#RajaParba #ରଜପର୍ବ
"ରଜ" ର ସଂଜ୍ଞା ତଥା ପ୍ରାସଂଗିକତା,
ବ୍ଯକ୍ତିଗତ ତଥା ବିଦ୍ୟାର୍ଥୀଙ୍କ ଯୌନଶିକ୍ଷା
ଓ ପାରିବାରିକ ତଥା ସାମାଜିକ ଯୌନସଚେତନତା ଉପରେ #Thread
୧)
ମୁଁ Expert ନୁହେଁ, ଯାହା ଅନୁଭୂତିରୁ କହିବି।
ଭୁଲ ଧରିବେନି🙏।
ଗଠନାତ୍ମକ ମତାମତ ଦେବେ🙏।
ବନାନ ଭୁଲ ରହିଯାଇପାରେ(ଅଲଗା ଫୋନ)।
୨)
ସଚେତନତା: -
ଯୌନ/sex ଶବ୍ଦରେ ଖରାପ କଣ? ତାର ବ୍ଯବହାର ଓ ଗ୍ରହଣୀୟତା ବଢିବା ଦରକାର। ତା'ସହ ମେନ୍ସ/MC/ମାସିକିଆ, ପେନିସ/ଲିଙ୍ଗ, Vagina/ଯୋନି, Breast, Anus/ମଳଦ୍ୱାର, Pregnancy/ଗର୍ଭ, Abortion/Miscarriage/ଗର୍ଭପାତ, Delivery/ପିଲାଜନ୍ମ, POCSO ନିୟମ, ଧଳାସ୍ରାବ, Orgasm, Masturbation, Perversion ଏସବୁରବି।
୩)
*ନିଜେ ଲାଜକରୁଥିଲେ ଅନ୍ୟ ସହ କଥା ହେବେ କେମିତି? ଛୁଆଙ୍କ ସହ? ଡାକ୍ତରଙ୍କ ସହ? ପରିବାର ସହ?
*କଣ କଥା ହେବେ? ଜାଣିଥିଲେ ସିନା?
*ପ୍ରଶ୍ନ/ଉତ୍ତର ଆପଣ ଜାଣନ୍ତିକି?
*ଯୌନରୋଗର ଲକ୍ଷଣ ଜାଣନ୍ତି?
*ସରଭାଇକାଲ କ୍ୟାନସର, Breast cancer ଜାଣନ୍ତି?
*Breast self Examination?
*Safe period?
*Contraception?
*Prostate Cancer?
୪)
ଯୌନଶିକ୍ଷା: -
*ଘରେ- ମା'ବାପା ମୁଖ୍ଯ। ଆମସମାଜରେ ଜେଜେମା' ଓ ଆଈବି।
*ବାହାରେ- ସାଙ୍ଗସାଥୀ। ମିଡିଆ। Porn।
*Schoolରେ- Special teacher
*Porn ଉପରେ separate chapter
୫)
ପୁଅପିଲାଙ୍କ ପ୍ରିୟ ପ୍ରଶ୍ନ: -
*Masturbation
*Size of penis
*Nightfall
*When to start, sustenance
*Premature Ejaculation
*Erectile dysfunction
*How to seduce & stimulate d partner
*Reproductive future in early engagements
*Hydrocoele Hernia
*Penile Ulcers, STD HIV AIDS
୬) FAQs contd about sex...(mostly by boys- In our society)
*କେବେ ଆରମ୍ଭ? କେତେଥର ମାସକୁ?
*ସମଲିଙ୍ଗୀ? ଅନ୍ୟଦ୍ୱାରେ?
*ପୋଜିସନ?
*ରେପ୍ ର କାନୁନ ଓ ଦଣ୍ଡ?
*POCSO/child abuse?
*ବାହାଘର ବା ଫେରାର ହେବାପାଇଁ କାନୁନ ଓ ବୟସ
*କେମିତି ବଡ ଓ ଶକ୍ତ ହେବ ଲିଙ୍ଗ?
*Regular shaving?
*How to b beautiful & hygienic?
୭)
ଝିଅ ଓ ନବବିବାହିତାଙ୍କ ପ୍ରଶ୍ନ ପ୍ରାୟ ଅଲଗା।
*Commonest-How 2 increase d size of breasts?
*White discharge? Shaving?
*Itching & swelling
*Fibroadenoma/FCBD
*Frigidity? ଆଗ୍ରହ ହେଉନି
*Female Orgasm
*Safe period? Different contraceptives-use -benefits-side effects
*Kiss, STD, perversion
୮)
ଆମେ social-religious-economic-gender inequality କଥା ଭାବୁଥିବାବେଳେ ଆଜିର ପିଲେ orgasm inequality କଥା କହିଲେଣି। ତେଣୁ ନିଜକୁ ବାପାମା' ଭାବେ ବଦଳିବାକୁ ହେବ। ଲାଜ ଛାଡି କଥା ଶୁଣିବାକୁ ହେବ ଓ ଜବାବ ରଖିବାକୁ ହେବ। ଭଲମନ୍ଦ ବୁଝେଇଦେବାକୁ ହେବ।

ଯୁଗ 'ଡେବୋନାୟର_ପ୍ଲେବଏ_ମର୍ମେଡ_ଦେହ ଓ ମନ' ରୁ ଯାଇ Net/Smartphoneରେ
୯)ଘରେ ଯୌନଶିକ୍ଷା:
*ପିଲାମାନେ ଷଣ୍ଢ ପରି face to face କଥାକହିବେ, ଡ୍ରାମା କରିବେନି କି ଶୁଣିବେନି, ଯଦି ଆପଣ ସେତିକି ବିଶ୍ବାସ ଜନ୍ମେଇପାରିବେ।
*ଆପଣ ଲାଜ କଲେ, ରାଗିଲେ, ଚିଡିଲେ, ଆଖି ଦେଖେଇ ମୁହଁ ମୋଡିଲେ ସେମାନେ ଅଟକିବେନି, ଅନ୍ୟ ଉପାୟ ଖୋଜିବେ, ଯାହା ଅପ୍ରୀତିକର ଓ ମାରାତ୍ମକ ହୋଇପାରେ।
*ଅଶ୍ଳୀଳ ଲାଗୁଥିବା ଭାଷା ସହିବାକୁହେବ
୧୦)
*ପିଲାଙ୍କ ଭାଷାରେ କହିବାକୁ ହେବ ଚଟାପଟ
*ବେଶୀ ଭାବିଲେ, ବିଶ୍ବାସ କମିବ।ସେମାନେ ମିଛ ଭାବିବେ
*ସହଜ ସରଳ Frank Smart Spontaneous ଉତ୍ତର ଦେବେ
*ସତ କହିବେ,ଗପ ନୁହେଁ
*ହସିହସି କହିବେ, Philosophy ଶୁଣେଇବେନି
*୨-୩ ବର୍ଷର ପିଲା organs ଧରିବ
୫-୬ବର୍ଷର ପିଲା ବାହାହବାକୁ କହିବ
୮-୧୦ବର୍ଷର ପିଲା ଛୁଆକରିବାକୁ।ଧୈର୍ଯ୍ୟ ରଖିବେ
୧୧)
*ବାହାରୁ ଖରାପ ଶବ୍ଦ ଶିଖିଆସି କହିବେ। ବଦଳାଇବାକୁ ନୁନି-ସୁନା-ଛାତି-ପରିସ୍ରାଦ୍ୱାର-ଝାଡାଦ୍ୱାର-ମିଳାମିଶା ଆଦି ସହଜ ଗ୍ରହଣୀୟ ଶବ୍ଦ ବ୍ଯବହାର କରିହେବ
*ନିହାତି ଅସନା କଥା ପଚାରିଲେ,ମୋତେ ଲାଜ ଲାଗୁଚି ବୋଲି କହି ଉଚିତ ଶବ୍ଦରେ ଉଚିତ ପ୍ରଶ୍ନ ତିଆରି କରିବାକୁ ହେବ
*ଅସମ୍ଭବ କଥା କହିଲେ,କାରଣ ପଚାରି ସୁଧାରିବାକୁ ହେବ(ଉଦା-ଛୁଆ ଦରକାର)
୧୨)
*ସବୁଠୁଁ ବଡ ଅସ୍ତ୍ର ବୟସ/POCSO act
*ଭୋଟ, ଅଲମ୍ପିଆଡ, ଗେମ୍, ଲାଇସେନ୍ସ ଆଦିର ବୟସ ଜାଣନ୍ତିସେ। ୧୮ବର୍ଷ ପୂର୍ବରୁ ସବୁ ମନା ବୋଲି ମୁଣ୍ଡରେ ପୁରେଇ ପାରିଲେ ଜିତିବେ
*ବଡହେଲେ ଜାଣିବୁ
ଭଲପଢିଲେ ଜାଣିବୁ
ବାହାହେଲେ ଜାଣିବୁ
ଚାକିରିକଲେ ଜାଣିବୁ
ନର୍ସ/ଡାକ୍ତରହେଲେ ଜାଣିବୁ...
ଆଦି କହିବା ଅନୁଚିତ। ସେମାନେ ଅନ୍ୟ ବାଟ ଖୋଜିବେ
୧୩)Parents & Teachers ଙ୍କ ଭୁଲଧାରଣା:
*ପିଲା ଏସବୁ ଜାଣିଲେ ବିଗିଡିଯିବେ
*ମୁଁ ଏତେ ବାଜ୍ୟକଥା ଛାତ୍ରଛାତ୍ରୀ/ପୁଅଝିଅଙ୍କ ସହ କଥାହେଇପାରିବିନି
*ଆମେ ବାହାହେଲାପରେ ଜାଣିଲୁ
*ପାଠପଢା ଛାଡି ଏସବୁ କଣ
*POCSOରେ ଆମ ମୁହଁ ବନ୍ଦ
*ଜାଣିଲେ ଚେଷ୍ଟା କରିବେ, ପ୍ରେମ କରିବେ
*Smartphone ଦେବାନି
*Netflix ଆଣିବାନି
*ଜଗିବା
୧୪)
*Parents & Teachers ନକହିଲେ, ସାଙ୍ଗ କହିବ
*Unnatural waysରେ ପେଡୋ ଫାଇଲ କହିପାରେ
*Porn ରୁ ଶିଖିବେ
*Porn ୯୯% ଅଭିନୟ। ସେଠୁ ଭୁଲ ଶିକ୍ଷା ମିଳେ
*Porn ଦେଖିଲେ effects ଯଦି ବୟସ୍କଙ୍କ ଉପରେ ପଡୁଛି, ତେବେ ପିଲାର କଣ ନହେଉଥିବ!

ତେଣୁ sex education ପାଇଁ best resource person ହେଉଛନ୍ତି Parents & Teachers
୧୫)Special Sex Educator:
*ପ୍ରତି school ରେ ଜଣେ ମାଡାମ ଓ ସାର ଟ୍ରେନିଂ ନେବେ
*ସାର ପୁଅ ପିଲାଙ୍କ ପାଇଁ ଓ ମାଡାମ ଝିଅ ପିଲାଙ୍କ ପାଇଁ
*୧୨-୧୩ବର୍ଷ ବୟସରୁ ରିତିମତ ଶିକ୍ଷା ଜରୁରୀ
*ମାସକୁ ଥରେ ବା ୨-୩ ମାସକୁ ଥରେ class ହେବ
*ବ୍ୟାଚ ସମାନ ରହିବ।section ବି।ତଳ ଉପର class ମିଶିଲେ ଭଲହେବନି
*୨୫-୩୦ଜଣ ପିଲାଙ୍କୁ ଅଧଘଣ୍ଟାଏ ଚଳିବ
୧୬)Educator:
*ପିଲାଙ୍କ ସହ ଥଟ୍ଟାମଜା କରିବାକୁ ହେବ
*ଗପ ଛଳରେ ପଢାଇବାକୁ ହେବ
*ଗାଲୁଗପ ନକହି myths & facts କହିବାକୁ ହେବ
*ଧାର୍ମିକ ଦର୍ଶନଠୁ ଦୂରରେ ରହିବାକୁ ହେବ
*ପିଲାଙ୍କର ବିଶ୍ବାସ ଜିତିବାକୁ ହେବ
*ନିଜେ ମୁଗ୍ଧ ଓ ଉଦବୁଦ୍ଧ ନହେଲେ ହେବନି
*ଆଖିରେ ଆଖି ମିଶେଇ କଥା ହେବାକୁ ହେବ
*Group Discussion କରିବାକୁ ହେବ
୧୭)Educator:
*ମିଡିଆରେ ହଇଚଇ ହେଉଥିବା ଘଟଣାକୁ ଚର୍ଚ୍ଚା କରିବାକୁ ହେବ
*ପିଲାଙ୍କୁ ସାଧା କାଗଜରେ query ଲେଖେଇ ଏକ ବାକ୍ସରେ ପକାଇ ଘାଣ୍ଟି ଦେବେ
*ସେଥିରୁ ଗୋଟେଗୋଟେ ଆଣି ଅନ୍ୟ ପିଲାକୁ କହିବାକୁ ଦେବେ। ଆପଣ summarize କରିବେ
*Secrecy maintain କରିବାକୁ ହେବ
*ପ୍ରସିଦ୍ଧ ବ୍ଯକ୍ତିଙ୍କ ଉଦାହରଣ ମାଧ୍ୟମରେ ପଢାଇବାବି ସହଜ
୧୮)
*Anatomy-Physiology ପଢାଇବାକୁ ହେବ
*ବଡଚିତ୍ର/Atlas ଭଲ
*mother tongue ଭଲ
*Abnormalities, Aberrations & Perversions କହିବେ
*୩୫୪-୩୬୩-୩୭୫-୩୭୬ଧାରା ଓ ଦଣ୍ଡ କହିବାକୁ ହେବ
*Good touch-Bad touch କହିବେ
*POCSO act କହିବେ।ଏହି କାନୁନ ଅନୁଯାୟୀ ଆମେ sexual pleasure ବିଷୟରେ ଚୁପ ରହିବା, ପିଲାଙ୍କୁ ୧୮ ଯାଏ
୧୯)Answers 2 FAQs
*ହସ୍ତମୈଥୁନର ଖରାପ ପ୍ରତିକ୍ରିୟା ନାହିଁ। Masturbation is safe and normal. Hygiene, privacy & safety ରଖିଲେ ଭଲ।

*Size of d penis has nothing to do with sexual pleasure. ଲିଙ୍ଗର ସାଇଜ ସହ ମିଳାମିଶା ଓ ଖୁସିର ସମ୍ପର୍କ ପ୍ରାୟ ନାହିଁ। ଲିଙ୍ଗର ସାଇଜ genetically determined. ବଢିବନି ଆଉ।
୨୦)
*Nightfall/ସ୍ୱପ୍ନଦୋଷ is normal. ଏଥିରେ କିଛି ଅସୁବିଧା ନାହିଁ।

*"BT 36" ଓ "8 inches" r useless products. ଏସବୁ ମାୟା। ନପଡିଲେ ଭଲ।

*Sex, D very act, Partner ଓ pleasure ସମ୍ବନ୍ଧୀୟ ଅନ୍ୟ ପ୍ରଶ୍ନୋତ୍ତର ୧୮ବର୍ଷ ପରେ

*ପିଲାଦିନେ masturbation/sex/perversion କରିଥିଲେ ପରେ ପ୍ରତିକ୍ରିୟା ନାହିଁ
୨୧)
*ଶୀଘ୍ରସ୍ଖଳନ/PME ପାଇଁ doc consultation, reassurance,
foreplay, mutual engagement, Master & Johnson's technique, treatments ଆଦି ଦରକାର
*ED/ଶିଥୀଳତା ପାଇଁ doc consultation, reassurance, investigations and treatments ଦରକାର
*STD/Hydrocoele/Hernia need doc consultation & treatment
୨୨)
*Private part କୁ shaving/waxing/depilatory କରିବା personal choice. ଅସୁବିଧା ନାହିଁ
*Sexual assault/Rape/POCSO/Kidnapping ଆଦି laws of land(IPC/CrPC) ଗୁଗୁଲ କରନ୍ତୁ
*୧୮ ବର୍ଷ ପୂର୍ବରୁ ସବୁପ୍ରକାର ଶାରୀରିକ ସମ୍ପର୍କ ମନା,ସବୁଥିରେ ଦଣ୍ଡ-୩୫୪/୩୭୬ ଧାରାରେ
*Samesex relations not fully allowed by law
୨୩)ଝିଅଙ୍କୁ ଉତ୍ତର:
*Breast size is mostly genetically determined, Increases during pregnancy and lactation, decreases thereafter and gets atrophied after menopause.
*Thelarche is d appearance of breast buds at about 8-10 yrs
*Pubarche is appearance of private hairs at d 10-12 yrs
୨୪)
*Menarche is onset of first menses. The avg age is around 13-14yrs
*Precocious puberty is Breasts, hairs & menses before 7-8yrs of age which needs treatment
*If no menses before 16 yrs with breasts & hairs,
Or No hairs or breasts at 15 yrs, it should be urgently treated.
୨୫)
*୧୨ ସୁଦ୍ଧା breast/hair ଓ ୧୬ ସୁଦ୍ଧା mens ନହେଲେ ଡାକ୍ତରଙ୍କୁ ଦେଖାଯାଏ
*୯-୧୦ବର୍ଷରେ breast/hair ଆସୁଥିବାବେଳେ ୧୨-୧୩ ରେ mens ଆସେ
*Breast/Pubic hair ପାଇଁ Tanner staging ଅଛି। ଗୁଗୁଲ କରନ୍ତୁ
*Secondary sexual characters ଏହି breast/hair etc. ସେଗୁଡିକ ଠିକ୍ ଥିଲେ ୧୭-୧୮ଯାଏ ଅପେକ୍ଷା କରିହେବ mens କୁ
୨୬)Hygiene:
*Vaginal wash/mild soap(pH matched)
*Talc ପାଉଡର
*Trim/remove hairs, shaving causes minor injuries
*Keep it dry
*Change pads 6 hrly
*After masturbation/intercourse, always wash
*Thread like,white/colourless, smellless,thicker discharge is normal.Anything else needs tt
Missing some Tweet in this thread?
You can try to force a refresh.

Like this thread? Get email updates or save it to PDF!

Subscribe to ©ଡାକ୍ତରବାବୁ™®
Profile picture

Get real-time email alerts when new unrolls are available from this author!

This content may be removed anytime!

Twitter may remove this content at anytime, convert it as a PDF, save and print for later use!

Try unrolling a thread yourself!

how to unroll video

1) Follow Thread Reader App on Twitter so you can easily mention us!

2) Go to a Twitter thread (series of Tweets by the same owner) and mention us with a keyword "unroll" @threadreaderapp unroll

You can practice here first or read more on our help page!

Follow Us on Twitter!

Did Thread Reader help you today?

Support us! We are indie developers!


This site is made by just three indie developers on a laptop doing marketing, support and development! Read more about the story.

Become a Premium Member ($3.00/month or $30.00/year) and get exclusive features!

Become Premium

Too expensive? Make a small donation by buying us coffee ($5) or help with server cost ($10)

Donate via Paypal Become our Patreon

Thank you for your support!