ଅନୁରୋଧ #ସୂତା #FAQ Treatment of Asymptomatic Patients ଲକ୍ଷଣବିହୀନ ରୋଗୀ
୧/
ଲକ୍ଷଣହୀନ ରୋଗୀ କାହିଁକି?

-ରୋଗପ୍ରତିରୋଧକ ଶକ୍ତି ଭଲ ଥାଏ ପ୍ରାୟ। ଏମାନଙ୍କ ମଧ୍ୟରୁ ୨୦% ଲକ୍ଷଣ ଦେଖାନ୍ତି ଆଗକୁ। ଆଉ ୮୦% ପ୍ରାୟ ସେମିତି ରହିଯାନ୍ତି।
୨/
ଏମାନଙ୍କୁ ଭୟ କାହିଁକି?

ବିବିଧ ଗବେଷଣା କହେ, ଚାରିଭାଗରୁ ଏକଭାଗ କୋବିଡ଼ ସଂକ୍ରମଣ, ଲକ୍ଷଣହୀନ ରୋଗୀଙ୍କ ଠାରୁହୁଏ ଏବଂ ଚାରିଭାଗରୁ ଆଉ ଏକଭାଗ ଲକ୍ଷଣଆରମ୍ଭ ପୂର୍ବରୁ(ପ୍ରି ସିମ୍ପ୍ଟମାଟିକ) ହୋଇଯାଏ
୩/
ସଂଖ୍ୟା ବା ହାର କେତେ?

ବିବିଧ ଭୌଗୋଳିକ ଅବସ୍ଥିତିରେ, total ସଂକ୍ରମଣର ୩୦-୫୦-୭୦% ଯାଏଁ ଲକ୍ଷଣବିହୀନ ରୋଗୀ ମିଳିପାରନ୍ତି।
୪/
ଲକ୍ଷଣ ନଥିଲେ ପରୀକ୍ଷା କାହିଁକି?

Contact ହେଇଥିବେ। Hotspot ରୁ, Travel history, Incidental finding, Hostel-Plant joining, ଖୁସିମଜାରେ, ଲହର ଭାଙ୍ଗିଲାପରେ screening... ଏସବୁ ପରିସ୍ଥିତିରେ ପରୀକ୍ଷା ହୋଇଥିବ
୫/
ଚିକିତ୍ସା?

ଅନାବଶ୍ୟକ
୬/
ଆଇସୋଲେସନ?

ହଁ। ପରୀକ୍ଷା ଦିନରୁ ଦଶଦିନ। କୋବିଡ଼ ସମିଚୀନ ବ୍ୟବହାର ଜରୁରୀ। ଘରେରୁହା, ହାତଧୁଆ, ତୁଣ୍ଡିଦିଆ, ଦୁରିଆଦୁରିଆ ମାନିବା କଥା।
୮/
ଆଉ କଣ? ପରାମର୍ଶ?

ସୁଷମ ସମତୁଲ ଉପଯୁକ୍ତ ଖାଦ୍ୟ। ପ୍ରଚୁର ପାଣି। ଦୂରଭାଷରେ ଗପସପ। ହୁଆଟସାପରେ ଭିଡିଓ କଲ।

ଆଗରୁ କିଛି ରୋଗଥିଲେ ତାର ଚାଲୁଥିବା ଔଷଧ ବନ୍ଦ ହେବନାହିଁ।

୬ ମିଣ୍ଟିଆ ଚାଲବୁଲ ପରୀକ୍ଷା କରଣୀୟ। ପ୍ରଥମରୁ ଓ ଶେଷରେ ଅମ୍ଳଜାନ ମାପିବେ। ୩ ଖଣ୍ଡେ ଖସି ୯୨ ତଳକୁ ଗଲେ referral ବା ଡାକ୍ତର ଦରକାର ହେବେ।
୯/
କେମିତି ଡାକ୍ତରଙ୍କସହ ଦେଖାକରିବେ?

Tele Medicine Consultation. E- Sanjeevani.

• • •

Missing some Tweet in this thread? You can try to force a refresh
 

Keep Current with DrGynaec

DrGynaec Profile picture

Stay in touch and get notified when new unrolls are available from this author!

Read all threads

This Thread may be Removed Anytime!

PDF

Twitter may remove this content at anytime! Save it as PDF for later use!

Try unrolling a thread yourself!

how to unroll video
  1. Follow @ThreadReaderApp to mention us!

  2. From a Twitter thread mention us with a keyword "unroll"
@threadreaderapp unroll

Practice here first or read more on our help page!

More from @drgynaec

11 Jun
ଅନୁରୋଧ #ସୂତା #Thread #FAQ regarding HRCT scan of Thorax
୧/
ରୋଗୀ ନିହାତି CT କରିବା କଥା? ରୋଗ ଆରମ୍ଭରୁ କଲେ ଭଲ? XRay?

ନାହିଁ। ଅଯଥା ରେଡିଏସନ୍ ଏକ୍ସୋପୋଜର। ଏକ୍ସରେ ଅପେକ୍ଷା ସିଟିରେ ୫୦-୧୦୦ଗୁଣ ଅଧିକ ଏକ୍ସୋପୋଜର।
୨/
CT score/CORADS grade ଅଧିକ ଥିଲେ ହାସପାତାଳ ଆଡମିସନ ଦରକାର? ଅମ୍ଳଜାନ କମିଯିବ?

ସେମିତି କିଛି ଶକ୍ତ ସମ୍ପର୍କ ନାହିଁ। କିନ୍ତୁ ସ୍କୋର ଅଧିକ ମାନେ lung involvement ଅଧିକ।
୩/
ତାହେଲେ କାହାର CT ଦରକାର?

ହାସପାତାଳରେ ଆଡମିସନ ବେଳେ, ସବୁ ଔଷଧ ବ୍ୟବହାର ସତ୍ତ୍ବେ ଯଦି ରୋଗୀ ଗୁରୁତର ହେଉଥାଏ, ତେବେ ଦରକାର। ଯଦି ଚିକିତ୍ସାରେ ଗୁରୁତର ରୋଗୀର ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି ତେବେ CT/Angio/ECMO ଅଦରକାରୀ। ସିଭିଅର ଡିଜିଜ୍(RR 30,SpO2 90) ରେ କରାଯାଇପାରେ।
Read 9 tweets
25 May
ଗୁରୁତ୍ୱପୂର୍ଣ୍ଣ #Thread #ସୂତା #FAQ
୧/
ଲମ୍ବା ଓଷଦ ଲିଷ୍ଟଗୁଡା ବୁଲୁଚି SM ରେ। ମୁଁ କଣ ଖାଇବି?

-ଯେତକ ଓଷଦ ଲେଖାହେଇଚି ସେ ଲିଷ୍ଟଗୁଡାରେ, ସମସ୍ତଙ୍କୁ ଭୂତାଣୁ ଶକ୍ତ ବେଖାତିର କରେ
-୮୦%ରୁ ଅଧିକ ଲୋକ ଜରଥଣ୍ଡା ଥିଲେ ପାରାସିଟାମଲ୍ ଓ ସେଟିରିଜିନରେ ଭଲହେବେ
-ଲକ୍ଷଣ ଅନୁସାରେ ନାକବନ୍ଦ, କାଶ, ଝାଡା ପାଇଁ ଅନ୍ୟ ଓଷଦ ଲାଗିପାରେ
୨/
କଣ ଓଷଦ ଅଛି ତାହେଲେ?

-ଚିକିତ୍ସା ନିଶ୍ଚିତ ଅଛି
-କିନ୍ତୁ
ଆଜିଥ୍ରୋ
ଡକ୍ସି
ହାଇଡ୍ରକ୍ସିକ୍ଲୋରୋ
ଆଇଭରମେକ୍ଟ
ଫାବିପିରା
ଭେଟାମିନ...
ସବୁ ତଦ୍ରୁପ
-ସ୍ଥଳବିଶେଷରେ ଡାକ୍ତରୀ ପରାମର୍ଶରେ କେବଳ ବ୍ୟବହାର କରାଯାଏ
୩/
କେତେବେଳେ ଡାକ୍ତରଙ୍କୁ ଦେଖାଇବୁ? ଆଡମିସନ ଦରକାର?

-୬୦ବର୍ଷରୁ ଅଧିକ ଲୋକ ଯଦି ଡାଇବେଟିସ ବ୍ଲଡପ୍ରେସର ଶ୍ବାସ କ୍ୟାନସର କିଡନିରୋଗ ହାର୍ଟରୋଗ ଆଦି ଅଛି
-ଅନ୍ୟ କ୍ଷେତ୍ରରେ ୯୨%ରୁ ଅମ୍ଳଜାନ ଖସିଲେ
-ପାରାଲିସିସ ପରି ହେଲେ, ନେଳିଆ ପଡିଲେ, ଅଣନିଶ୍ବାସୀ ହେଲେ, ବାଉଳିଚାଉଳି ଓ କନଫ୍ୟୁଜ୍ଡ ହେଲେ...
Read 10 tweets
25 May
#FAQ on DM #Thread #ସୂତା
୧/
କୋଭାକ୍ସିନ୍ ନେଲେ ବିଦେଶ ଯାଇ ହେବନି?

ହା ହା😂😉। ସେମିତି କିଛି ବି ନୁହେଁ। ଏବେ ଗୁଡାଏ ଟୀକା ଦିଆହେଉଛି ବିବିଧ ଦେଶରେ ଓ ବହୁତ ଟୀକା ଆଗକୁ ଆସୁଛି। WHO ଦ୍ବାରା ଏବଂ ଅନ୍ୟ ଦେଶରେ emergency use ପାଇଁ ଦରଖାସ୍ତ କରି ସେମାନଙ୍କୁ ଅନୁମୋଦନ ଆଣିବାକୁ ହେବ, ସମୟ ଲାଗିପାରେ।
୨/
କୋଭାକ୍ସିନ୍ କାମ କରିବ ନା ଭେରିଆଣ୍ଟରେ?

ହଁ, ପାରମ୍ପରିକ ଇଆକ୍ଟିଭେଟେଡ ଟୀକା। ୱନ ଅଫ୍ ଦ ବେଷ୍ଟ। early reports ବି ଟୀକା ସପକ୍ଷରେ।
୩/
କୋଭାକ୍ସିନ୍ ୨ୟ ଡୋଜ୍?

୪ହପ୍ତା ପରେ ଯେବେ ମିଳିବ ନେବେ। ୨ୟ ଟୀକାର ସମୟ ଗଡିଲେ, ଟୀକାକରଣକୁ ନଲିଫାଏ କରାଯାଏନି। ଭୁଲରେ ଆଗରୁ ନେଇଯାଇଥିଲେ ବା ସମୟ ଗଡିଗଲାପରେ ନେଲେବି ସୁରକ୍ଷା ସୁନିଶ୍ଚିତ, ଭୁଲିବେନି।
Read 7 tweets
24 May
#FAQ #Thread ଟୀକା ଓ ଅନ୍ୟ ପ୍ରତିଷେଧକ ବିଷୟରେ
୧/
ଟୀକା ନେଇବି ରୋଗ ହେଉଛି !

୧୦୦୦୦ ଲୋକରେ ୨-୪ ଜଣଙ୍କୁ ହେବାର ସମ୍ଭାବନା। ତାହାବି ଗୁରୁତର ନୁହେଁ ବିଲକୁଲ୍। ମୃତ୍ୟୁ ନାହିଁ ବା ନଗଣ୍ୟ।
୨/
ଡାକ୍ତର ଚାଲିଯାଉଛନ୍ତି !

ନଗଣ୍ୟ। ଏକ୍ସୋପୋଜର ଅଧିକ ଡାକ୍ତରଙ୍କର। କୋମର୍ବିଡିଟିଜ୍ ବି ରହିଛି। ତଥାପି ଏହା ଅତ୍ୟନ୍ତ ବିରଳ ଓ ନଗଣ୍ୟ
୩/
କୋଭିସିଲ୍ଡ ?

୧୩୫ରୁ ଅଧିକ ଦେଶ ବ୍ୟବହାର କରୁଛନ୍ତି। ସବୁଠୁ ଅଧିକ ମିଳୁଥିବା ଟୀକା। ରୋଗକୁ ବହୁଦେଶରେ ଅଟକାଉଛି ଏ ଟୀକା।
Read 14 tweets
23 May
ଛୋଟିଆ #Thread #ସୂତା ଟିଏ କରିବା। #FAQ ଉପରେ।
୧/
ଗର୍ଭବତୀକୁ କୋବିଡ଼। ଲେବର୍ ପେନ୍ ଆରମ୍ଭ ହେଲାଣି। କେଉଁଠିକୁ ନେବା?

କୋବିଡ଼ ହାସପାତାଳରେ ଭର୍ତ୍ତି କର
୨/
ଛୁଆ ଜନ୍ମପରେ କେଉଁଠି ରହିବ?

ମା'ଠୁ ସଂକ୍ରମଣ ଭୟ ଥିବା ପର୍ଯ୍ୟନ୍ତ ଅଲଗା ରହିବ, SNCU ରେ
୩/
ଛୁଆର ପରୀକ୍ଷା?

ଜନ୍ମପରେ ସଙ୍ଗେ ସଙ୍ଗେ। ପଜିଟିଭ ହେଲେ କି ଦେହ ବେଶୀ ଖରାପ ହେଲେ କୋବିଡ଼ ହାସପାତାଳରେ ଆଡମିସନ
Read 10 tweets
16 May
#Thread #ସୂତା #FAQ
୧/
ପଜିଟିଭ ଆସିଚି। ଟିପ୍ସ ଦିଅନ୍ତୁ

ନିଅନ୍ତୁ
👇
-୧୦ଦିନ ଆଇସୋଲେସନରେ ରହି ଓଷଦ ଖାଇବ
-ସାଧାରଣ ଲକ୍ଷଣ ୧୦ଦିନପରେବି ରହିପାରେ
-ପେଟେଇ ଶୋଇବ
-ଅମ୍ଳଜାନ ମାପିବ
-୮ଦିନପରେ ସଂକ୍ରମଣ କ୍ଷୀଣ
-ନେଗେଟିଭ ପାଇଁ ଟେଷ୍ଟ କରିବନି
-ରିଇନଫେକସନ ବିରଳ, ଟୀକା ୩-୬ ମାସ ପରେ ନବ
-ଆଣ୍ଟିବଡି ୪-୬ମାସ ରହିବ, ଇମ୍ୟୁନିଟି ୧-୨ବର୍ଷ
୨/
ଆଣ୍ଟିଜେନ ପଜିଟିଭ ଅଛି। PCR କରିବି?

ପଜିଟିଭମାନେ ଷୋହଳ ଅଣା ରୋଗ। PCR confirmation ଅଦରକାରୀ। ନେଗେଟିଭ ହେବାକୁବି ଟେଷ୍ଟ କରିବନି। ଭଲହେଲାପରେବି ଆଣ୍ଟିବଡି ମାପିବନି। ୩-୬ ମାସପରେ ଟୀକା ନେବ। ରିଇନଫେକସନ ବିରଳ ଓ ପ୍ରାୟତଃ ସାଧାରଣ।
୩/
କାଲି ସାଙ୍ଗପାଖରେ ବସିଥିଲି। ଆଜି ତାହାର ପଜିଟିଭ? ଭାବୁଚି PCR କରିବି।

ନାହିଁ। ୧୪ଦିନ କ୍ବାରାଣ୍ଟାଇନରେ ରୁହ। ଲକ୍ଷଣ ଆସିଲେ RAT କରିବ, ନହେଲେ ନାହିଁ। ଶକ୍ତ ଲକ୍ଷଣରେ RAT ନେଗେଟିଭରେ PCR କରିବ। ଲକ୍ଷଣ ନଆସିଲେ ଟେଷ୍ଟକରିବା ବା ମଝିରେ କ୍ବାରାଣ୍ଟାଇନ ଭାଙ୍ଗିବାରେ ସମାନ କ୍ଷତି। ୫-୧୦ଦିନ ମଧ୍ୟରେ ଅପାରଗସ୍ଥଳେ ପରୀକ୍ଷା କରିପାର।
Read 9 tweets

Did Thread Reader help you today?

Support us! We are indie developers!


This site is made by just two indie developers on a laptop doing marketing, support and development! Read more about the story.

Become a Premium Member ($3/month or $30/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!

Follow Us on Twitter!

:(