ପରିଶା ଙ୍କୁ ପରାସ୍ତ କରିଥିବା କଥା କହିଛନ୍ତି। ଏଠାରେ କଥା ଉଠୁଚି ଗଉଡ କହିଲେ କେଉଁଟି ଏବଂ ତାଙ୍କ ସାମ୍ରାଜ୍ୟ କେଟେବଡ ହେଇଥାଏ ଏହି ବିଜୟ ପରେ।
9/n
ପ୍ରାଥମିକ ସୋର୍ସ:
1. ମାଦଳା ପାଞ୍ଜି ର ବିଶ୍ଳେଷଣ: ମାଦଳା ପାଞ୍ଜି ହିସାବରେ କପିଳେନ୍ଦ୍ର ନିଜର 3rd ଅଙ୍କ ରେ ଗଙ୍ଗା ସ୍ନାନରେ ଗଲେ ଏବଂ ଗାଆଁ ଦାନ କଲେ. ଗଙ୍ଗା ମାନେ ଏଠାରେ ହୁଗୁଳୀ ନଦୀ ଯାହା ବର୍ତ୍ତମାନର ହାୱଡା, ହୁଗୁଳୀ ଏବଂ South 24 ପ୍ରଗଣା ଜିଲ୍ଲାରେ ଯାଏ। ସେହିପରି ନିଜର 18ଅଙ୍କ ରେ ସେ ପୁଣି ଗଙ୍ଗା ଗଲେ ବୋଲି ଲେଖା ଅଛି 10/n
ଏବଂ 21 ଅଙ୍କ ରେ ମାଲିକ(ମାଲିକ ପରିସା) ଯିଏ କି ବଙ୍ଗଳାର ସୁଲତାନ, ତାଙ୍କୁ ହରାଇଥିବା ଲେଖା ଅଛି। ତା ଅର୍ଥ ହୁଗୁଳୀ ନଦୀ ଯାଏ ଗଜପତି ସାମ୍ରାଜ୍ୟ କପିଳେନ୍ଦ୍ର ଙ୍କ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ଥିଲା ଯେବେ ଗୋପୀନାଥ ମହାପାତ୍ର ତାକୁ ଜୟ କରିଥିଲେ। କିନ୍ତୁ ସେତେବେଳେ କପିଳେନ୍ଦ୍ର ନିଜକୁ ଗୌଡେଶ୍ୱର ବୋଲି କହୁ ନାହାନ୍ତି। ଅର୍ଥାତ୍ 11/n
ଗଉଡ଼ ମାନେ ଏଠାରେ ହୁଗୁଳୀ ର ଉତ୍ତର area ବୋଲି ମାନିବାକୁ ହେବ। ସେହିପରି ମାଦଳା ପାଞ୍ଜି ମଧ୍ୟ କହୁଚି କପିଳେନ୍ଦ୍ର ଙ୍କ ଆଦେଶରେ ହିମ (ହିମାଳୟ) ଠାରୁ ସେତୁ ବନ୍ଧ(ରାମେଶ୍ବରମ) ଯାଏ ପବନ ଆତଯାତ ହୁଏ(ଏହା ଏକ କବିତା ଭାବରେ ତାଙ୍କ ବିଜୟ ବେଙ୍ଗଲ ର ଉତ୍ତର ରୁ ରାମେଶ୍ଵରମ ଯାଏ ରାଜୁତି ଥିଲା ବୋଲି ଦର୍ଶାଉଛି। କିନ୍ତୁ ଏହା ସମ୍ଭବ ଯେ 12/n
ହୁଗୁଳୀ ର ଦକ୍ଷିଣ କୁ କପିଳେନ୍ଦ୍ର ନିଜ ସାମ୍ରାଜ୍ୟରେ ଅନ୍ତରଭୁକ୍ତ କରିଥିଲେ ଏବଂ ଉତ୍ତର area କୁ ବୋଧହୁଏ tribute ନେଉଥିଲେ।
2. ରିଶାଳଟ- ଉସ- ସାହାଡ଼ା: ଏହା ଏକ ପାର୍ସୀ ପୁସ୍ତକ ଯାହା 1633 ରେ ଲେଖା ଯାଇଥିଲା। ଏଥିରେ ବର୍ବକ ଶାହ ଯିଏ 1459-74 ଭିତରେ ରୁଲ କରୁଥିଲେ ସେ ସମୟ ବିଷୟରେ description ଅଛି। ସେଥିରେ ଲେଖା ଅଛି 13/n
ମନ୍ଦରଣ ଦୁର୍ଗ ସେ ସମୟରେ ଇସ୍ମାଇ ଗାଜି ତାକୁ Gajapati ରାଜାଙ୍କ ଠାରୁ ଛଡ଼ାଇ ଆଣିଥିଲେ। ଅର୍ଥାତ୍ ତାହା ଗଜପତିଙ୍କ ପାଖେ ଥିଲେ। ତେଣୁ ବୋଧହୁଏ କପିଳେନ୍ଦ୍ର ଙ୍କ ଶେଷ ସମୟର ଗୃହ ଯୁଦ୍ଧ କିମ୍ବା ପୁରୁଷୋତ୍ତମ ଦେବଙ୍କ ଆରମ୍ଭ ସମୟରେ Sultanate ପାଖକୁ ଚାଲିଯାଇଥିଲା। କେତେକ ଲୋକ ଏମିତି ମଧ୍ୟ କୁହନ୍ତି କି ଏହି ଇଶ୍ମାଇଲ ଗଜୀ 14/n
ପ୍ରକୃତରେ ସିଏ ଯିଏ ପ୍ରତାରୁଦ୍ରଦେବ ଙ୍କ ସମୟରେ ଆକ୍ରମଣ କରି ମନ୍ଦରାନ ଅଧିକାର କରିନେଇଥିଲେ ଯେବେ ପ୍ରତାରୁଦ୍ରଦେବ ଦକ୍ଷିଣ ରେ ଥିଲେ। ସେ ଯାହା ହଉ। ମାନଦରଣ ଦୁର୍ଗ କପିଳେନ୍ଦ୍ର ଙ୍କ ପାଖେ ଥିଲା ଯାହାକି ହୁଗୁଳୀ ଜିଲ୍ଲାର ଅବସ୍ଥିତ।

3. ଚୈତନ୍ୟ ଭାଗବତ: ଏହା ପ୍ରତାପରୁଦ୍ର ଦେବ ଙ୍କ ସମୟର କୃତି। କିନ୍ତୁ ଏଥିରୁ ଆମେ ଜନୁ କିଁ 15/n
ଯେତେବେଳେ ଚୈତନ୍ୟ ଓଡ଼ିଶା ଆସିଲେ ସେ ଗଙ୍ଗା ନଦୀ ର ଏକ ଶାଖା ଯାହାକି ବର୍ତ୍ତମାନ ର south 24 ପ୍ରଗଣା ଜିଲ୍ଲାରେ ଅବସ୍ଥିତ ତାକୁ ପାରି କରି ଓଡ଼ିଶା ରେ ପଶିଥିଲେ। ସେ ଜାଗା ଟିର ନାମ ଥିଲା ଛାତ୍ରଭୋଗ।
ବର୍ତମାନ ଆମେ ଏହି ଜିନିଷଟି ଅନ୍ୟ ଏକ ଦୃଷ୍ଟିକୋଣ ରୁ ତୁଳନା କରିବା। ପ୍ରତାପରୁଦ୍ର ଦେବଙ୍କ ପୁତ୍ରି ଯିଏ କ୍ରିଷନ ଦେବ ରାୟ ଙ୍କୁ 16/n
କରିଥିଲେ, ସେ ନିଜ ବାପଘର ର ଗୁଣ ଗାନ କଲାବେଳେ ଉଲ୍ଲେଖ କରୁଛନ୍ତି କପିଳେନ୍ଦ୍ର ଙ୍କ ବିଷୟରେ ଓ ତାଙ୍କୁ ସର୍ବ ଶ୍ରେଷ୍ଠ ରାଜା ଯିଏ ହିମାଳୟ ଠାରୁ କନ୍ୟାକୁମାରୀ ଯାଏ ବିଜୟ ହାସଲ କରିଥିବା କଥା କହିଛନ୍ତି। ଅର୍ଥାତ୍ ତାଙ୍କ ପିତାଙ୍କ ଠାରୁ ସେ ତାଙ୍କ ଜେଜେ ଙ୍କୁ ବଡ଼ ସମ୍ରାଟ ବୋଲି କହିଛନ୍ତି। ଆମେ ଚୈତନ୍ୟ ଭାଗବତ ରୁ ଜାଣୁ କି 17/n
ପ୍ରତାପରୁଦ୍ର south 24 ପ୍ରଗଣା ରେ ଶାସନ କରୁଥିଲେ ତେଣୁ ସେଥୁର ସହଜେ ଅନୁମେୟ କି କପିଳେନ୍ଦ୍ର ନିଶ୍ଚିତ ଭାବେ ତାଙ୍କ ଥୁ ବେଶୀ ରାଜ୍ୟ ଅଧିକାର କରିଥିଲେ , ଏହା ବେଶୀ ସ୍ପଷ୍ଟ କାରଣ ସେ ମଧ୍ୟ ହିମାଳୟ ଯାଏ କପିଳେନ୍ଦ୍ର ଜିତିଥିବ କଥା ଲେଖିଛନ୍ତି। ତୁକା ପଞ୍ଚକ ପୁସ୍ତକଟିର ନାମ। ସେହିପରି RCMajumdar ଙ୍କ ହିସାବରେ ସରସ୍ଵତୀ ନଦୀ19/n
Gajapati ଙ୍କ ସୀମା ଥିଲା।ସେହିପରି RD Banerjee nka ମତରେ ହାଓଡ଼ା, and ମେଡିନପୁର (all undivided) Kalinga ra part thila ତେଣୁ ତାକୁ ଜୟକରିଁ ଗୌଦେଶ୍ଵର କୁହେଇବା unnatural laguchi. ଏପରିକି 1580 ଆଦେ ଅବୁଲ Fazal ତାଙ୍କ ମାନଚିତ୍ର ରେ ହୁଗୁଳୀ ର ଦକ୍ଷିଣଅଂଶ ଓଡ଼ିଶା ର ପାର୍ଟ ଥିଲା ବୋଲି ଦେଖାଇଛନ୍ତି 20/n
ଦକ୍ଷିଣ: ପୂର୍ବରୁ ମୁଁ କହି ରଖିଛି କିଭଳି ଭାବେ ସେତୁବନ୍ଧ ଯାଏ କପିଳେନ୍ଦ୍ର ଙ୍କ ରାଜୁତି ଥିଲା ବୋଲି ମାଦଳା ପାଞ୍ଜି କହୁଚି। ସେହିକଠା ମଧ୍ୟ ଅନନ୍ତବରମ୍ ପ୍ଲେଟ ରେ ଉଲ୍ଲେଖ ଅଛି କି ହମବିର ଦେବ ଦକ୍ଷିଣ ସାଗର ରେ ନିଜର ରକ୍ତ ଭିଜା ଖଡଗ କୁ ଧୋଇଥିଲେ।
କିଛି ଦିନ ତଳେ ମଧ୍ୟ ଆମେ ଏକ inscription ପାଇଥିଲୁ ଯାହା 21/n
ସଂପୂର୍ଣ୍ଣ ଭାବରେ ଏହା ପ୍ରତିପାଦିତ କରୁଛି।
deccanchronicle.com/nation/current…
ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ କାରଣ ଆମେ corroborating evidence ପାଇଚେ। ଅର୍ଥାତ୍ ରାମେଶ୍ଵରମ ଯାଏ ତାଙ୍କର conquest ଥିଲା
2: Trichy inscription: Trichy inscription ଟି ମଧ୍ୟ ପ୍ରମାଣିତ କରଚି କି ଶ୍ରିରଙ୍ଗ ମନ୍ଦିର ମଧ୍ୟ ତାଙ୍କ ରୁଲେ ରେ22/n
ସେହିପରି ଗୋପିନାଥପୁର inscription କହୁଚି ସେ ଚନ୍ଦ୍ରଗିରି, ଉଦୟଗିରି ଅଧିକାର କରିଥିଲେ ତା ସହ Khandadri ରୁ tax ନେଉଥିଲେ। ଯାହା କି ଆଜିର ପେନୁକୋଣ୍ଡ jaha south Andhra karnataka border. ସେହିପରି Srisailam re ସେ ଏକ ବିଜୟ ସ୍ତମ୍ଭ ବନାଇଥିଲେ। ସେହିପରି ୱରଙ୍ଗଲ ଥରେ 2 ଗୋଟି inscription ଅଛି 1460 ରେ ଯାହା 23/n
ପ୍ରମାଣ କରୁଛି ୱାରଙ୍ଗଲ ଗଜପତି ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ଥିଲା। ସେହିପରି Ferista ଙ୍କ ମତରେ ବିଦର୍ ର 10mile dura ଯାଏ ଗଜପତି ଅର୍ମି ପହଞ୍ଚିଥିଲା। ପୁଣି ତେଲୁଗୁ କାଟୁ verses ରେ ବିଦାର ଏବଂ ମହୁର ଫୋର୍ଟ ଗଜପତି ଙ୍କ under ରେ ଥିଲା ବୋଲି କୁହା ଯାଇଛି। ଭେଙ୍କଟରମଣୟ ମତରେ ତାହା ଠିକ୍। ଯଦିଓ କିଛି ଲୋକ doubt କରନ୍ତି 24/n
Primary source thiba ଯୋଗୁ ଆମେ ଏହାକୁ ଏସେପ୍ଟ କରିପାରିବା। ମୁସଲିମ ସୋର୍ସ afterall only source ନୁହେଁ। ଏବେ ରହିଲା ହମ୍ପି କଥା
ଗଙ୍ଗାଧର ଯିଏ Vijayanagara ra Court poet ଥିଲେ ସେ ଲେଖିଛନ୍ତି କି ଗଜପତି ଆର୍ମି Hampi ପାଖରେ ପହଞ୍ଚିଥିଲା। Anantavaram ପ୍ଲେଟ ରେ ହମାଭିର ହମ୍ପୀ କ୍ୟାପଚର କରି, tribute 25/n
ନେବା କଥା ବର୍ଣ୍ଣନା ଅଛି। ତା ନିଶ୍ଚିତ ଭାବରେ ପ୍ରମାଣ କରୁଛି atleast Hampi ଯାଏ ଗଜପତି ଆର୍ମି ପହଁଚିଥିଲ
ନିଶ୍ଚିତ ଭାବରେ ଧାରା, Malwa ra capital capture ବିଷୟରେ କିଛି ଅନ୍ୟ source nahi, Velingalani plate କହୁଚି ଧାରା କମ୍ପିଲା, ଆଉ ଗୋପିନାଥପୁର ପ୍ଲେଟ defensive war suggest କରୁଛି। କିନ୍ତୁ ଗୋଟେ କଥା 26/n
Mane ରଖିବାକୁ ହେବ ଖାରବେଳଙ୍କ ଗୋଟିଏ b inscription ନାହିଁ ଓଡ଼ିଶା ବାହାରେ , ରାଜେନ୍ଦ୍ର ଚୋଲଙ୍କ ଗୋଟେ b inscription ନାହିଁ ବେଙ୍ଗଲ ରେ ଏବଂ ଓଡ଼ିଶା ରେ କେବଳ ଗୋଟିଏ ଆନ୍ଧ୍ର border ku ଲାଗିକି but still ତାମିଲ historians ମାନେ ବେଙ୍ଗଲ ଓଡ଼ିଶା ସେ ଜୟ କରିଥିଲେ ବୋଲି ଲେଖି ବୁଲୁଛନ୍ତି କିନ୍ତୁ ଓଡ଼ିଶା ର ଦୁଃଖଦ କଥା 27/n
ଦେଖ ଆମ କଥା କହିବାକୁ କେହି ନାହିଁ।
Jharkhand ଓ ଛତିଶଗଡ଼ ର major Part Gajapati rajanka empire re include hue କାରଣ ସେମାନେ ଗଜପତିଙ୍କ କରଦା ରାଜ୍ୟ ଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ abul fazl Kichhi area କୁ include କରିଛନ୍ତି ଓଡ଼ିଶା ରେ। Sareikala ଓ ଖରସୁଆଁ ଏବଂ Singhbhum ta odia raja hi thile 28/n
13th century ରୁ ରାଜା ଜୟ ସିଂଦେଓ ଓଡ଼ିଶା ରୁ ଆସି ରୁଲ୍ କରୁଥିଲେ ଏବଂ ପଶ୍ଚିମ ଓଡ଼ିଶା ରାଜାଙ୍କ ଭଳି ଗଜପତିଙ୍କୁ tribute ଦେଉଥିଲେ। ସେଇଭଳି ଛତିଶଗଡ ର ବସ୍ତର kingdom ପ୍ରାଚୀନ କଳିଙ୍ଗ ର part ଥିଲା , ଓଡ଼ିଶା ର ଭଞ୍ଜ family ସେଠାରେ ପରବର୍ତ୍ତୀ ସମୟରେ ରାଜୁତି କରିଥିଲେ। ତେଣୁ, ତାହା ମଧ୍ୟ ଗଜପତି ସାମ୍ରାଜ୍ୟ ରେ 29/n
ଅନ୍ତର୍ଭୁକ୍ତ ଥିଲା ଯେମିତି କି ପଶ୍ଚିମ ଓଡ଼ିଶା, ଯେଉଁଠାରେ କପିଳେନ୍ଦ୍ର ଙ୍କ ଗୋଟିଏ b inscription ନାହିଁ କିନ୍ତୁ ଆମେ ଏହାକୁ accept କରୁଛୁ ତାଙ୍କ empire ra part ଭାବରେ।

ଶେଷରେ ସମସ୍ତ ତଥ୍ୟ ଦେଖିଲା ପରେ କପିଳେନ୍ଦ୍ର ଦେବଙ୍କ ସାମ୍ରାଜ୍ୟ ର ସୀମା ମୋଟ ମୋଟୀ ଭାବେ ଏମିତି ଥିଲା ବୋଲି ମୁଁ ଭାବେ। 30/n

• • •

Missing some Tweet in this thread? You can try to force a refresh
 

Keep Current with Kalinga Arya

Kalinga Arya Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @KalingaArya

3 Apr
Much more effort is needed. GOI must invest a lot of money for upliftment of our tribal brothers. I've stayed in tribal areas of Odisha for years. The issue with tribals in context of Odisha are as follows.
1. The areas they stay are usually forest or mountainous with less 1/n
density of population. As a result it requires additional monetary resources for building infrastructure like roads, hospitals and education institutions.
2. These people have very less representation in politics. What little representations they have are of very little use 2/n
As other powerful leaders use them as show piece with any real power.
3. Economically govt feels it won't benefit much by building roads in a forest and mountainous areas.
So all the three factors combined result in poor social and economic development of the tribals. 3/n
Read 8 tweets
3 Apr
#Thread
What is special in Odisha's history which is unique/rarely found elsewhere in India.
1. A deity being officially considered as d King of d kingdom n d ruler as his deputy(Rauta) for hundreds of years from around 1200 AD till monarchy ended in Odisha. What surprising 1/n
Is that it was not something which was done for some ceremonial purpose. The people of Odisha used to consider the same in those time period mentioned.
2. There were upto 6 female rulers of Bhaumakara dynasty who ruled Odisha for years. This kind of example is rare in India 2/n
3.Odisha under E. Ganga n Suryavanshi Gajapatis withstood Islamic invasion frm 1200 to 1568, even though north, south & west of it were occupied by Turaskas very early. As per RCM E. Ganga was the only Major dynasty wch withstood Islamic invasion when all of India perished 3/n
Read 11 tweets
6 Mar
Thread on maritime history of Kalinga.
People know about Chola naval supremacy in 10-11 th century. But before that Kalinga were flag bearer of hindu maritime supremacy (both military and trade) in south East Asian region and beyond. Here are some of the interesting points.
Probably first ever mainland Indians who tried to cross the sea in eastern coast were the Kalingans. They figured out the flow of wind from north to south east direction in the month of November and used their ships to travel from Odisha coast to Indonesian islands of Java 2/n
Sumatra and Bali along with countries like present day Singapore ,Malaysia, Vietnam Philippines, Sri Lanka and even China.Their influence on SEA is huge and can be felt even today as well. J Crawfurd mentions that Hindu influence in Java was entirely from Kalinga. 3/n
Read 14 tweets
23 Dec 20
Long Thread:
Debunking the myth of Rajputs saving Hinduism(from islamic iconoclasts) in Odisha.
In last few days there are some people who are trying to selectively quote few things and create an impression that Rajputs saved Odisha from iconoclastic muslims 1/n
To discuss this specific issue I will analyse various available information from beginning of islamic rule in India till d period of start of Maratha rule in Odisha(from 1193 to 1751). In dis I will cover the question of Rajputs safeguarding hindu cause in Odisha as well. 2/n
Muslims started ruling in India after the fall of Prithviraj Chauhan. It is to the credit of Rajputs and other Indian kingdoms who stopped the islamic armies for centuries. But, finally they lost and by around 1200 they reached near the border of Odisha. 3/n
Read 25 tweets
20 Dec 20
Ok, finally I got the response. I decided to write it in a separate thread.I want to have all response in one place. I will put SS of his response and respond to that one by one. 1/n
Pic1: It is irrelevant who talked about the book first. The point was he raised the question of Maru being Rajput. If he knew about that book he should have checked it immediately before asking. She responded by sharing the SS. So, the question asked was well answered. 2/n Image
Pic2,3,4: We have 2 primary sources. Both agree on the theme. Only point was Mirza Nathan do claim few things which are exaggeration. Tallying that with MP mentioned time of Rathayatra it is clear that d Raths were ceremonial Raths. Which r still used today pulled by thousands3/n ImageImageImage
Read 15 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(